ଜେ-ଲରୁ ବାହାରିବା ପାଇଁ ନିରଞ୍ଜନ ସେଠୀ କରୁଛନ୍ତି ପାଗଳାମି !

ସମୟ ଯେତେ ଗଡି ଚାଲିଛି ମାନସ ହ-ତ୍ୟା ମା-ମ-ଲା ରେ ସେତେ ରୋଚକ ତଥ୍ୟ ମିଳୁଛି । ସୂଚନା ମିଳିଛି ଶର୍ମିଷ୍ଠା ବଞ୍ଚିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରି ରୂପ ବଦଳେଇବାକୁ ଯାଉଥିଲେ । ରୂପ ବଦଳାଇ ସବୁଦିନ ପାଇଁ ମାନସ ହ-ତ୍ୟା ମା-ମ-ଲା ରୁ ହଟି ଯାଇଥାନ୍ତେ । ଏହା ପାଇଁ ସେ କଲିକତା ଯାଇଥିଲେ । ଘ-ଟଣା ଯେତେବଳେ ଧୀରେ ଧୀରେ ଭ-ୟଙ୍କର ରୂପ ନେଲା ସେତେବେଳେ ଶର୍ମିଷ୍ଠା ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ପୋ-ଲି-ସ୍ ହାତରେ ଧରା ପଡ଼ିଲେ । ମାନସ ହ-ତ୍ୟା ମା-ମ-ଲା ରେ ନିରଞ୍ଜନ ବର୍ତ୍ତମାନ ଜେ-ଲ୍ ରେ ଅଛନ୍ତି । ସବୁବେଳେ କବିତା ଓ ଅ-ଶ୍ଳୀ-ଳ ସିନେମା ଲେଖୁଥିବା ନିରଞ୍ଜନ ଜେ-ଲ୍ ରୁ ମୁକୁଳିବା ପାଇଁ ନୂଆ କାହାଣୀ ରଚି ପାରନ୍ତି ।

କାହାଣୀ ଲେଖିବାରେ ବାବୁ ପୁରା ନିପୁଣ । ହେଲେ ସେହି କାହାଣୀ ଜେ-ଲ୍ ରୁ ମୁକୁଳେଇବା ରେ କୌଣସି ସାହାଯ୍ୟ କରିବନି ବୋଲି ନିରଞ୍ଜନ ଜାଣି ସାରିଲେଣି । ସେଥିପାଇଁ ସେ ଅଭିନୟ କରିବା ପାଇଁ ବାହାରି ପଡିଛନ୍ତି । କୌଣସି ସିନେମା ରିଲିଜ୍ ହୋଇ ନାହି ହୋଇଥିଲେ ହୁଏ ତ କହି ହୋଇ ଥାନ୍ତା ଅଭିନୟ କିପରି କରନ୍ତି । ହେଲେ ତାଙ୍କ ସିନେମା ଗୁପ୍ତ ରେ ରହିଗଲା । ଶୁଣିବାକୁ ମିଳୁଛି ଜେ ନିରଞ୍ଜନ ବଞ୍ଚିବାକୁ କୁଆଡ଼େ ପାଗଳ ର ଅଭିନୟ କରିବେ । ମୁଣ୍ଡ କାମ ନ କଲା ପରି ବାଉଳି ହେବେ । ବିନା କାରଣ ରେ ବିଲି ଵିଲି ହେବେ ।

ଜେ-ଲ୍ ର ଚାରି କାନ୍ଥ ଭିତରେ ରହି ଭାବ ବିହଲ ନିରଞ୍ଜନ ଏହି ସବୁ ର ପ୍ଲାନ୍ କରୁଛନ୍ତି । ସେ ଯାଉଁ କାହାଣୀ ରେ ଅଭିନୟ କରିବାକୁ ଯାଉଛନ୍ତି ସେହି କାହାଣୀ ର ନିର୍ଦ୍ଦେଶନା ଦେବେ ଶର୍ମିଷ୍ଠା । ଯେମିତି ଶର୍ମିଷ୍ଠା କହିବେ ସେମିତି ଅଭିନୟ କରିବେ ନିରଞ୍ଜନ କରିବେ । କାରଣ ସେ ନିରଞ୍ଜନ ଠାରୁ ବେଶୀ କଳାକାର ହେଉଛନ୍ତି ଶର୍ମିଷ୍ଠା । କାରଣ ସେ ପୋ-ଲି-ସ କୁ ଚକମା ଦେଇ ଏତେ ବୁଲାଇଲେ ଜେ ଖାଲି ନିରଞ୍ଜନ ନୁହେ ସାରା ଦୁନିଆ ଶର୍ମିଷ୍ଠା ଙ୍କ କଳା ଦେଖିଲା ।

Leave a Reply

Your email address will not be published. Required fields are marked *