ନୂଆ ବୁଲେଟ୍ କିଣି ମନ୍ଦିର ଆଣିଥିଲେ ପୂଜା କରିବାକୁ,ହେଲେ ହଠାତ ବୋ-ମା ପରି ଫାଟିଲା ବୁଲେଟ୍। ଦେଖନ୍ତୁ ଲାଇଭ ଭିଡ଼ିଓ

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ସେହି ସବୁ ଭିଡିଓ ମାନଙ୍କ ମଧ୍ୟରୁ ଏପରି କିଛି ଭିଡିଓ ଥାଏ ଯାହାକୁ ଦେଖିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ, ଆଉ କିଛି ଭିଡିଓ ଖବର ଆମକୁ ଡ-ରା-ଇ ମଧ୍ୟ ଦେଇଥାଏ।

ଇଲେକ୍ଟ୍ରିକ୍‌ ସ୍କୁଟରରେ ନି-ଅାଁ ଲାଗିବା ଘ-ଟଣା ଅନେକ ଥର ସାମ୍ନାକୁ ଆସିଛି। କିନ୍ତୁ ଆଜି ଆମେ ଯେଉଁ ଘ-ଟଣା ବିଷୟରେ କହିବୁ, ତାହା ଆପଣଙ୍କୁ ଡ-ରାଇ ଦେବ। ରାସ୍ତାରେ ଇ-ସ୍କୁଟର ଯେତିକି ଦେଖାଯାଏ ନାହିଁ, ସେତିକି ବଡ଼ ସଂଖ୍ୟାରେ ଦେଖିବାକୁ ମିଳିଥାଏ ରୟାଲ ଏନ୍‌ଫିଲ୍ଡ। ହେଲେ ଶୁଣି ଆଶ୍ଚର୍ଯ୍ୟ ହେବେ, ଏଥର କୌଣସି ଶସ୍ତା ଗାଡ଼ି ନୁହେଁ, ବରଂ ଏହି ଦାମୀ ବୁଲେଟରେ ଲାଗିଛି ନି-ଅାଁ। ଘ-ଟଣା ଘଟିଛି କର୍ଣ୍ଣାଟକର ମୈସୁର ଅଞ୍ଚଳରେ।ଖବର ମୁତାବକ, ଏଠାରେ ଜଣେ ବ୍ୟକ୍ତି ନିଜର ନୂଆ ବୁଲେଟ୍‌ ନେଇ ପୂଜା କରାଇବାକୁ ମନ୍ଦିର ଯାଇଥିଲେ। ବୁଲେଟ୍‌କୁ ସେ ମନ୍ଦିର ବାହାରେ ରଖିଥିଲେ।

https://twitter.com/AlluHarish17/status/1510463748498022400?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1510463748498022400%7Ctwgr%5E%7Ctwcon%5Es1_&ref_url=https%3A%2F%2Fknewsodisha.com%2Fnation-and-world%2Fnew-royal-enfield-bullet-catches-fire-432828

ଆଉ ଏହାର ମାତ୍ର କେଇ ସେକେଣ୍ଡ ପରେ ବୁଲେଟ୍‌ରେ ନି-ଅାଁ ଲାଗି ଯାଇଥିଲା। କେବଳ ନି-ଅାଁ ଲାଗି ନ ଥିଲା, ବରଂ ଏହା ବ-ମ୍‌ ପରି ରାସ୍ତାରେ ଢୋ କରି ଫାଟିଥିଲା।ମୈସୁର ଅଞ୍ଚଳର ରବିଚନ୍ଦ୍ର ନାମକ ବ୍ୟକ୍ତି ନିଜର ନୂଆ ବୁଲେଟ୍‌କୁ ପୂଜା କରାଇବା ପାଇଁ ଅନନ୍ତପୁରର ପ୍ରସିଦ୍ଧ କାସାପୁରମ୍‌ ଆଞ୍ଜନେୟ ସ୍ୱାମୀ ମନ୍ଦିର ଯାଇଥିଲେ। ସେଠାରେ ସେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖି ପୂଜା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଏହି ଘ-ଟ-ଣା ଘଟିଥିଲା।ଯେତେବେଳେ ବୁଲେଟ୍‌ଟି ଫାଟିଥିଲା, ତ ନି-ଅାଁ ହୁଳା ବେଲୁନ ପରି ବହୁ ଉପରକୁ ଉଠି ଯାଇଥିଲା। ଏଥିରୁ ପାର୍କିଂରେ ଥିବା ଅନ୍ୟ ବାଇକ୍‌ଗୁଡ଼ିକରେ ମଧ୍ୟ ନି-ଅାଁ ଲାଗି ଯାଇଥିଲା। ଏହି ଘ-ଟ-ଣା ଦେଖି ଉପସ୍ଥିତ ଥିବା ଲୋକେ ଏଣେତେଣେ ଧାଁ ଦୌଡ଼ କରିଥିଲେ।

Leave a Reply

Your email address will not be published. Required fields are marked *