ଭାଇରାଲ ହେଲା କୁନି ପିଲାଙ୍କ ଭଜନ କୀର୍ତ୍ତନ ଭିଡ଼ିଓ.ଦେଖିଲେ ଆପଣଙ୍କ ମନପ୍ରାଣ ଆନନ୍ଦ ହୋଇଯିବ,ଦେଖନ୍ତୁ ଭିଡ଼ିଓ

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।

ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ,ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି ।

ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଏହି ଭିଡ଼ିଓରେ କିଛି ପିଲା ଖୋଳ, କରତାଳ ରେ ଭଜନ ଗାଇ ଗାଇ ଗାଆଁରେ ବୁଲୁ ଥିବାର ଦେଖା ଯାଇଛି।ତେବେ ସେମାନେ ଚାଲି ଚାଲି ଗାଁ ରେ ବୁଲିବା ସହ ଭଜନ ଗାଉଛନ୍ତି।ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।ତେବେ ଘଟଣା ଟି ସମ୍ବଲପୁର ଜିଲ୍ଲା ର ଅଟେ।ଏହି ଭିଡ଼ିଓ କୁ ବହୁ ଲୋକ ମଧ୍ୟ ଦେଖି ସାରିଲେଣି।

One Comment on “ଭାଇରାଲ ହେଲା କୁନି ପିଲାଙ୍କ ଭଜନ କୀର୍ତ୍ତନ ଭିଡ଼ିଓ.ଦେଖିଲେ ଆପଣଙ୍କ ମନପ୍ରାଣ ଆନନ୍ଦ ହୋଇଯିବ,ଦେଖନ୍ତୁ ଭିଡ଼ିଓ”

  1. ବହୁତ ବହୁତ ଧନ୍ୟବାଦ ଆପଣ ଏହି ଭଳି ଭିଡ଼ିଓ କୁ ଲୋକଙ୍କ ସାମ୍ନା କୁ ଆଣିଛନ୍ତି, ମୁଁ ଏହି ଛୋଟ ପିଲାମାନଂକର ଭିଡ଼ିଓ ତିଆରି କରିଥିବାରୁ ନିଜକୁ ଧନ୍ୟ ମନେ କରୁଛି, ଦୟାକରି ସମସ୍ତେ ଏହି ଭିଡ଼ିଓ ଟି କୁ ଦେଖିବାକୁ ନିବେଦନ ମଧ୍ୟ କରୁଛି 🙏🙏

Leave a Reply

Your email address will not be published. Required fields are marked *