ଶର୍ମିଷ୍ଠା ଓ ନିରଞ୍ଜନଙ୍କର ଗୁମର ଧୀରେ ଧୀରେ ଖୋଲୁଛି : ନିରଞ୍ଜନ ଫିଲ୍ମ ପାଇଁ କପଡା ଆଣିବା ପାଇଁ ଯାଉଥିଲେ, ଆଉ ନିଜେ ମଧ୍ୟ ପିନ୍ଧେଇ ଦେଉଥିଲେ………

ବର୍ତ୍ତମାନ ମାନସ ସ୍ବାଇଁ ହ-ତ୍ୟା ମା-ମ-ଲାକୁ ଯେତେଦିନ ଧୀରେ ଧୀରେ ଗଡୁଛି ସେତେ ନୂଆ ନୂଆ କଥା ବର୍ତ୍ତମାନ ସାମ୍ନାକୁ ଆସୁଛି। ଯେମିତି ଶର୍ମିଷ୍ଠା ପାଇଁ ନିରଞ୍ଜନ ବାବୁ ଅତ୍ୟନ୍ତ ରୋମା-ଣ୍ଟିକ ହୋଇ କବିତା ଲେଖିବା ସହିତ ଅ-ଶ୍ଳୀ-ଳ ସିନେମା ତିଆରି କରିବା ଓ ନିରଞ୍ଜନ ବାବୁ ସୁଟିଂକୁ ଯିବା ପୂର୍ବରୁ ଗୋଲାପ ଜଳ ଆଉ ଅତରରେ ଗାଧେଇବା ଏମିତିକି ନିରଞ୍ଜନ ବାବୁ ଶର୍ମିଷ୍ଠାଙ୍କୁ ଜାନୁ ବୋଲି ଡାକିବା।

ଆଉ ନିରଞ୍ଜନ ବାବୁଙ୍କୁ ରାତି ଅଧରେ ଫ୍ଲାଇଂ କି-ସ ଦେବା ଭଳି ଘ-ଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ଆଉ ଏହାପରେ ମଧ୍ୟ ଦୁହିଁଙ୍କ ଭିତରେ ଥିବା ଭିତିରିଆ ପ୍ରେମର ସମ୍ପର୍କ ବିଷୟରେ ଚର୍ଚ୍ଚା ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି କିନ୍ତୁ ଆଜି ଆସନ୍ତୁ ଆଉ ଏକ ଗୁମର କଥା ବିଷୟରେ ଜାଣିବା ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ହେବାରେ ଲାଗିଛି।

ନିରଞ୍ଜନ ଆଉ ଶର୍ମିଷ୍ଠାଙ୍କର ଅ-ଶ୍ଳୀ-ଳ ସିନେମା ଖାଲି ଓଡ଼ିଶାରେ ସୀମିତ ହୋଇ ରହିନଥାନ୍ତା ମୁମ୍ବାଇରେ ମଧ୍ୟ ଏହାର ପ୍ରମୋସନ କରିବାକୁ ଚିନ୍ତା କରିଥିଲେ। ନିରଞ୍ଜନ ବାବୁ ସବୁଠାରୁ ବଡ଼ କତଃ ସିନେମାରେ ଦରକାର ପଡ଼ୁଥିବା କଷ୍ଟ୍ୟୁମ୍ ବା ପୋଷାକ ସବୁ ଆସୁଥିଲା। ମୁମ୍ବାଇରୁ ଆଉ ଏହି ସବୁ ପ୍ଲାନ ଦୟାଲ୍ ଆଶ୍ରମରେ ହିଁ ତିଆରି ହେଉଥିଲା। ଏହି ଛୋଟ ଛୋଟ ସିନେମା ମାଧ୍ୟମରେ ରାତାରାତି ସେ ପୂଳା ପୂଳା ଟଙ୍କା ରୋଜଗାର କରିବାକୁ ଚାହୁଁଥିବା ଶର୍ମିଷ୍ଠାକୁ ମୁମ୍ବାଇର ଲିଙ୍କ ଦେଇଥିଲେ।

ନିରଞ୍ଜନ ଏମିତିକି ସିନେମାର ପ୍ରମୋସନ କଥା ଘରେ କହି ଶର୍ମିଷ୍ଠାଙ୍କୁ ମୁମ୍ବାଇ ନେବାକୁ ପ୍ଲାନ୍ କରିଥିଲେ। ନିରଞ୍ଜନ ଆଉ ସେଠାରେ ଅ-ଶ୍ଳୀ-ଳ ସିନେମାର ପ୍ରମୋସନ କରିବା ସହ ଆଗାମୀ ସିନେମା ପାଇଁ କିଛି ପୋଷାକ ମଧ୍ୟ କିଣିଥାନ୍ତେ। ଆଉ ଶର୍ମିଷ୍ଠାଙ୍କର ଏହି ସ୍ବପ୍ନକୁ ମାନସ ସ୍ବାଇଁ ଭା-ଙ୍ଗିଦେଇଥିଲା, ସେଥିପାଇଁ ମାନସଙ୍କୁ ମୃ-ତ୍ୟୁ ଦ-ଣ୍ଡ ଦେଇଥିଲେ।

Leave a Reply

Your email address will not be published. Required fields are marked *