ସ୍ୱାମୀ ଘରେ ନ ଥିବା ସମୟରେ ପ୍ରେମିକକୁ ଡାକି ମହିଳା କରୁଥିଲେ ଏପରି କାମ, ଧରା ପଡ଼ିବା ପରେ…

ବର୍ତ୍ତମାନ ସମୟରେ ଦୁନିଆରେ ଏପରି ଅନେକ ସବୁ ଘ-ଟ-ଣା ଘ-ଟୁଛି ଯାହାକି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେଉଛି। ଏହି ସବୁ ଘ-ଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି। ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି। ତେବେ ଆସନ୍ତୁ ସେହିପରି ଏକ ଭାଇରାଲ ଭିଡିଓ ବିଷୟରେ ଜାଣିବା।ଆପଣମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଏହି ଭିଡିଓଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରେମରେ କେତେ ଜଣ ସୁଖ ପାଇଥାନ୍ତି ତ ଆଉ କେତେ ଜଣ ଦୁଃ-ଖ। ଆଗ କାଳରେ ପ୍ରେମ କଣ ଲୋକ ଜାଣି ନଥିଲେ ହେଲେ ବର୍ତ୍ତମାନ ଦୁନିଆରେ ବହୁତ ବଦଳି ଯାଇଛି। ଛୋଟ ଛୋଟ ଛୁଆମାନେ ପ୍ରେମ କରୁଛନ୍ତି ଏଣିକି ସେମାନେ ସ୍କୁଲରେ ପଢନ୍ତୁ କି କଲେଜରେ ପଢନ୍ତୁ। କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି।

https://youtu.be/9uFQSPikd9Y

ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି। ଜଣେ ବିବାହିତା ମହିଳା ନିଜର ପ୍ରେମିକ ସହ ଏପରି କିଛି କା-ଣ୍ଡ କରିଛନ୍ତି ଯାହା ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ମିଡିଆ ରି-ପୋ-ର୍ଟସ ଅନୁସାରେ ଅନୁଗୁଳ ଜିଲ୍ଲା ଆଠମଲିକର ଟାପୋଢୋଲ ଅଞ୍ଚଳରେ ଏକ ଆଶ୍ଚ-ର୍ଯ୍ୟଜ-ନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବିବାହିତା ମହିଳା ଅନଲାଇନରେ ପ୍ରେମ କରି ନିଜର ପ୍ରେମିକକୁ ରାତି ଅଧରେ ଡାକିଥିଲେ।

ରାତି ଅଧରେ ନିଜ ଶାଶୁଙ୍କ ହାତରୁ ସେ ଧ-ରା ପଡି ଯାଇଥିଲେ ଏହା ପରେ ଉଭୟଙ୍କୁ ଗାଁ ଲୋକ ନି-ଧୂ-ମ ପି-ଟି ଥିଲେ। ଏହି ମହିଳାଙ୍କର ସ୍ଵାମୀ ବାହାରେ ରହୁଥିଲେ ଓ ମହିଳାଙ୍କର ତିନି ବର୍ଷର ପୁଅ ମଧ୍ୟ ଅଛି। ଗାଁ ଲୋକ ମହିଳା ଓ ତାଙ୍କର ପ୍ରେମିକର ବିବାହ କରିଥିଲେ। ଏହି ଘଟ-ଣାଟି ବର୍ତ୍ତମାନ ଚର୍ଚ୍ଚାରେ।

Leave a Reply

Your email address will not be published. Required fields are marked *