ଇତିହାସର ସବୁଠୁ ସୁନ୍ଦର ରାଜକୁମାରୀ, ଦେଖିବା ପାଇଁ ଲୋକ ପାଗଳ ହେଉଥିଲେ,କେହି କେହି ତ ଆ-ତ୍ମହ-ତ୍ୟା ବି କରିଦେଇଛନ୍ତି,ଦେଖନ୍ତୁ ଭିଡ଼ିଓ

ବିଶ୍ୱ ଇତିହାସର ସବୁଠାରୁ ସୁନ୍ଦର ରାଜକୁମାରୀ ହେଉଛନ୍ତି କ୍ଲିଓ ପାଟ୍ରା, କ୍ଲିଓ ପାଟ୍ରାଙ୍କୁ ସୁନ୍ଦରତାର ଦେବୀ ବୋଲି କୁହାଯାଏ। ସୁନ୍ଦରତା ସହିତ କ୍ଲିଓ ପାଟ୍ରାଙ୍କ ଜୀବନ ବି କାଫି ରହସ୍ୟମୟ ଥିଲା, ଯାହା ଆଜି ବି ଐତିହାସିକ ମାନଙ୍କୁ ତାଙ୍କ ଆଡକୁ ଆକ-ର୍ଷିତ କରିଥାଏ। ଇତିହାସ ଅନୁସାରେ କ୍ଲିଓ ପାଟ୍ରା ଯେତିକି ସୁନ୍ଦର ଥିଲେ ତାହା ଠାରୁ ଅଧିକ ଚତୁର ଓ ଷ-ଡଯ-ନ୍ତ୍ରକାରୀ ମଧ୍ୟ ଥିଲେ। ପିତାଙ୍କ ମୃ-ତ୍ୟୁ ପରେ ତାଙ୍କ ଭାଇଙ୍କୁ ରାଜସିଂହାସନ ମିଳିଗଲା, ଏବଂ ନିଜ ଭାଇଙ୍କୁ ରାଜଗାଦୀରୁ ହଟାଇବାରେ ବି-ଫ-ଳ ହେବା ପରେ ସେ ସିରିଆ ଦେଶରେ ସରଣ ନେଲେ

ଏହାପରେ ସେ ରୋମ୍ ର ଶାସକ ଜୁଲିଓ ସିଜର୍ ଙ୍କୁ ନିଜ ପ୍ରେମରେ ଫସାଇ ତାହା ଦ୍ୱାରା ନିଜ ଭାଇର ରାଜ୍ୟ ଉପରେ ଆଟାକ୍ କରାଇ ଦେଲେ। ସିଜର୍ କ୍ଲିଓ ପାଟ୍ରାଙ୍କ ଭାଇଙ୍କୁ ଯୁ-ଦ୍ଧରେ ହରାଇ ହ-ତ୍ୟା କରିବା ପରେ ପୁଣି ଥରେ କ୍ଲିଓ ପାଟ୍ରା ରାଜ ସିଂହାସନ ଫେରି ପାଇଲେ। କୁହାଯାଏ ନିଜର ସୁନ୍ଦରତାକୁ ବଜାଇ ରଖିବା ପାଇଁ ସେ ସାତ ସହ ଗଧର କ୍ଷୀରରେ ଗାଧୋଉ ଥିଲେ।

ଜେରା ଖାଦୁନ୍, ଏହି ଇରାନୀ ରାଜକୁମାରୀଙ୍କ ଜନ୍ମ ୧୮୮୩ରେ ହୋଇଥିଲା। ଏହି ରାଜକୁମାରୀଙ୍କ ମୁହଁ ଏବଂ ଶରୀରର ଦେଖିବାକୁ ଏକ ପୁରୁଷ ଭଳି ଥିଲା। ତେବେ ଆପଣମାନେ ଭାବୁଥିବେ ତାହା ହେଲେ ଏହି ରାଜକୁମାରୀଙ୍କ ନାମ କାହିଁକି ଏହି ଲିଷ୍ଟରେ ଅଛି। ତେବେ ସୁନ୍ଦରତାର ଡେଫିନେସନ୍ ସମୟ ସହ ବଦଳିଥାଏ

ଇତିହାସ ଅନୁସାରେ ସେହି ସମୟରେ ଇରାନ୍ ର ପୁରୁଷ ମାନେ ଜେରା ଖାତୁର୍ ଙ୍କ ସୁନ୍ଦରତାର ସାଏରୀ ଲେଖୁଥିଲେ। କେତେକ ପୁରୁଷ ତ ତାଙ୍କ ସୁନ୍ଦରତାରେ ପାଗଳ ହୋଇ ଆ-ତ୍ମହ-ତ୍ୟା ବି କରି ଦେଇଥିଲେ। ଜେରା ନିଜ ସମୟ ଠାରୁ କାଫି ଆଗରେ ଥିଲେ, ମାନେ କୁହାଯାଏ ଯେ ସେ ମହିଳା ମାନଙ୍କ ଫେସନ୍ ଉପରେ ପରିବର୍ତ୍ତନ ଆଣିଥିଲେ। ଯାହାକି ଆପଣଙ୍କୁ ବି କାଫି ଆଶ୍ଚର୍ଯ୍ୟ କରାଉଥିଲେ।

Leave a Reply

Your email address will not be published. Required fields are marked *