ସ୍ୱାମୀ ଦେଇପାରିଲାନି ଶାରୀ-ରିକ ସୁଖ, ଦିଅର କଥାଦେଇ ରଖିଲା ଶାରୀ-ରିକ ସମ୍ପର୍କ,କିନ୍ତୁ ହେଲାନି ବାହାଘର,ଦେଖନ୍ତୁ ଭିଡ଼ିଓ

ମଣିଷର ଗଟେ ଛୋଟ ମିଛ ସାରା ଜୀବନକୁ ନ-ଷ୍ଟ କରିଦିଏ। ଖାଲି ତାର ନୁହେଁ ତ ସହିତ ସଂପର୍କରେ ଥିବା ନିଜର ଲୋକୋଙ୍କର ଜୀବନରେ ମଧ୍ୟ ପରିବର୍ତ୍ତନ ହାଇଯାଇଥାଏ। ସେହିପରି ଘଟିଛି ବନିତାଙ୍କ ସହିତ ଶାଶୁ ଘର ଲୋକେ ମିଛ କହି ବିବାହ କରିବା ପରେ ଆଜି ତାଙ୍କର ଜୀବନ ଆଜି ନ-ଷ୍ଟ ହେଇଯାଇଛି। ଘଟ-ଣା ଟି ଘଟିଛି ବାରୁଡ଼ା ଗ୍ରାମରେ ନିଜର ଘର ଲୋକଙ୍କ ରାଜିରେ ନିରଞ୍ଜନ ବେହୁରାକୁ ବିବାହ କରିଥିଲେ ବନିତା।

ସ୍ବାମୀର ପୁରୁସତ୍ଵ ନ ଥିବା ଜାଣିବା ପରେ ବନିତା ଶାଶୁ ଘରେ ଲୋକଙ୍କ ଉପରେ ଅସନ୍ତୁଷ୍ଟ ହେଇଥିଲେ ।କିଛି ଦିନ ଏମିତି ଝ-ଗ-ଡା ଚାଲିବା ପରେ ଶାଶୁଘର ଲୋକେ ବନିତାକୁ ନିଜର ସାନ ଦୀୟର ସହିତ ବିବାହ କରିବାର ନିଷ୍ପତି ନେଇ ଥିଲେ ଓ ବନିତା ମଧ୍ୟ ଏଥିରେ ସହମତ ହୋଇଥିଲେ ।ହେଲେ ଭାଗ୍ୟ ଏମିତି ହେଲା ଯେ ବନିତା କୁ ବିବାହ ର ଆଶା ଦେଇ ଦିୟର ମଧ୍ୟ ଛାଡି କୁଆଡେ ଚାଲି ଯାଇଥିଲେ।

ମାତ୍ରା 22 ବର୍ଷ ବୟସରେ ବନିତା ନିଜର ଜୀବନର ଏମିତି କଷ୍ଟର ସାମ୍ନା କରୁଥିଲେ ବନିତା। ବିବାହର ମାତ୍ର 10 ଦିନ ପରେ ସେ ଜାଣିପାରିଥିଲା କି ସ୍ବାମୀଙ୍କ ଭିତରେ ପୁରୁସତ୍ଵ ନାହିଁ ବୋଲି । ସେ ବୈବାହିକ ସୁଖ ଦେବା ପାଇଁ ସମ୍ପୂର୍ଣ୍ଣ ରୂପେ ଅସମର୍ଥ । ତେଣୁ ତାଙ୍କର ଏହି ପରି କଷ୍ଟକୁ ଶାଶୁଙ୍କ ଆଗରେ କହିଥିଲେ ବନିତା ଆଉ ଜିଦି କରି ବସିଥିଲେ କି ସେ ତାଙ୍କ ବାପା ଘରକୁ ଚାଲିଯିବେ ବୋଲି । ହେଲେ ଶାଶୁ ବନିତାକୁ ଦିଅର ସହିତ ବିବାହ କରିବାକୁ ବନିତାକୁ ରାଜି କରାଇଥିଲେ । ହେଲେ ବନିତା ତାଙ୍କ ଇଛା ବିରୁ-ଦ୍ଧରେ ଯାଇ ଦିଅର ଶାରୀ-ରିକ ସ-ମ୍ପ-ର୍କ ରଖିଥିଲେ ବନିତାଙ୍କ ସହିତ ଆଉ ବିବାହ କରିବା କଥା ସାମନାକୁ ଆସିବା ପରେ ସେ ଘରୁ କୁଆଡେ ପ-ଳାଇ ଯାଇଥିଲେ।

Leave a Reply

Your email address will not be published. Required fields are marked *