ସ୍ୱାମୀ ଦେଇପାରିଲାନି ଶାରୀ-ରିକ ସୁଖ, ଦିଅର କଥାଦେଇ ରଖିଲା ଶାରୀ-ରିକ ସମ୍ପର୍କ,କିନ୍ତୁ ହେଲାନି ବାହାଘର,ଦେଖନ୍ତୁ ଭିଡ଼ିଓ

ମଣିଷର ଗଟେ ଛୋଟ ମିଛ ସାରା ଜୀବନକୁ ନ-ଷ୍ଟ କରିଦିଏ। ଖାଲି ତାର ନୁହେଁ ତ ସହିତ ସଂପର୍କରେ ଥିବା ନିଜର ଲୋକୋଙ୍କର ଜୀବନରେ ମଧ୍ୟ ପରିବର୍ତ୍ତନ ହାଇଯାଇଥାଏ। ସେହିପରି ଘଟିଛି ବନିତାଙ୍କ ସହିତ ଶାଶୁ ଘର ଲୋକେ ମିଛ କହି ବିବାହ କରିବା ପରେ ଆଜି ତାଙ୍କର ଜୀବନ ଆଜି ନ-ଷ୍ଟ ହେଇଯାଇଛି। ଘଟ-ଣା ଟି ଘଟିଛି ବାରୁଡ଼ା ଗ୍ରାମରେ ନିଜର ଘର ଲୋକଙ୍କ ରାଜିରେ ନିରଞ୍ଜନ ବେହୁରାକୁ ବିବାହ କରିଥିଲେ ବନିତା।

ସ୍ବାମୀର ପୁରୁସତ୍ଵ ନ ଥିବା ଜାଣିବା ପରେ ବନିତା ଶାଶୁ ଘରେ ଲୋକଙ୍କ ଉପରେ ଅସନ୍ତୁଷ୍ଟ ହେଇଥିଲେ ।କିଛି ଦିନ ଏମିତି ଝ-ଗ-ଡା ଚାଲିବା ପରେ ଶାଶୁଘର ଲୋକେ ବନିତାକୁ ନିଜର ସାନ ଦୀୟର ସହିତ ବିବାହ କରିବାର ନିଷ୍ପତି ନେଇ ଥିଲେ ଓ ବନିତା ମଧ୍ୟ ଏଥିରେ ସହମତ ହୋଇଥିଲେ ।ହେଲେ ଭାଗ୍ୟ ଏମିତି ହେଲା ଯେ ବନିତା କୁ ବିବାହ ର ଆଶା ଦେଇ ଦିୟର ମଧ୍ୟ ଛାଡି କୁଆଡେ ଚାଲି ଯାଇଥିଲେ।

https://youtu.be/cBgjTXeZRZI

ମାତ୍ରା 22 ବର୍ଷ ବୟସରେ ବନିତା ନିଜର ଜୀବନର ଏମିତି କଷ୍ଟର ସାମ୍ନା କରୁଥିଲେ ବନିତା। ବିବାହର ମାତ୍ର 10 ଦିନ ପରେ ସେ ଜାଣିପାରିଥିଲା କି ସ୍ବାମୀଙ୍କ ଭିତରେ ପୁରୁସତ୍ଵ ନାହିଁ ବୋଲି । ସେ ବୈବାହିକ ସୁଖ ଦେବା ପାଇଁ ସମ୍ପୂର୍ଣ୍ଣ ରୂପେ ଅସମର୍ଥ । ତେଣୁ ତାଙ୍କର ଏହି ପରି କଷ୍ଟକୁ ଶାଶୁଙ୍କ ଆଗରେ କହିଥିଲେ ବନିତା ଆଉ ଜିଦି କରି ବସିଥିଲେ କି ସେ ତାଙ୍କ ବାପା ଘରକୁ ଚାଲିଯିବେ ବୋଲି । ହେଲେ ଶାଶୁ ବନିତାକୁ ଦିଅର ସହିତ ବିବାହ କରିବାକୁ ବନିତାକୁ ରାଜି କରାଇଥିଲେ । ହେଲେ ବନିତା ତାଙ୍କ ଇଛା ବିରୁ-ଦ୍ଧରେ ଯାଇ ଦିଅର ଶାରୀ-ରିକ ସ-ମ୍ପ-ର୍କ ରଖିଥିଲେ ବନିତାଙ୍କ ସହିତ ଆଉ ବିବାହ କରିବା କଥା ସାମନାକୁ ଆସିବା ପରେ ସେ ଘରୁ କୁଆଡେ ପ-ଳାଇ ଯାଇଥିଲେ।

Leave a Reply

Your email address will not be published. Required fields are marked *