କାର୍ଯ୍ୟରତ ପୋ-ଲି-ସ ଅଫିସର ଙ୍କୁ ଉଠାଇ କଚାଡି ଦେଲା ଏକ ବୁଲା ଷଣ୍ଢ । କାହିଁକି ଏପରି ଘ-ଟିଲା ଜାଣନ୍ତୁ ।

ବର୍ତ୍ତମାନର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି ।

ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟ-ଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ । ବେଳେ ବେଳେ ଅନେକ ପଶୁ ପକ୍ଷୀ ମାନଙ୍କର ମଜାଳିଆ ଭିଡିଓ ଏହି ସୋସିଆଲ ମିଡ଼ିଆ ରୁ ଦେଖିବାକୁ ମିଳିଥାଏ ତ ବେଳେବେଳେ ସେହି ପଶୁ ପକ୍ଷୀ ମାନଙ୍କ ଅତର୍କିତ ଆକ୍ର-ମଣ ତଥା ଦୁର୍ଘ-ଟଣା ର ଭିଡିଓ ମଧ୍ୟ ଦେଖିବାକୁ ମିଳିଥାଏ ।

ତେବେ ରାସ୍ତା ରେ ଡ୍ୟୁଟି କରୁଥିବା ସମୟ ରେ ଜଣେ ପୋ-ଲି-ସ ବାବୁ ଙ୍କୁ ଏକ ବୁଲା ଷଣ୍ଢ ଟେକି କଚାଡି ଦେଇଥିବା ର ଏକ ଭିଡିଓ ଭାଇ ରାଲ ହେଉଛି । ପୋ-ଲି-ସ ବାବୁ ଜଣକ ନିଜ କାମ କରୁଥିଲେ ରାସ୍ତା ରେ ଠିଆ ହୋଇ । ସେ କୌଣସି ଷଣ୍ଢ ସହିତ ମଧ୍ୟ ଲଗିନଥିଲେ । ତେବେ ହଠାତ୍ ସେହି ଷଣ୍ଢ ଟି ପଛପଟୁ ଆସି ତାଙ୍କୁ ଟେକି କଚାଡି ଦେଲା । ଯାହା ଫଳରେ ସେ ତଳେ ପଡ଼ିଯାଇଥିଲେ ଓ ଆ-ଘା-ତ ରେ ଛ-ଟପ-ଟ ହେଉଥିଲେ । ଘ-ଟ-ଣା ଟି ଘ-ଟିଛି ଦିଲ୍ଲୀ ସେରପୂର୍ ଚୌକ ରେ ଥିବା ଦୟାର୍ପୁ ରେ ।

ସେଠାରେ ପୋ-ଲି-ସ କନେଷ୍ଟବଳ ଦୟା ସିଂ କାର୍ଯ୍ୟରତ ଥିଲେ । ସେ ରାସ୍ତା ରେ ଛିଡା ହୋଇ ନିଜ ଡ୍ୟୁଟି କରୁଥିବା ସମୟ ରେ ଗୋଟିଏ ଷଣ୍ଢ ମର-ଣାନ୍ତ-କ ଭାବେ ପଛପଟୁ ଆକ୍ର-ମଣ କରି ନିଜ ଶିଙ୍ଗ ରେ ଉଠାଇ କଚାଡି ଦେଇଥିଲେ । ଫଳରେ ତାଙ୍କୁ ଜୋରରେ ଆ-ଘା-ତ ଲାଗିଥିଲା । ତଳେ ପଡ଼ିଯାଏ ସେ ଛ-ଟପ-ଟ ହେଉଥିଲେ । ସେହି ସମୟ ରେ ଅନ୍ୟ ଜଣେ ଜଣେ ପୋ-ଲି-ସ ବାବୁ ଓ ଅନ୍ୟ ଯୁବକ ଆସି ଦୟା ସିଂ ଙ୍କୁ ଉଠାଇ ଡାକ୍ତରଖାନା ରେ ଭର୍ତ୍ତି କରିଛନ୍ତି ।

ତେବେ ତାଙ୍କ ଅବସ୍ଥା ଗୁରୁ-ତର ରହିଛି । ପୂର୍ବରୁ ମଧ୍ୟ ଗୁଜୁରାଟ ରେ ଏହିପରି ଏକ ଘ-ଟ-ଣା ଘଟିଥିଲା । ଅନ୍ୟପଟେ ରାସ୍ତା ର ବୁଲା ଷଣ୍ଢ ଧରା ଅଭିଯାନ କୁ ଜୋରଦାର କରିଛି ଭାବନଗର ମହା ନଗର ନିଗମ । ଏହି ଯୋଜନା ଜୋରଦାର ଲାଗି ରହିଛି ବୋଲି ସେଠାକାର ମେୟର କିର୍ତିଦାନ ଭୂୟାଁ ।

Leave a Reply

Your email address will not be published. Required fields are marked *