ପୁଣି ଫେରିଲା ମହାମାରୀ କୋରନା ! ପାର୍ଟନରଙ୍କୁ ଏକାଠି ଶୋଇବା ଓ କି-ସ୍‌ କରିବା ମନା !

କରୋନାର ଦୁଇ ବର୍ଷ ପରେ ଚୀନର ସଂଘାଇରେ ଲାଗୁ ହୋଇଛି ସବୁଠାରୁ ବଡ ଲକଡାଉନ । କରୋନା ମା-ମ-ଲା ଚହ୍ନଟ ହେବା ପରେ ସୋମବାର ବଡ଼ ଲକଡାଉନ ଲାଗୁ କରିଛନ୍ତି ଚୀନ ସରକାର । ଚୀନର ଆର୍ଥିକ ରାଜଧାନୀ ତଥା ୨.୬ କୋଟି ଜନସଂଖ୍ୟା ବିଶିଷ୍ଟ ସବୁଠାରୁ ବଡ଼ ସହର ସଂଘାଇରେ ଏହା ପୂର୍ବରୁ ସାର୍ବଜାନୀନ ସ୍ଥାନ ଏବଂ କାର୍ଯ୍ୟସ୍ଥଳ ଗୁଡିକୁ ବନ୍ଦ କରାଯାଇଥିଲା । କାରଣ ସାଂଘାଇ ରେ ଦୈନିକ ପ୍ରାୟ ୨୦ ହଜାର ୪୭୨ ଆ-କ୍ରା-ନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଆ-କ୍ରା-ନ୍ତଙ୍କ ଶରୀରର ଓମିକ୍ରନ ଭୂତାଣୁ ରହିଥିବା ଜଣାପଡ଼ିଛି । ଏହାସହ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ କାହାରି ମୃ-ତ୍ୟୁ ଘଟି ନାହିଁ ।

ତେବେ ପରିସ୍ଥିତି ନିୟନ୍ତ୍ରଣ ରଖିବା ପାଇଁ ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏପରି କେହି ସାଙ୍ଗ ହୋଇ ବସିବା, ଖାଇବା ଓ ଶୋଇବାମନା ହୋଇଛି।ସେହିପରି କେହି କାହାକୁ କି-ସ୍‌ ମଧ୍ୟ କରିପାରିବେନି।ଅନ୍ୟ ଦେଶ ତୁଳନାରେ ଚାଇନାର ସଂକ୍ର-ମଣ ହାର ଅଧିକ ରହିଛି। ସଂଘାଇର ୨୬ ଲକ୍ଷ ଳୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ସେଠିକାର ସହରରେ ଡ୍ରୋନ୍‌ ମାଧ୍ୟମରେ ସଚେତନତା ବାର୍ତ୍ତା ଘୋଷଣା କରାଯାଉଛି। ଲୋକଙ୍କ ଛାତ ଉପରେ ଏକାଧିକ ଡ୍ରୋନ୍‌ ଚ-କ୍କ-ର କା-ଟୁଥିବା ଭିଡିଓ ସୋଶାଲ ମଡିଆରେ ଭାଇରାଲ ହେଉଛି। ଏହି ଡ୍ରୋନ୍‌ ମାଧ୍ୟମରେ କୋଭିଡ୍‌ ପାଇଁ ସତ-ର୍କ କରାଯାଉଛି।

କରୋନାର ଉତ୍ପତ୍ତି ସ୍ଥଳ ଚୀନ୍ ରେ ପୁଣିଥରେ କରୋନା ଦେଖାଉଛି ନିଜର କରାଳ ରୂପ । ସଂଘାଇରେ ରବିବାର କରୋନାର ୩୫୦୦ ମା-ମ-ଲା ଚିହ୍ନଟ ହୋଇଥିଲା । ଏଥିରୁ ୫୦ ଜଣଙ୍କ ନିକଟରେ କୌଣସି ଲକ୍ଷଣ ନଥିଲା । ଚୀନରେ ଚଳିତ ମାସରେ ୫୬,୦୦୦ରୁ ଅଧିକ ସଂକ୍ରମଣ ମା-ମ-ଲା ସାମ୍ନାକୁ ଆସିଥିଲା । ଏଥିରୁ ଅଧଂକାଶ ଜିଲିନରୁ ଚିହ୍ନଟ ହୋଇଥିଲା । ସମସ୍ତ ସହରବାସୀଙ୍କୁ କୋଭିଡ ସେଲ୍‌ଫ ଟେଷ୍ଟ କରାଇନେବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । କରୋନା ସଂକ୍ର-ମଣ ବଢୁଥିବାରୁ ମୁକାବିଲା ପାଇଁ ସାଂଘାଇକୁ ସେନା, ହଜାର ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇଛି ଚୀନ ସରକାର ।

Leave a Reply

Your email address will not be published. Required fields are marked *