SBI ବ୍ୟାଙ୍କ ତରଫରୁ ମିଳୁଛି ୨ ଲକ୍ଷ ଟଙ୍କା ମାଗଣା । ଆପଣ ବି ନେଇପାରିବେ ଏହି ସୁବିଧା । ଜାଣନ୍ତୁ କିପରି ?

ଭାରତ ସରକାର ବର୍ତମାନ ନାନା ପ୍ରକାର ସୁବିଧା ସୁଯୋଗ କରିଦେଉଛନ୍ତି ଭାରତ ବାସୀ ଙ୍କ ପାଇଁ । ଅନେକ ସ୍କିମ୍ମ କରିଦେଉଛନ୍ତି ଯେଉଁ ଥିରେ ଅନେକ ପଛୁଆ ବର୍ଗ ର ଲୋକ ମାନଙ୍କୁ ପଇସା ମଧ୍ୟ ମିଳୁଛି । ତେବେ ଏହା ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ତରଫ ରୁ ଅନେକ ପ୍ରକାର ସ୍କିମ୍ ଆସିଥାଏ । ତେବେ ଅନେକ ସମୟ ରେ ଉଭୟ ସରକାର ଜନତା ଙ୍କ ସାହାଯ୍ୟ ପାଇଁ ବ୍ୟାଙ୍କ୍ ରେ ଖାତା ଖୋଲାଇଥାନ୍ତି ଓ ସେହି ଖାତା ରେ ସେମାନଙ୍କ ସ୍କିମ୍ ଅନୁସାରେ ପ୍ରତ୍ୟେକ ଙ୍କୁ କିଛି କିଛି ପଇସା ଦେଇଥାନ୍ତି । ତେବେ ସେହି ସ୍କି ମ୍ ର ଅଧିକୃତ ହେବା ପାଇଁ କିଛି କିଛି କ୍ରାଇଟରିଆ ରହିଥାଏ ଯାହାକୁ ସେହି ଅନୁସାରେ ଠିକ୍ ଠିକ୍ ଫିଲ ଅପ୍ କରିବାକୁ ପଡ଼ିଥାଏ । କିଛି କିଛି କାଡ ଦରକାର ହୋଇଥାଏ ସେହି ସୁବିଧା ପାଇବା ପାଇଁ । ସେହିପରି ଏସବିଆଇ ନିଜ ଗ୍ରାହକ ମାନଙ୍କୁ ମଧ୍ୟ କିଛି ସୁବିଧା ଦେଉଛି । ଗ୍ରାହକ ଙ୍କୁ ମାଗଣା ରେ ମିଳୁଛି ୨ ଲକ୍ଷ୍ୟ ଟଙ୍କା ର ସୁବିଧା ।

ସମସ୍ତ ଜନଧନ ଏକାଉଣ୍ଟ ଧାରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଆକ୍ସିଡେଣ୍ଟାଲ କଭର ପ୍ରଦାନ କରୁଛି । ତେବେ ଏହାର କିଛି ପ୍ରଣାଳୀ ରହିଛି ଯାହା ଜାଣିବାକୁ ପଡ଼ିବ । ଏସବିଆଇ ନିଜ ଗ୍ରାହକଙ୍କୁ ଜନଧନ ଏକାଉଣ୍ଟ ଖୋଲିବାର ଅବଧି ଅନୁଯାୟୀ ବୀମା ରାଶି ସ୍ଥିର କରିବେ ୨୮ ଅଗଷ୍ଟ ୨୦୧୮ ପର୍ଯ୍ୟନ୍ତ ଖୋଲାଯାଇଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏକାଉଣ୍ଟ ପାଇଁ ଏକ ନିର୍ଦେଶନାମାନ ଜାରି କରାଯାଇଛି । ତେବେ ଏହି ତାରିଖ ପରେ ଦିଆଯାଇଥିବା ରୂପେ କାର୍ଡ ରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆକ୍ସିଡେଣ୍ଟାଲ କଭର ଦିଆଯିବ ଜନଧନ ଏକାଉଣ୍ଟ ଧାରୀଙ୍କୁ ରୂପେ କାର୍ଡ ର ଅଧୀନ ରେ ।

ତେବେ ଏହି ଆକ୍ସିଡେଣ୍ଟାଲ ଡେଥ ଇନ୍ସୁରାନ୍ସ ର ଲାଭ ସେତେବେଳେ ମିଳିବ ଯେବେ ବିଭାଭୁକ୍ତ ବ୍ୟକ୍ତିଙ୍କର ଦୁର୍ଘ-ଟଣା ହେବାର ୯୦ ଦିନ ପୂର୍ବରୁ ଏଣ୍ଟର ବ୍ୟାଙ୍କ୍ ରେ ଯେ କୌଣସି ଚ୍ୟାନେଲ ରେ ସଫଳ ଆର୍ଥିକ କିମ୍ବା ଅଣଆର୍ଥିକ କାରବାର କରିଥିବେ । ତେବେ ଏଠି ପାଇଁ ରହିଛି ଫର୍ମ । ପ୍ରଥମେ ସେହି କ୍ଲେମ ଫର୍ମ ପୂରଣ କରିବାକୁ ପଡିବ ଏହା ସହିତ ଅରିଜିନାଲ ଡେଥ ସାର୍ଟିଫିକେଟ ର ଅରିଜିନାଲ ସାର୍ଟିଫିକେଟ କପି ସଂଲ-ଗ୍ନ କରିବାକୁ ପଡିବ ପୋ-ଷ୍ଟମ-ଟମ ରି-ପୋ-ର୍ଟ ଏବଂ ଏଫେସେଲ ରି-ପୋ-ର୍ଟ ଆଧାରକାର୍ଡ଼ କପି ମଧ୍ୟ ଦେବାକୁ ପଡ଼ିବ । ନୋମିନି ର ନାମ ଏବଂ ବ୍ୟାଙ୍କ ବିବରଣୀ ପାସ୍ବୁକ ର କପି ସହିତ ସମସ୍ତ ମାଗିଥିବା ତଥ୍ୟ କୁ ଦା-ଖ-ଲ କରିବାକୁ ପଡିବ ।

Leave a Reply

Your email address will not be published. Required fields are marked *