ପୁଷ୍ପା :ଦି ରାଇଜ୍ ଏକ ସୁପର ହିଟ୍ ଫିଲ୍ମ ଭାବରେ ପ୍ରଚାର ହୋଇଛି। ଏହି ଫିଲ୍ମରେ କୁହା ଯାଇଥିବା କିଛି ଡାଇଲକ୍ ଗୁଡିକ ଅନଲାଇନରେ ବେସ୍ ଟ୍ରେଣ୍ଡ କରୁଛି । ତାଙ୍କ ଡ଼ାଇଲକ ମାଧ୍ୟମରେ ହାତ ଚଳାଇବା ପାଇଁ ଅଲୁ ଅର୍ଜୁନଙ୍କ ଚଳଚ୍ଚିତ୍ର ରିଲିଜ୍ ହେବା ଦିନ ଠାରୁ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି।
ସାରା ଭାରତରେ ବିଭିନ୍ନ ସ୍ଥାନରୁ ଲୋକମାନେ ଏହାର ଆଇକନିକ୍ ଡାଇଲଗ ଏବଂ ଉପରେ ବିଭିନ୍ନ ଇନଷ୍ଟାଗ୍ରାମ ରିଲ୍ ତିଆରି କରୁଥିବା ଦେଖାଯାଇଛି । ବର୍ତ୍ତମାନ ପୁଷ୍ପା ‘ମେ ଜୁକେଗା ନାହି’ ଏହି ଡ଼ାଇଲୋଗ ଟି ଖୁବ୍ ଚର୍ଚ୍ଚାରେ। ଏହାକୁ ବଡ଼ ଟା ବଡ଼ କୁନିକୁନି ପିଲା ମାନେ ମଧ୍ୟ ଏଥିରେ ରିଲସ୍ କରିବାକୁ ପଛାଉ ନାହାନ୍ତି।
ଏବେ କିଛି ଦିନ ହେବ ଏକ କୁନି ଶିଶୁର ଏକ ଭିଡିଓ ସୋସିଆଲ ମିଡିଆରେ ପା-ଗଳ ପରି ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଏକ କୁନି ଶିଶୁ ନିଜେ ଡାଇଲଗ କହିବା ସହିତ ପୁଷ୍ପର ଭାଇରାଲ୍ ଆକ୍ଟିଂ କରି କରୁଥିବାର ଦେଖିବାକୁ ମିଳିଛି । ଆଡମ୍ବରପୂର୍ଣ୍ଣ ଭିଡିଓ ଇଣ୍ଟରନେଟକୁ ଚ-କିତ କରିଦେଇଛି । ସତରେ ଛୋଟ ଛୋଟ ଶିଶୁ ହୋଇ ମଧ୍ୟ ସେମାନେ ଅଟେ ଭଲ ଅଭିନୟ କରି ପାରୁଛନ୍ତି ।
ଏହା କହିଲେ ମଧ୍ୟ କାମ ହେବ ନାହିଁ। ଆମ ଏହି ଭାରତରେ ଛୋଟ ଛୋଟ ପିଲା ମାନଙ୍କ ମଧ୍ୟ ଏପରି ପ୍ରତିଭା ଲୁ-ଚି କି ରହିଚି ତାହା କେହି କଳ୍ପନା ବି କରିପାରୁ ନଥିବେ । ଏହିପରି କିଛି ଭାଇରାଲ ଭିଡିଓ ଦ୍ବାରା ପିଲା ମାନଙ୍କ ଭିତରେ ଥିବା ଏହିପରି ପ୍ରତିଭା ସାମ୍ନାକୁ ଆସୁଛି । ଯାହା ପିଲାମାନଙ୍କ ବିକାଶରେ ସହାୟ ହେଉଛି ।ନୂଆ ନୂଆ ଜିନିଷ କରିବାରେ ପିଲାମାନେ ଆଗ୍ରହ ପ୍ରକାଶ କରୁଛନ୍ତି ।