୬ କୋଟି ଟଙ୍କାରୁ ମତେ ୨ ଲକ୍ଷ ଟଙ୍କା ଦିଅ,ନଦେଲେ ରାଜବୀର ଟଙ୍କା ଆଦାୟରେ ଅସୁବିଧା ସୃଷ୍ଟି କରିବି ! ଖୋଲାଖୋଲି ଧ-ମ-କ ଦେଲେ ସଂଜୟ

କିଛି ଦିନ ହେବ ଆମେ ଲଗାତାର ଏକ ନି-ରୀ-ହ ଶିଶୁ ର ସସ୍ଥ୍ୟ ଅବସ୍ଥା କୁ ନେଇ ଖବର ଶୁଣିବା କୁ ପାଉଥିଲୁ । କନ୍ଧମାଳ ଫୁଲବାଣୀ ବ୍ଲକ୍ ଗୁଞ୍ଜପଡ଼ା ଆମ୍ବପଡା ଗାଁର ଦେଢ଼ ବର୍ଷର ଶିଶୁ ରାଜବୀର ରଣା କ ର ବିଷୟ ରେ ଯିଏ କୁ ବିରଳ ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି ରୋଗରେ ପୀ-ଡିତ ହୋଇ ଏବେ ଜୀବନ ଯ-ନ୍ତ୍ର-ଣା ଭୋଗୁ ଥିବାବେଳେ ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ କାରଣ ତାଙ୍କୁ ଚିକିତ୍ସା ପାଇଁ ଦରକାର ପଡ଼ୁଛି ଅନେକ ଅର୍ଥ । ୧୬୦୦ କୋଟି ହେଲେ ରାଜବୀରର ହେବ ଅ-ସ୍ତ୍ର ଉପଚାର ଏପରିକି ତାଙ୍କ ଚିକିତ୍ସା ପାଇଁ ସମଗ୍ର ରାଜ୍ୟ ସମେତ ବଲିଉଡ୍ ର ଅଭିନେତା ମଧ୍ୟ ରାଜବୀରଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଅନୁରୋଧ କରିଛନ୍ତି । ୧୯ ମାସର କୁନି ଶିଶୁ ରାଜବୀର । ଏସଏମଇ ପରି ବିରଳ ରୋଗରେ ପୀ-ଡି-ତ ଏହି କୁନି ଶିଶୁଟି ଜୀବନ ଓ ମୃ-ତ୍ୟୁ ସହିତ ସଂ-ଘ-ର୍ଷ ଜାରି ରଖିଛି

ତେବେ ରାଜବୀର ର ଏହି ରୋଗ ରୁ ସୁସ୍ଥ ହେବାପାଇଁ ସାହାଯ୍ୟ ନିମନ୍ତେ ଅନେକ ଲୋକ ଆଗେଇ ଆସି ସାହାଯ୍ୟ କରିଥିଲେ । ରାଜବୀର ର ମା ଓ ବାପା ଙ୍କ ସହିତ ଅନେକ ସମାଜସେବୀ ମାନେ ମଧ୍ୟ ମିଶି ଓଡ଼ିଶା ବାସୀ ଙ୍କ ଠାରୁ ସାହାଯ୍ୟ ମାଗିଥିଲେ । ତେବେ ସେମାନଙ୍କ ମଧ୍ୟରେ ଅନେକ ମତ ପାର୍ଥକ୍ୟ ଦେଖିବାକୁ ମିଳିଥିଲା , ଯାହା ଫଳରେ ସେମାନେ ତାଙ୍କୁ ଛାଡି ଚାଲି ଯାଇଥିଲେ । କିନ୍ତୁ ବର୍ତମାନ ଏକ ଖବର ପୁଣି ଆସିଛି ଲୋକଲୋଚନକୁ । ଜଣେ ରାଜବୀର ର ମା ଙ୍କୁ ମେସେଜ କରିଛନ୍ତି ଓ କହିଛନ୍ତି କି ସେ ସଞ୍ଜୟ ବୋଲି ଓ ସେ ବାଙ୍ଗାଲୋର ରୁ କହୁଛନ୍ତି ।

ତେବେ ସେ ସିଧା ସଳଖ ଧ-ମ-କ ଦେଇ କହିଛନ୍ତି ଯେ ମୁଁ ସଞ୍ଜୟ , ବାଙ୍ଗାଲୋର ରୁ କହୁଚି । ୬ କୋଟି ଟଙ୍କା ରୁ ମୋତେ ୨ ଲକ୍ଷ୍ୟ ଟଙ୍କା ଦେଇ କିଣିିନିଅ । ନହେଲେ ମୁ ଟଙ୍କା ଯୋଗାଡ କରିବାରେ ବାଧା ସୃଷ୍ଟି କରିବି । ମିଡ଼ିଆ ପାୱାର କଣ ଦେଖେଇ ଦେବି । ମୋତେ ୨ ଲକ୍ଷ ଟଙ୍କା ନ ଦେଲେ ମୁଁ ଟଙ୍କା ଉଠେଇବାକୁ ଦେବିନାହି ବୋଲି । ତେବେ ଟ୍ରୁ କଲର ଆପ୍ ରେ ଏହି ମହାଶୟ ଙ୍କ ନାମ ହେଉଛି ରୀଙ୍କୁ । ଆଉ ଚାଟିଂ ରେ ସେ ଲେଖିଛନ୍ତି ଯେ ସେ ସଞ୍ଜୟ ବୋଲି । ତେବେ ରାଜବୀର ଙ୍କ ମା କହିଛନ୍ତି ଯେ ସେ ଆଗାମୀ ଦିନ ରେ ଏହି ବ୍ୟକ୍ତି ଙ୍କ ବି-ରୋ-ଧ ରେ ଥା-ନା ରେ ଅଭି-ଯୋଗ କରିବେ ବୋଲି ।

Leave a Reply

Your email address will not be published. Required fields are marked *