ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ମହିଳାଙ୍କୁ ଗର୍ଭ-ବତୀ କରୁଛି ଏଲିଏନ୍ସ ! .5 ଜଣ ମହିଳାଙ୍କୁ ପ୍ରେଗ-ନେଣ୍ଟ କଲେ ଏଲିଏନ୍ସ !

ମହିଳା କୁ ଗର୍ଭ-ବତି କରୁଛନ୍ତି ଏଲିଆନ୍। ଯାହା ଏକ ଆଶ୍ଚର୍ୟ୍ଯକର ଘ-ଟଣା ଅଟେ । ଶୁଣିବାକୁ ଆଶ୍ଚର୍ଯ୍ୟ ହୋଇଥିଲେ ବି କଥା ଟି ସତ୍ୟ । ଏବେ ଶୁଣିବାକୁ ମିଳିଛି କି ଏଲିଏନ୍ ଦ୍ବାରା 5 ଜଣ ମହିଳା ଗର୍ଭ-ବତୀ ହେଇଛନ୍ତି। ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି। ଏଲିଏନ୍ କୁ ନେଇ ସବୁବେଳେ ମନରେ ଉତ୍କଣ୍ଠା ରହୁଥିବା ବେଳେ ଏହା ମନୁଷ୍ୟ କଳ୍ପନା ର ଏକ ଆ-ଶ-ଙ୍କା ବୋଲି କୁହାଯାଏ। ଅନ୍ୟ ଏକ ଦୁନିଆ ରେ ଲୋକେ ରୁହନ୍ତି ଆଉ ଏଲିଏନ୍ ମାନେ ଅନ୍ୟ ଏକ ଦୁନିଆ ରେ ରୁହନ୍ତି ବୋଲି ସେମାନେ କୁହନ୍ତି।

ଲମ୍ବା ସମୟ ଧରି ତା ଉପରେ ଆଲୋଚନା ଚାଲିଥିବା ବେଳେ ଏବେ ତ ସହିତ ଆଉ ଏକ ଚର୍ଚ୍ଚା ମଧ୍ୟ ସାମିଲ ହେଇଚି। ପୂର୍ବ ରୁ ଏମିତି କିଛି ଖବର ସାମ୍ନା କୁ ଆସିଥିଲା ଯୋଉଥିରୁ ଆଲିଏନ୍ସ ମାନଙ୍କୁଦେଖି ଥିବା ର ଦାବି ସେମାନେ କରିଛନ୍ତି। ହେଲେ ପ୍ରମାଣ ନଥିବା କାରଣ ରୁ ସମସ୍ତ ଉକ୍ତି କୁ ତାଙ୍କର ମିଛ ବୋଲି ଏଡାଇ ଦେଇଛନ୍ତି।

କିଛି ଦିନ ହେବ ଆମେରିକାରେ ଏହାକୁ ନେଇ ଚର୍ଚ୍ଚା ଚାଲିଯିବା ପରେ ଏହା ସାମ୍ନା କୁ ଆସିଚି । ଏହା କୁ ପ୍ରମାଣ କରିବା ପାଇଁ କୌଣସି ତଥ୍ୟ ନ ଥିବା ବେଳେ ଏହା ଶୁଣିବା କୁ ମିଳୁଚି କି ଏଲିଏନ୍ ମାନେ କୁଆଡ଼େ ପୃଥିବୀ ର ମହିଳା ମାନ କୁ ଗର୍ଭ-ବତୀ କରିଦେଉଛନ୍ତି ଏହା ସହିତ ଏହାର ଗ୍ରହ ମଧ୍ୟ ବୁଲାଇ ନେଉଛନ୍ତି। ଏହି ଫାଇଲ କୁ ଦିଫା ଲିଜେଣ୍ଡ ଏଜେନ୍ସି ଦ୍ବାରା ଫ୍ରିଡମ୍ ଅଫ ରେ ରିଲିଜ୍ କରାଯାଇଛି। ଆଉ ଏହି ଏଲିଏନ୍ସ 5 ଜଣ ମହିଳା କୁ ଗର୍ଭ-ବତୀ କରିଥିବା ନେଇ ଏଥିରେ ଉଲ୍ଲେଖ କର ଯାଇଛି। ରି-ପୋ-ର୍ଟ ଅନୁସାରେ ଯଦି ଏଲିଏନ୍ସ ସହିତ ସମ୍ପର୍କ ରେ ରହିବା ତାହାଲେ ତାହା ମନୁଷ୍ୟ ପାଇଁ ବିପ-ଦଜ-ନକ ସାବ୍ୟସ୍ତ ହେଇପାରେ।

Leave a Reply

Your email address will not be published. Required fields are marked *