ବଲିଉଡର ଏହି ୩ଜଣ ପୁରୁଷଙ୍କ ସହ ଥିଲା ପରବିନ ବବିଙ୍କର ଆଫେ-ୟାର,କିନ୍ତୁ କେହି ତାଙ୍କୁ ନିଜ ବଧୂ ବନେଇଲେ ନାହିଁ ।

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ପରଭିନ ବବି ଯେତିକି ତାଙ୍କ ଫିଲ୍ମକୁ ନେଇକି ହେଡଲାଇନ ରେ ରହିଛନ୍ତି ସେତିକି ଅଧିକ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ପରଭିନ ବବି ବଲିଉଡ ବଲିଉଡର ଏକ ଏମିତି ଅଭିନେତ୍ରୀ ଥିଲେ ଯିଏ ତାଙ୍କର ଗ୍ଲାମରସ୍ ଷ୍ଟାଇଲ୍ ପାଇଁ ଜଣାଶୁଣା ।ସେ ହିଁ ବଲିଉଡ ଇଣ୍ଡଷ୍ଟ୍ରିରେ ସର୍ବପ୍ରଥମେ ଗ୍ଲାମରର ତଡ଼କା ଲଗେଇଛନ୍ତି । କେବଳ ଏତିକି ନୁହେଁ ବରଂ ପରଭିନ ବବି ସେ ସମୟର ସବଠୁ ଅଧିକ ଦରମା ପାଉଥିବା ଅଭିନେତ୍ରୀ ଥିଲେ ।

ଅମିତାଭ ବଚ୍ଚନ ପରି ବଡ଼ ମେଗା ଷ୍ଟାରଙ୍କ ସହ କାମ କରିଥିବା ପରଭିନ ବବି ତାଙ୍କ ଜୀବନରେ ଅନେକ ଉଥାନ – ପତାନ ସାମ୍ନା କରିଥିଲେ । ପରଭିନ ବବିଙ୍କୁ ବଲିଉଡ ଇଣ୍ଡଷ୍ଟ୍ରି ରେ ୩ଜଣ ପୁରୁଷଙ୍କ ସହ ପ୍ରେମ ହେଲା କିନ୍ତୁ ତାଙ୍କୁ କାହାଠୁ ବି ସତ ପ୍ରେମ ମିଳିଲା ନାହିଁ । ଆସନ୍ତୁ ଜାଣିବା ପରଭିନ ବବିଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ..

ବହୁତ ରଙ୍ଗୀନ ମିଜାଜ୍ ର ଥିଲେ ପରଭିନ ବବି :-

କହିରଖୁଛୁ କି ପରବିନ ବବିଙ୍କୁ ନେଇ କୁହାଯାଏ କି ସେ ବହୁତ ରଙ୍ଗୀନ ମିଜାଜ୍ ର ଥିଲେ । ସେ ତାଙ୍କ ଜୀବନରେ ବିବାହ କରିନଥିଲେ କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କ ସହ ତାଙ୍କର ସମ୍ପର୍କ ଥିଲା । ସେ ତାଙ୍କ କ୍ୟାରିଅରର ଆରମ୍ଭ ସେହି ସମୟରେ କରିଥିଲେ ଯେତେବେଳେ ପରଦାରେ ଅଭିନେତ୍ରୀମାନେ ପାରମ୍ପରିକ ପୋଷାକ ଏବଂ ମର୍ଯ୍ୟାଦା ରେ ରହୁଥିବା ସ୍ତ୍ରୀ ରୂପରେ ଦେଖାଯାଉଥିଲା ।

କିନ୍ତୁ ପରଭିନ ବବି ଏହି ସବୁକୁ ପଛରେ ପକେଇ ଅନେକ ବୋଲ୍ଡ ସିନ ଦେଲେ ଏବଂ ସେ ରାତି ରାତି ହିନ୍ଦୀ ସିନେମାର ସୁପରଷ୍ଟାର ବନିଗଲେ । ପରଭିନ ବବି ତାଙ୍କ କ୍ୟାରିଅର ରେ ‘ଦିୱାର’,’ନମକ ହଲାଲ୍’,’କାଲା ପଥର’,’ଶାନ,’ଅମର ଆକବର ଆନ୍ଥନି’ପରି ଅନେକ ସୁପରହିଟ ଫିଲ୍ମ ରେ କାମ କରିଛନ୍ତି ।

ଡାନି ଡେଜୋଙ୍ଗାପ୍ପାଙ୍କ ସହ ପରଭିନ ବବିଙ୍କ ସମ୍ପର୍କ ହେଡଲାଇନ ସୃଷ୍ଟି କରିଥିଲା ​​:-

କୁହାଯାଏ କି ଯେତେବେଳେ ପରବିନ ବବି କଲେଜରେ ପାଠ ପଢ଼ୁଥିଲେ ସେତେବେଳେ ତାଙ୍କୁ ତାଙ୍କର ପ୍ରଥମ ଫିଲ୍ମ ‘ଚରିତ୍ର’ ହାସଲ୍ ହୋଇଯାଇଥିଲା । ଏହା ପରେ ସେ ହିନ୍ଦୀ ସିନେମାକୁ ଅନେକ ସୁପରହିଟ ଫିଲ୍ମ ଦେଇଛନ୍ତି । ଏହି ସମୟରେ ପରବିନ ବବିଙ୍କ ନାଁ ପ୍ରସିଦ୍ଧ ଅଭିନେତା ଡାନି ଡେଜୋଙ୍ଗାପ୍ପାଙ୍କ ସହ ଯୋଡି ହୋଇଥିଲା । କୁହାଯାଏ କି ପରିବିନ ଏବଂ ଡାନି ପାଖା ପାଖି ୪ବର୍ଷ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କ ସହ ରହିଥିଲେ । କିନ୍ତୁ କୌଣସି କାରଣ ବଶତଃ ଏହି ସମ୍ପର୍କର କଷ୍ଟକର ଅନ୍ତ ଘଟିଥିଲା ।

