ସାରା ଦେଶ ପାଇଁ ଉଦାହରଣ ସାଜିଲେ ରାଷ୍ଟ୍ରପତିଙ୍କ ଝିଅ।

ଦେଶର ରାଷ୍ଟ୍ରପତି ରାମନାଥ କୋବିଧଙ୍କ ଜୀବନ ଶୈଳୀ ବିଷୟ ରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ତାଙ୍କ ବିଷୟ ରେ ଆମେ ଆଜି କହିବାକୁ ଯାଉଛୁ । କାରଣ ଆମ ପରି ସାଧାରଣ ଲୋକଙ୍କ ପାଇଁ ଏହା ଜାଣିବା ଆବଶ୍ୟକ । ଦେଶର ପ୍ରଥମ ବ୍ୟକ୍ତିଙ୍କ ସହ ତାଙ୍କ ପରିବାରର ସବୁ ସଦସ୍ୟମାନଙ୍କ ସମ୍ପର୍କ ରେ ଏଭଳି ଅନେକ କଥା ରହିଛି ଯାହା ହୁଏତ କେହି ଜାଣିଥିବେ ।

ପ୍ରଣବ ମୁଖାର୍ଜୀଙ୍କ ପରେ ରାମନାଥ କୋବିଧ ଯେତେବେଳେ ଦେଶର ରାଷ୍ଟ୍ରପତି ହେଲେ ସେ ରାଷ୍ଟ୍ରପତି ପଦବୀ ପାଇଲେ ସତ କିନ୍ତୁ ଆଜି ମଧ୍ୟ ତାଙ୍କ ପରିବାର ଜଣେ ସାଧାରଣ ପରିବାର ହିସାବରେ ଜୀବନଜାପାନ କରୁଛନ୍ତି । ଏହା ଆଶ୍ଚର୍ଯ୍ୟ ଲାଗିଲେ୤ବି ସତ । ପରିବାର କୌଣସି ବ୍ୟକ୍ତି ଙ୍କ ପାଖରେ ରାଷ୍ଟ୍ରପତି ହୋଇ ଥିବାର କୌଣସି ଗ-ର୍ବ ନାହିଁ ।

ବାପା ରାଷ୍ଟ୍ରପତି ହୋଇ ଥିଲେ ମଧ୍ୟ ତାଙ୍କ ଝିଅ ତାଙ୍କ ଟଙ୍କା ରେ ମଉଜ ମଜଲିସ୍ ନ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି । ବାପା ରାଷ୍ଟ୍ରପତି ହେବା ପରେ ମଧ୍ୟ ନିଜର ଚାକିରି ଛାଡି ନଥିଲେ । ତାଙ୍କ ପୁଅ ଜଣେ ବେସରକାରୀ ଏୟାର ଲାଇନ କମ୍ପାନୀ ରେ କାମ କରୁଥିଲେ । ତାଙ୍କର ବୋହୁ ଜଣେ ଶିକ୍ଷୟତ୍ରୀ । ତାଙ୍କ ଜୀବନ କାଳରେ ଅନେକ ଦୁଃ-ଖ କଷ୍ଟରେ ଅତିବାହିତ କରିଛନ୍ତି ।

ସେଥିପାଇଁ ବୋଧ ହୁଏ ସେ ପ୍ରତିଷ୍ଠିତ ସ୍ଥାନରେ ଅଛନ୍ତି । ସେ ତାଙ୍କ ପରିବାରକୁ ସବୁବେଳେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଶିଖାଇଛନ୍ତି । ଏହି କାରଣ ପାଇଁ ତାଙ୍କ ପୁଅ ଝିଅ ବାପାଙ୍କ ନାମ ନେଇ ନୁହେ ନିଜର ପରିଚୟ ନେଇ ବଞ୍ଚୁଛନ୍ତି । ତାଙ୍କ ଝିଅ ଏୟାର ଲାଇନରେ ଏୟାର ହୋଷ୍ଟ୍ରେସ ଥିଲେ । କେବେ ହେଲେ ବାପାଙ୍କ ପରିଚୟ ଦେଇ ନଥିଲେ । ଏହା ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ।

Leave a Reply

Your email address will not be published. Required fields are marked *