ବ୍ୟବସାୟରେ କ୍ଷ-ତି ହେବାରୁ ପୁଅ ଦେହରେ ନି-ଆଁ ଲଗାଇ ଦେଲା ବାପା,ହୁତୁ ହୁତୁ ହେଇ ଜ-ଳିଗଲା ପୁଅ !

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି।

ବେପାର କରିଲେ ବେଳେ ବେଳେ କ୍ଷ-ତି ସହିବାକୁ ପଡେ, ଖାଲି ଯେ ବେପାର କରିଲେ ଲାଭ ହେବ ତାହାର କିଛି ମାନେ ନାହିଁ। ଏମିତି ଜଣେ ବ୍ୟବସାୟୀ ତାଙ୍କର ବ୍ୟବସାୟର ଭାର ତାଙ୍କ ପୁଅକୁ ଦେଲେ। ଆଉ ପୁଅ ଲାଭ କରିବା ପରିବର୍ତ୍ତେ କ୍ଷ-ତି କରିଦେଲା, ଆଉ ଏଥିରେ ବାପା ଉତ୍କ୍ଷିପ୍ତ ହୋଇ ପୁଅ ଦେହରେ ନି-ଆଁ ଲଗାଇ ଦେଲେ। ଆଉ ହୁତ୍ ହୁତ୍ ହୋଇ ଜ-ଳିଲା ପୁଅ, କିଛି ଉପାୟ ନ ପାଇ ଇଆଡେ ସିଆଡେ ଦୌଡିଲା ପୁଅ, ଆଉ ଏହାର ଭିଡିଓ ସିସିଟିଭିରେ କ-ଏ-ଦ୍ ହେଲା ଆଉ ଏହା ଏବେ ମୋବାଇଲ ରୁ ମୋବାଇଲ ଘୂରି ବୁଲୁଛି।

https://youtu.be/SlIOooa6jr8

ଏହିଭଳି ଏକ ଅଭା-ବନୀୟ ଘ-ଟଣା ଘ-ଟିଯାଇଛି ବ୍ୟାଙ୍ଗଲୋର୍ ରେ, ବ୍ୟାଙ୍ଗଲୋର୍ ର ୫୫ ବର୍ଷୀୟ ସୁରେନ୍ଦ୍ର କୁମାରଙ୍କର ଥିଲା ଏକ ରଙ୍ଗ ନିର୍ମାଣ ବ୍ୟବସାୟ, ଯାହାକୁ ତିନି ବର୍ଷ ତଳେ ପୁଅ ଅର୍ପିତ୍ ନିଜ ହାତକୁ ନେଇଥିଲେ। ଆଉ ଏହା ପରେ ପ୍ରଥମରୁ ହିଁ ଆରମ୍ଭ ହୋଇଥିଲା କ୍ଷ-ତି, ଆଉ ଏହାକୁ ସୁଧାରିବା ପାଇଁ ଅର୍ପିତ୍ ଚେଷ୍ଟା ମଧ୍ୟ କରିଥିଲେ ଆଉ କିଛି ଜାଗା ବନ୍ଧା ରଖିବା ସହ ପାଖାପାଖି ଦେଢ଼ କୋଟି ଟଙ୍କା ବ୍ୟାଙ୍କରୁ ଋଣ କରିଥିଲେ। ଆଉ ଏହାକୁ ନେଇ ଯେତେବେଳେ ବାପାଙ୍କର ସ-ନ୍ଦେ-ହ ହେଲା ଆକାଉଣ୍ଟ୍ ଦେଖାଇବାକୁ କହିଥିଲେ, ହେଲେ ଏଥିରେ ରାଜି ହୋଇନଥିଲା ପୁଅ।

ଏହାକୁ ନେଇ ଏପ୍ରିଲ ୭ ତାରିଖରେ ବାପା ପୁଅଙ୍କ ଭିତରେ କମ୍ପାନୀ ମଧ୍ୟରୁ ଝ-ଗ-ଡା ମଧ୍ୟ ହୋଇଥିଲା, ଆଉ ଏହାପରେ ଦୁହେଁ ବାହାରକୁ ବାହାରି ଆସିଥିଲେ। ପୁଅ ଅର୍ପିତ୍ ଙ୍କ ଶରୀର ପୂରାପୂରି ଭିଜି ଯାଇଥିଲା ଏବଂ ଏହାପରେ ଶରୀରରେ ସଙ୍ଗେ ସଙ୍ଗେ ନି-ଆଁ ଲଗାଇ ଦେଇଥିଲେ ବାପା, ଆଉ ଏହାପରେ ହୁତୁ ହୁତୁ ଜ-ଳି ଉଠିଥିଲା ପୁଅ ଅର୍ପିତ୍ ର ଶରୀରର।

Leave a Reply

Your email address will not be published. Required fields are marked *