କବିର ବେଦୀ ଏବଂ ପରବିନ ବବିଙ୍କ ପ୍ରେମ କାହାଣୀ :-

ପରବିନ ବବି ଯେତେବେଳେ ଡାନି ଡେଜୋଙ୍ଗାପ୍ପାଙ୍କ ଠାରୁ ଅଲଗା ହେଲେ ତ ସେ ପ୍ରସିଦ୍ଧ ଅଭିନେତା କବିର ବେଦୀଙ୍କ ନିଟତତର ହେଲେ । କେବଳ ଏତିକି ନୁହେଁ ବରଂ ଦୁହେଁ ଦୁହିଁଙ୍କ ସହ ଲିଭ ଇନ ରିଲେଶନଶିପ୍ ରେ ମଧ୍ୟ ରହିଥିଲେ । କିନ୍ତୁ ପୁଣି ଏହି ସମୟରେ ଦୁହିଁଙ୍କ ଭିତରେ ମତାନ୍ତର ଆରମ୍ଭ ହୋଇଗଲା ଏବଂ ଶୀଘ୍ର ହିଁ ତାଙ୍କର ସମ୍ପର୍କ ଶେଷ ହୋଇଗଲା ।

ମହେଶ ଭଟ୍ଟ୍ ଙ୍କ ଉପରେ ମଧ୍ୟ ଆସିଲା ପରବିନ ବବିଙ୍କ ହୃଦୟ :-

କହିରଖୁଛୁ କି କବିର ବେଦୀଙ୍କ ଠାରୁ ଅଲଗା ହେବା ପରେ ପୁଣି ପରବିନ ବବି ଜଣାଶୁଣା ନିର୍ଦେଶକ ଏବଂ ପ୍ରଯୋଜକ ମହେଶ ଭଟ୍ଟ୍ ଙ୍କୁ ଭଲପାଇ ବସିଲେ । ତେବେ ଏହି ସମୟରେ ମହେଶ ଭଟ ବିବାହିତ ଥିଲେ କିନ୍ତୁ ପୁଣି ପରବିନ ବବି ଆଉ ମହେଶ ଭଟଙ୍କ ଆଫେୟାର ବହୁତ ହେଡ଼ଲାଇନ ରେ ରହିଥିଲା । କିନ୍ତୁ ଏହା ଭିତରେ ପରବିନ ବବିଙ୍କୁ ନି-ଶାର ଅଭ୍ୟାସ ହୋଇଯାଇଥିଲା ଯେଉଁ କାରଣରୁ ସେ ଡାଇବେଟିସ ଏବଂ ଗ୍ୟାଙ୍ଗ୍ରେନ୍ ନାମକ ବେମାରୀର ଶି-କା-ର ହୋଇଯାଇ ଥିଲେ । ଏହା ପରେ ଧୀରେ ଧୀରେ ମହେଶ ଭଟ ପରବିନ ବବିଙ୍କ ଠୁଁ ଅଲଗା ହୋଇଗଲେ ।

ବହୁତ କଷ୍ଟଦାୟକ ଥିଲା ପରବିନ ବବିଙ୍କ ମୁ-ତ୍ୟୁ :-

କହିରଖୁଛୁ କି ୨୨ ଜାନୁଆରୀ ୨୦୦୫କୁ ପରବିନ ବବିଙ୍କ ମର ଶରୀର ମୁମ୍ବାଇ ସ୍ଥିତ ତାଙ୍କ ଫ୍ଲାଟ୍ ରୁ ଉ-ଦ୍ଧା-ର କରାଯାଇଥିଲା । ଗୋଟିଏ ରିପୋର୍ଟ ଅନୁଯାୟୀ ପ୍ରାୟ ୭୨ ଘଣ୍ଟା ପରେ ପରବିନ ବବିଙ୍କ ମୁ-ତ୍ୟୁର ଖବର ଲୋକମାନଙ୍କ ପାଖରେ ପହଞ୍ଚିଥିଲା ।
ସ୍ଥାନୀୟ ଲୋକମାନଙ୍କ ଅନୁଯାୟୀ ପରବିନ ବବି ଗତ ତିନି ଦିନ ହେବ ଘରୁ ବାହାରକୁ ବାହାରି ନଥିଲେ ଏବଂ ପରେ ତାଙ୍କୁ ଲୋକ ଯେତେବେଳେ ଦେଖିଲେ ସେ ମରିଯାଇଥିଲେ । ଏମିତିରେ ଆଜି ମଧ୍ୟ ପରବିନଙ୍କ ମୁ-ତ୍ୟୁ ରହସ୍ୟ ବନିକି ରହିଛି ।

Leave a Reply

Your email address will not be published. Required fields are marked *