ଦିଦିଙ୍କ କମାଲ,ନାଚି ନାଚି ପିଲାଙ୍କୁ ପଢ଼ାଉଛନ୍ତି ପାଠ,ଭାଇରାଲ ହେଲା ଭିଡ଼ିଓ

ସମାଜ ରେ ଅନେକ ଦୂର୍ବୁତ ଘଟଣା ଘଟୁଛି । ପ ପ୍ରତ୍ୟେକ ଦିନ ଭଳି କି ଭଳି ଆଶ୍ଚର୍ଯ୍ୟ ଜିନିଷ ଦେଖିବାକୁ ମିଳି ଥାଏ । ଏହା ଦେଖିବାକୁ ଜେତିକ କୌତିକିଆ ସେତିକ ଆଶ୍ଚର୍ଯ୍ୟ କର ମଧ୍ୟ । ଆପଣ ମାନେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ଥିବେ । ପ୍ରତ୍ୟେକ ଦିନ ଅନେକ ଘଟଣା ଶୁଣୁଥିବେ ବା ପଢୁଥିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଉ ଥିବ । ଏହି ସୋସିଆଲ ମିଡ଼ିଆ ଜନିତ ଅନେକ ବିଚିତ୍ର ଜିନିଷ ଦେଖିବାକୁ ମିଳି ଥାଏ । ଆଜିକାଲି ର ଯୁବ ପୀଢ଼ି ସୋସିଆଲ ମିଡ଼ିଆ ସହିତ ବେଶ୍ ଜଡ଼ିତ । ଏଥିରେ ଥିବା ଟିକି ନିକି ଖବର ବିଷୟ ରେ ସେ ବେଶ୍ ଅପଡେଟ ରହିଥାନ୍ତି ।

ନିକଟ ରେ ସୋସିଆଲ ମିଡିଆରେ ଏକ ଖବର ବେଶ୍ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ । ବର୍ତ୍ତମାନ ସମୟ ରେ ପିଲା ମାନେ ଖେଳ କୁଦ , ନାଚ ଗୀତ କୁ ପାଠ ଅପେକ୍ଷା ଅଧିକ ପସନ୍ଦ କରୁଛନ୍ତି । ଘରେ ବାପା ମା ସେମାନଙ୍କୁ ମଧ୍ୟ ପାଠ ପଢ଼ାଇବା ରେ ଆଗ୍ରହ ସୃଷ୍ଟି କରି ପାରୁ ନାହାନ୍ତି । ସେଥି ପାଇଁ ପାଠ ପଢ଼ିବା ଶିକ୍ଷକ ଙ୍କ ସାହାଯ୍ୟ ନେଇ ଥାନ୍ତି । ଶିକ୍ଷକ ଙ୍କ ପଢ଼ାଇବା ଶୈଳୀ ଅଲଗା । କିଏ ମାଡ଼ ଦେଇ ପାଠ ପଢ଼ାଇ ଥାଏ ତ କିଏ ହସି ମଜା କରି । ଏହି ପରିପ୍ରକ୍ଷୀରେ ଏକ ଖବର ଆସି ପହଞ୍ଚିଛି ଆମ ଗହଣ ରେ ।

ଘଟଣା ଟି ଆମ ଓଡ଼ିଶା ର କେଉଁ ଜିଲ୍ଲା ଜଣାନାହିଁ। ଏକ ବିଦ୍ୟାଳୟ ରେ ଦିଦି ନିଜ କୌଶଳ ରେ ପିଲା ମାନଙ୍କୁ ମାଡ଼ ନ ଦେଇ କିପରି ପାଠ ପଢ଼ାଉଛନ୍ତି ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଭାଇରାଲ ହୋଇଥିବା ଏହି ଭିଡ଼ିଓ ରେ କିଛି ଏପରି ଦେଖିବାକୁ ମିଳିଛି ଯାହା କୁ ଦେଖିଲେ ଆପଣ ଙ୍କ ମୁଁହ ରେ ହସ ଆସିବ । ସେ ପିଲା ମାନଙ୍କୁ ନାଚ ଓ ଗୀତ ଦ୍ଵାରା ପାଠ ପଢ଼ାଉଛନ୍ତି । ଯାହା ଫଳରେ ପିଲା ମାନେ ପାଠ ପ୍ରତି ଭୟ ନ କରି ହସ ଖେଳ କୁଦ ରେ ମଧ୍ୟ ପାଠ ପଢୁଛନ୍ତି ।ସ୍କୁଲ ଭିତରେ ଶିକ୍ଷୟତ୍ରୀ ଜଣକ ଛାତ୍ର ଛାତ୍ରୀଙ୍କ ସହ ଡ୍ୟାନ୍ସ କରୁଛନ୍ତି ।

ଏହି ଶିକ୍ଷୟତ୍ରୀ ଜଣକ ସମ୍ବଲପୁରୀ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ସେଠାକାର ସମସ୍ତ ପିଲା ପ୍ରତ୍ୟେକ ଦିନ ଖୁସି ହୋଇ ପାଠ ପଢିବାକୁ ଯାଇଥାନ୍ତି । ପିଲା ମାନେ ଅନେକ ପାଠ ମଧ୍ୟ ଶିଖୁଛନ୍ତି । ସେଥି ପାଇଁ ପିଲା ମାନଙ୍କ ପରିବାର ଲୋକେ ଦିଦି ଙ୍କୁ ଅନେକ ପ୍ରଶଂସା କରିବା ସହିତ ଧନ୍ୟବାଦ ମଧ୍ୟ ଦେଉଛନ୍ତି । ଯେପରି କହି ଜାଣିଲେ କଥା ସୁନ୍ଦର ଠିକ୍ ସେହିପରି ପାଠ ପଢେଇ ଜାଣିଲେ ପାଠ ବି ସୁନ୍ଦର । ଏହି ବିଷୟ ପାଇଁ ଦିଦି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ଅଛନ୍ତି । ଏଥିରେ ଅନେକ ଭଲ ପାଇବା ମଧ୍ୟ ପାଉଛନ୍ତି ।

Leave a Reply

Your email address will not be published. Required fields are marked *