ଆଜି ଖାତାକୁ ଆସିଲା E-Shram ଯୋଜନାର ପ୍ରଥମ କିସ୍ତି ଟଙ୍କା। ଯଦି ଆପଣଙ୍କର ଟଙ୍କା ଆସିନାହିଁ ତାହେଲେ କରନ୍ତୁ ଏପରି ।

ମୋଦୀ ସରକାର ଆମ ଦେଶର ପ୍ରଧାନମନ୍ତ୍ରୀ ହେବା ପରଠାରୁ ଦେଶର ଗରୀବ ଲୋକଙ୍କ ପାଇଁ ଅନେକ ଯୋଜନା ମାନ ଲାଗୁ କରିଛନ୍ତି। ଏହି ଯୋଜନା ଦ୍ୱାରା ଅନେକ ଗରୀବ ଲୋକ ମାନେ ଲାଭ ଉଠାଇ ପାରୁଛନ୍ତି ଏବଂ ସାହାଯ୍ୟ ମଧ୍ୟ ପାଇ ପାରୁଛନ୍ତି। ମୋଦୀ ଯେବେଠାରୁ ଆମ ଦେଶର ସରକାର ପଦବୀ ପାଇଛନ୍ତି ସେବେଠାରୁ ହିଁ ଆମ ଦେଶକୁ ବିକଶିତ ଦେଶ ଭାବେ ପରିଗଣିତ କରିବା ପାଇଁ ଲାଗି ପଡିଛନ୍ତି। ଦେଶରେ ସେ ଅନେକ ପ୍ରକାରର ସୁବିଧା ମଧ୍ୟ ଲୋକଙ୍କ ପାଇଁ କରୁଛନ୍ତି, ଯାହା ଦ୍ୱାରା କି ଲୋକମାନେ ଅନେକ ପ୍ରକାରର ସୁବିଧା ପାଇ ପାରୁଛନ୍ତି। ସରକାର ଲୋକମାନଙ୍କ ପାଇଁ ଅନେକ ଯୋଜନାମାନ କରି କିସ୍ତି କିସ୍ତି କରି ଲୋକ ମାନଙ୍କୁ ଟଙ୍କା ଦେଉଛନ୍ତି।

ଆପଣମାନଙ୍କର ବି ଯଦି ଇ-ଶ୍ରମ କାର୍ଡ କରିଛନ୍ତି ତେବେ ଆପଣଙ୍କ ପାଇଁ ଆସିବାକୁ ଯାଉଛି ଖୁସି ଖବର, ଏବେ ଆଗକୁ ଆସୁଛି ନିର୍ବାଚନ ତେବେ ଏହି ନିର୍ବାଚନ ଉପଲକ୍ଷ ସରକାର ଦେବାକୁ ଯାଉଚନ୍ତି ୫୦୦ ଟଙ୍କା ଯାହା ଆପଣଙ୍କ ଖାତାକୁ ଆସିବ ବହୁତ ଜଲ୍ଦି , ଶର୍ମ ପୋର୍ଟାଲରେ ଦେଶର ୨୫ କୋଟି ଶର୍ମୀକ ପଞ୍ଜିକରଣ କରିଛନ୍ତି । ଶର୍ମୀକ ପଞ୍ଜିକରଣ କ୍ଷେତ୍ରରେ ମଧ୍ୟପ୍ରଦେଶ ଆଗରେ ରହିଛି ଆଉ ଏହାକୁ ପଛକୁ ଦିତୀୟ ରେ ମୁହାରାଷ୍ଟ୍ର, ତୃତୀୟ ରେ ରାଜସ୍ତାନ, ଚତୃର୍ଥ ରେ କର୍ନାଟକ ରହିଛି ଶେଷରେ ଗୁଜୁରାଟ ରହିଛି । ତେବେ ବିଧାନ ସଭା ନିର୍ବାଚନ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ରେ ୩.୮୧ କୋଟି ଶର୍ମୀ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି, ତେବେ ଏହି ପୋର୍ଟାଲରେ ୫୨.୭୭ ପ୍ରତିଶତ ମହିଳା ଥିବା ବେଳେ ୪୬.୨୩ ପୁରୁଷ ଶର୍ମୀକ ଅଛନ୍ତି।

ସେମାନେ ବିଭିନ୍ନ କମନ ସରଭିସ୍ ମାଧ୍ୟମରେ ପଞ୍ଜିକରମ କରିଛନ୍ତି, ତେବେ ସେମାନଙ୍କ ମଧ୍ୟରେ ରାସ୍ତା ବେଣ୍ଡର, ରିଗ୍ସା ଚାଳକ, ପୋସାକ ସଫା କରୁଥିବା ବ୍ୟକ୍ତି ବିଶେଷ, ଟେଲର, ଜୋତା ମରାମିତି କାରିଗର, ପଳ ବିକାଳି, କ୍ଷୀର ବିକାଳି ଆଦି ରହିଛନ୍ତି।ତେବେ ଏହି ପୋର୍ଟାଲରେ ପଞ୍ଜିକରଣ କରିଥିବା ଶର୍ମୀକ ଙ୍କୁ ସରକାର ମାସିକ ୫୦୦ ଟଙ୍କାର ଭତା ପ୍ରଦାନ କରିବାକୁ ଯାଉଛନ୍ତି ଯାହା ମଧ୍ୟ ବହୁତ ଜଲ୍ଦି ମିଳିଯିବ। ଆଉ ଏହା ଛ଼ାଡା ଏମିତି କିଛି ସୂଚନା ଆସୁଛି କି ଆମ ଓଡ଼ିଶା ରେ ମଧ୍ୟ ଏହିଭଳି ଭାବରେ ଯେଉଁ ମାନେ ଏହି ସବୁ କେଟାଗରୀ ରେ ରେଜିଷ୍ଟସନ୍ କରିଛନ୍ତି ସେମାନଙ୍କର ଇ-ଶ୍ରମକାର୍ଡ ରହିଁଛି ସେମାନଙ୍କୁ ମଧ୍ୟ ମିଳିବାକୁ ଯାଉଛି ୫୦୦ ଟଙ୍କା ବହୁତ ଜଲ୍ଦି । ତେବେ ଆପଣ ମାନଙ୍କର ଇ-ଶ୍ରମମ କାର୍ଡ ଅଛିକି ନାହିଁ ଆଉ କେଉଁ କେଟାଗରୀ ରେ ଆପଣ ଆପ୍ଲାୟ କରିଛନ୍ତି ନିହାତି କମେଣ୍ଟ୍ କରି ଜଣାଇବେ ତେବେ ସୂଚନା ମୁତାବକ ନିର୍ବାଚନ ପୂର୍ବରୁ ଇ-ଶ୍ରମ କାର୍ଡ ରେ ୫୦୦ ଟଙ୍କା ଆସିପାରେ ।

Leave a Reply

Your email address will not be published. Required fields are marked *