ଷ୍ଟେଜ ଉପରେ କମାଲ କରିଦେଲେ ହାସ୍ୟ ଅଭିନେତା ପ୍ରଜ୍ଞା – ଶଙ୍କର। ଏମିତି କମେଡି କଲେ ଯେ ହସି ହସି ଦର୍ଶକଙ୍କ ପେଟ ଦରଜ ! ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଏପରି କିଛି ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଓ ଏହି କଳାକାରମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ମଧ୍ୟ ହୋଇ ପାରିଛନ୍ତି । ନିଜର ଅଭିନୟ କଳା ମାଧ୍ୟମରେ ଅନେକ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଘରେ ଘରେ ପରିଚିତ ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର କମେଡି ମାଧ୍ୟମରେ ଖୁବ କମ୍ ଦିନରେ ବେଶ ଲୋକପ୍ରିୟତା ହାସଲ କରିଥିଲେ ।

ସେ ଆଉ କେହି ନୁହନ୍ତି ଆମର ଅତି ପ୍ରିୟର ପ୍ରଜ୍ଞା ରଞ୍ଜନ ଖଟୁଆ । ଓଡ଼ିଆ କଥାଚିତ୍ର ଜଗତର ଏକ ଚର୍ଚ୍ଚିତ ଚେହେରା । ନିଜର ଜବରଦସ୍ତ କମେଡି ପାଇଁ ସେ ଆଜି ଦର୍ଶକ ମାନଙ୍କ ହୃଦୟରେ ଏହ ସ୍ବତନ୍ତ୍ର ଯାଗା ତିଆରି କରି ପାରିଛନ୍ତି । ସେ ଜଣେ ଏମିତି ଅଭିନେତା ଯାହାଙ୍କ ମୁହଁର ଏକ୍ସପ୍ରେସନ ଦେଖିଲେ ଲୋକେ ହସନ୍ତି । ଆଉ ତାଙ୍କ ମୁହଁରୁ ପଦେ ଡାଏଲଗ ଶୁଣିଲେ ହସି ହସି ବେଦମ ହୁଅନ୍ତି । ସେଇଥି ପାଇଁ ଛୋଟ ପରଦା ହେଉକି ବଡ଼ ପରଦା ସବୁଠି ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ବାନ୍ଧି ରଖିପାରେ ।

ମଞ୍ଚ ଅଭିନୟ ଠାରୁ ସିନେମା, ପ୍ରଜ୍ଞା ନିଜର ନିଆରା ଅନ୍ଦାଜରେ ହାସ୍ୟ ଅଭିନୟ କରିଥାନ୍ତି । ତାଙ୍କ ହାସ୍ୟରସରେ ଲୋକ ମାନଙ୍କ ମୁଡ୍ ମୁହୂର୍ତ୍ତରେ ବଦଳେଇ ଦେଇ ପାରନ୍ତି ଏହି ହାସ୍ୟ ଅଭିନେତା । ସମସ୍ତଙ୍କୁ ହସର ଖୋରାକ ଯୋଗାଇଥାନ୍ତି ଏହି ହାସ୍ୟ ଅଭିନେତା । ପ୍ରଜ୍ଞାଙ୍କ ଜବରଦସ୍ତ କମେଡି ପଞ୍ଚର ମଜା ନିଅନ୍ତି ଦର୍ଶକ ମାନେ । ହସି ହସି ବେଦମ୍ କରି ଦିଅନ୍ତି ଏହି ଲୋକ ପ୍ରିୟ କଳାକାର ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ । ତାଙ୍କର ସବୁ କମେଡି କ୍ଲିପ୍ ଗୁଡ଼ା ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ଯାଏ । ଯାହାର ଭରପୁର ଆନନ୍ଦ ନିଅନ୍ତି ଦର୍ଶକ । ପ୍ରଜ୍ଞା ଖଟୁଆ ଅନେକ ଗୁଡିଏ ଫିଲ୍ମ ଏବଂ ରିଆଲିଟି ସୋରେ ସୁନ୍ଦର କମେଡି ଅଭିନୟ କରି ଥିବାର ଦେଖିବାକୁ ମିଳିଛି ।

ୟୁଟ୍ୟୁବ ଚ୍ୟାନେଲରରେ ତାଙ୍କର ଭିଡିଓ ଅପଲୋଡ଼ ହେବା ପରେ ମିଲିୟନ ଭିଉ ଏବଂ ଲାଇକ ହେଇଯାଏ । ଦର୍ଶକମାନଙ୍କ ବହୁତ ଭଲ ପାଇବା ସାଉଁଟି ପାରିଛନ୍ତି ଏହି ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ । ନିକଟରେ ନିଜର ବହୁତ ଦିନର ବାନ୍ଧବୀ ସୁନନ୍ଦାଙ୍କୁ ପ୍ରେମ ବିବାହ କରିଛନ୍ତି । ତେବେ କେବଳ ଫିଲ୍ମ ନୁହେଁ ପ୍ରଜ୍ଞା ଷ୍ଟେଜ ପୋଗ୍ରାମରେ ମଧ୍ୟ କମେଡି କରି ଥାଆନ୍ତି । ନିକଟରେ ଓଡିଶା ପୋ-ଲି-ସ ଫାଉଣ୍ଡେସନ ଡେରେ ପ୍ରଜ୍ଞାନଙ୍କୁ ଏକ ଷ୍ଟେଜ ସୋକୁ ନିମନ୍ତ୍ରଣ କରାଯାଇ ଥିଲା । ଯେଉଁଠାରେ ସେ ଜବରଦସ୍ତ କମେଡି କରି ସମସ୍ତଙ୍କୁ ହସାଇ ବେଦମ୍ କରେଇଦେବାର ନଜର ଆସିଛନ୍ତି ଯାହାକି ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *