ପୁଣି ଦେଶ ବାସିଙ୍କ ପାଇଁ ବଡ଼ ବି-ପ-ଦ, ମାଡ଼ି ଆସୁଚି କଳା ପାହାଡ଼।

ଶ୍ରୀମନ୍ଦିରକୁ ନେଇ ଏବେ ସାରା ଓଡିଶାବାସୀ ଦୁଃ-ଖିତ, କାରଣ ଶହ ଶହ ବର୍ଷର ପୁରୁଣା ମନ୍ଦିରକୁ ନେଇ ଏପରି କିଛି କାମ କରାଯାଇଛି ଯିଏ କେହି ବି ଶୁଣୁଛନ୍ତି ମନ ଦୁଃ-ଖ କରୁଛନ୍ତି। ଭକ୍ତ ମହଲରେ ମଧ୍ୟ ଦୁଃ-ଖ ଏବଂ ଅନେକ ଭକ୍ତ ମର୍ମା-ହତ । ସେପଟେ ସେବାୟତ ମହଲରେ ହାତସା।ମାତ୍ର ଶ୍ରୀ ମନ୍ଦିର ଇତିହାସ ରେ ଏଭଳି ଘ-ଟ-ଣା ଘଟି ନଥିଲା। ଏହି ଘଟଣା ରେ ଏକାଧିକ ସଂଖ୍ୟା ରେ ଚୂଲି ଭା-ଙ୍ଗି ଦିଆଯାଇଅଛି । ଏବଂ ତାହାର ତ-ଦ-ନ୍ତ ମଧ୍ୟ ଆରମ୍ଭ ହୋଇ ଗଲାଣି ଶ୍ରୀ ମନ୍ଦିର ପ୍ରଶାସନ ତରଫରୁ ଆରମ୍ଭ ହୋଇଗଲାଣି। ଏହା ସହିତ ଜିଲ୍ଲାପାଳ ମଧ୍ୟ ରୋଷଶାଳ କୁ ଯାଇ ତ-ଦ-ନ୍ତ ଆରମ୍ଭ କରିଛନ୍ତି।

ପୁରୀ ଏସିପି ମଧ୍ୟ ଅନୁଧ୍ୟାନ କରିଛନ୍ତି ଯେ ସେ କିଏ କେଉଁ ବାଟରେ ଆସି ଏହି ଚୂଲି କୁ ଭା-ଙ୍ଗି ଯାଇଛନ୍ତି । ନାରାୟଣ ମହାପାତ୍ର ପୂର୍ବତ୍ତନ ସମ୍ପାଦକ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃ-ଖ ର ବିଷୟ ମାତ୍ର ସେ ହେଉଛି ଆମ୍ଭର ମା’ ତାହା ଠାରୁ ଉପାର୍ଜିତ ଧନରୁ ଆମ୍ଭେ ମଣିଷ । ତାକୁ ଭାଙ୍ଗିବାକୁ ସେମାନଙ୍କ ହାତ ଗଲା କିଭଳି ? ଆଉ ଏକ କଥା ହେଉଛି ଯେ ଏହି ବାବ-ଦରେ ପ୍ରଶାସନ କୁ ବାରମ୍ବାର କୁହାଯାଇଅଛି ଯେ ଆପଣ ରୋଷର ସୁର-କ୍ଷା ଦାଇତ୍ଵ ନିଶ୍ଚିତ ଭାବରେ ନିଅନ୍ତୁ।ରୋଷଘର ପ୍ରକୃତରେ ଚାବି ପଡିବା କଥା ।

ପଛ ମଣ୍ଡପ ରେ ଆଉ କେହି ରୋଷଶାଳ ରେ ରହୁ ନାହାଁନ୍ତି। ଯେଉଁ ମାନେ ରହୁଛନ୍ତି ସେମାନେ ଜଗନ୍ନାଥ ମହାପ୍ରଭୁ ଙ୍କ ନୀତି ପାଇଁ ରହୁଛନ୍ତି। ମାତ୍ର ତାହାର ହାତ କିଭଳି ଗଲା ଯେ ଗୋଟିଏ ନୁହେଁ ଦୁଇଟି ନୁହେଁ ଅନେକ ଚୂଲି ଭା-ଙ୍ଗି ଦେଇଛି।ଯେଉଁ ଚୂଲିକୁ ଆମ୍ଭେ ପ୍ରଥମେ ଗଲେ ଓଲେଈ ସେଠାରେ ମାଟି ଲିପିବା ଆମ୍ଭର ପ୍ରଥମ କାମ ସେ ଆମ୍ଭର ଲକ୍ଷ୍ମୀ ପ୍ରତିମା।

ଆଉ ଜଣେ ବରିଷ୍ଠ ସେବାୟତ କହିଛନ୍ତି ଯେ ଚୂଲି ଭା-ଙ୍ଗି ଦିଆଯାଇଅଛି ବୋଲି କଥା ଶୁଣି ମୁଁ ବହୁତ ମର୍ମା-ହାତ।କାରଣ ରୋଷଶାଳ କୁ ଆମ୍ଭେ ମାନେ ଯାଇ ପାରିବୁ ନାହିଁ। ଯେଉଁ ମାନଙ୍କ ସେଠାରେ କାର୍ଯ୍ୟ କେବଳ ସେମାନେ ହିଁ ସେଠାକୁ ଯାଇଥାନ୍ତି। ମାତ୍ର ଯିଏ ମଧ୍ୟ ଚୂଲି ଭା-ଙ୍ଗିଛି ତାହା ଉପରେ ତ-ଦ-ନ୍ତ କରାଯାଉ ଏବଂ ଦୃଢ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯାଉ । ତେବେ ଦିନ ପରେ ଦିନ ଏହିଭଳି ଶ୍ରୀ ମନ୍ଦିରରେ ଅଘ-ଟଣ ଘଟି ଚାଲିଛି । ଏହା ଘଟ-ଣା ରେ ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ବହୁତ ମର୍ମା-ହାତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *