ସୋସିଆଲ ମିଡିଆରେ ଭାଇରାଲ ହେଲା ମହିଳାଙ୍କ ନାଚ, ହ୍ରୀତିକଙ୍କ ଭଳି ନାଚୁଛନ୍ତି ଏହି ମହିଳା ।

ଯୁଗ ଏବେ ବଦଳିଲାଣି, କହିବାକୁ ଗଲା କେବଳ ଖାଲି ବଦଳିନି ବହୁତ ବଦଳିଲାଣି ଏବଂ ଅନେକ ଶିକ୍ଷିତ ମଧ୍ୟ ହେଲାଣି ଏହି ସମାଜ । ଏହି ସମାଜ, ଏହି ଯୁଗ ଏବେ ଆଉ ସେ ପୁରୁଣା ସମୟ ର ଯୁଗ ହୋଇ ନାହିଁ, କାରଣ ଆଜି କାଲି ଲୋକ ମାନେ ମଙ୍ଗଳ ଗ୍ରହ, ଚନ୍ଦ୍ର ଆଦି ଗ୍ରହ ମାନଙ୍କରେ ପହଁଞ୍ଚିସାରିଲେଣି, ଆଉ ନିକଟ ଭବିଷ୍ୟତରେ ସେହି ସବୁ ସ୍ଥାନ ରେ ମଣିଷ ର ଜୀବନ ଯାପନ କରିବା ସମ୍ଭବ ହେବ ବୋଲି

ସେମାନେ ସେହି ସବୁ ସ୍ଥାନ ମାନଙ୍କ ନିଜ ନିଜର ଜାଗା କିଣିବା ଆରମ୍ଭ ମଧ୍ୟ କରି ସାରିଲେଣି । ଆଜି କାଲି ଦୁନିଆରେ ଆଉ କିଛି ବି ଜିନିଷ ଅସମ୍ଭବ ନାହିଁ । ତେବେ ଆଜିର ଏହି ଯୁଗ ସୋସିଆଲ୍ ସାଇଟର ଯୁଗ ହେଲାଣି, ସମସ୍ତେ ସେହି ସୋସିଆଲ୍ ସାଇଟରେ ହିଁ ବିଜି ସବୁବେଳେ । ଏହି ସୋସିଆଲ, ସାଇଟରେ ବି ପ୍ରତିଦିନ ହଜାର ହଜାର ଫଟୋ, ଭିଡିଓ,ଖବର ସବୁ ଭାଇରାଲ୍ ହୋଇଥାଏ ।

View this post on Instagram

A post shared by MEMES KI DUKAN 🔥 (@memecentral.teb)

ସମସ୍ତେ ଖୁସି ରେ ନାଚିବାକୁ ଭଲ ପାଆନ୍ତି । ପୁଣି ଯଦି ନିଜର ର ଅତି ପ୍ରିୟ ଗୀତ ବାଜି ଥାଏ ସେହି ଗୀତ ରେ ଝୁମି ଉଠି ଥାନ୍ତି । ସେହିପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଜଣେ ମହିଳା ଏକ ଲୁଗା ଦୋକାନ ରେ ହ୍ରିତିକ୍ ରୋଷାନ ଙ୍କ ଗୀତ ରେ ମହିଳା ଜଣଙ୍କ ଜବରଦସ୍ତ ନାଚି ଥିଲେ । ନାଚ ରେ ସେ ଭଲ ମୁଭ୍ ମଧ୍ୟ ଦେଇଥିଲେ ।

ଏହାକୁ ଭିଡ଼ିଓ କରି କେହି ଜଣେ ସୋସିଆଲ ମିଡ଼ିଆରେ ରେ ପୋଷ୍ଟ କରିଥିଲେ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତାଙ୍କର ନାଚ କୁ ଦର୍ଶକ ଖୁବ୍ ପ୍ରଶଂସା କରିଛନ୍ତି । ତାଙ୍କ ଭିଡ଼ିଓ ରୁ ଜଣା ପଡିଛି ଜେ ତାଙ୍କୁ ନାଚିବାକୁ ପସନ୍ଦ । ଅନେକ ୟୁଜର ଅନେକ ପ୍ରକାର କମେଣ୍ଟ ମଧ୍ୟ କରିଛନ୍ତି । ଅଳ୍ପ ସମୟ ରେ ଅନେକ ଲାଇକ ପାଇଛନ୍ତି ।

Leave a Reply

Your email address will not be published. Required fields are marked *