କେଡେ ଚାଲାକ୍‌ ଏ କୁନି ପିଲା ? ଏତେ ସହଜରେ ଧରୁଛି ୫ କିଲିଆ ରୋହି ଭାକୁର | ଦେଖନ୍ତୁ ଭିଡ଼ିଓ

ତେବେ ବନ୍ଧୁଗଣ ଅନେକ ସମୟରେ ବହୁତ ରୋଚକକର ଘଟ-ଣାର ଭିଡ଼ିଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହୋଇଥାଏ । ଆଉ ଏମିତି କିଛି ମଜାଳିଆ ଭିଡ଼ିଓ ସବୁ ଥାଏ ଯାହା ଆଖି ଦୃ-ଶୀୟା ହୋଇଥାଏ ଦର୍ଶକମାନେ ପସନ୍ଦ କରିଥାନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତାରୁ ଟିକିଏ ଫୁରସତ ମିଳିଲେ ମନକୁ ଟିକେ ହାଲୁକା କରିବା ପାଇଁ ସୋସିଆଲ ମିଡ଼ିଆରେ ଏପରି ଭିଡ଼ିଓ ଆପଣମାନେ ସମସ୍ତେ ଦେଖି ଥାଆନ୍ତି ଏବଂ ମନୋରଞ୍ଜନ ଟିକେ କରିଥାନ୍ତି ଯାହା ଫଳରେ ମନର ବୋଝ ହାଲୁକା ହୋଇଥାଏ ।

ତେବେ ଆଜିକାଲିର ବ୍ୟସ୍ତତା ଭିତରେ ଟିକେ ମୁହଁରେ ହଁସ ଫୁଟେଇବାର ସୁଯୋଗ ମିଳିବାର ସୋସିଆଲ ମିଡ଼ିଆର ଭାଇରାଲ ହେଉଥିବା ଏପରି ଭିଡ଼ିଓ ପାଲଟିଛି ମୁଖ୍ୟ ଭୂମିକା । ଦେଶର କୋଣ ଅନୁକୋଣରେ ଘଟୁଥିବା ଅ-ଦ୍ଭୁ-ତ ଘ-ଟଣା ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇ ସବୁ ଲୋକଙ୍କ ପାଖରେ ପହଞ୍ଚିଥାଏ । ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ତୋ ଏହି କଥାରେ ସହମତ ଥିବେ ନିଶ୍ଚୟ ଯେ ସୋସିଆଲ ମିଡ଼ିଆ ଆଜିର ଯୁବପୀଢ଼ି ମାନଙ୍କ ପାଇଁ ପାଲଟି ଯାଇଛି ବହୁମୂଲ୍ୟ ବସ୍ତୁ ।

କେବଳ ଯୁବପିଢୀ ନୁହଁ ପିଲାଠୁ ବୁଢା ଏବେ ସମସ୍ତେ ସ୍ମାର୍ଟଫୋନର ବଶବର୍ତ୍ତୀ । ତେବେ ଏହାର କିଛି ସକାରାତ୍ମକ ପକ୍ଷ ଥିବା ବେଳେ କିଛି ନକାରାତ୍ମକ ପକ୍ଷ ମଧ୍ୟ ରହିଛି । ତେବେ ସୋସିଆଲ ମିଡିଆର ଗୋଟେ ସକାରାତ୍ମକ ପକ୍ଷ ହେଉଛି ଲୋକମାନଙ୍କ ମୁହଁରେ ଟିକେ ହଁସ ଆଣି ମନକୁ ଲାଘବ କରିବା । ସେମିତି ଗୋଟିଏ ଘ-ଟଣା ବିଷୟରେ ଚାଲନ୍ତୁ ଜାଣିବା ।

ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡ଼ିଓକୁ ଟିକିଏ ଭଲରେ ଦେଖିଲେ ଜାଣିପାରିବେ ନିଶ୍ଚୟ । ଆଉ ଚିନ୍ତା କରନ୍ତୁ କେଡେ ଚାଲାକ୍‌ ଏ କୁନି ପିଲା? ନଇ କୂଳକୁ ଏକ ଅରଟ ନେଇକି ଗଲା । ଆଉ ସାଙ୍ଗରେ ଥିଲା ଅଟାଗୁଳା । ବାସ୍‌ ନଇ କୂଳରେ ଆରମ୍ଭ କରିଦେଲା ନିଜର କାମ । ଦେଖୁନାହାନ୍ତି କଣ କରୁଛି ଏ କୁନି ପିଲା । ପ୍ରଥମେ ସେ ଅରଟ ସୂତାକୁ ଦୁଇଟି ଖୁଣ୍ଟ ସାହାଯ୍ୟରେ କୂଳରେ ପୋତି ଦେଲା । ଏହାପରେ ସେହି ସୂତାରେ ବନଚି କଂଟା ଦେଇ ନଦୀ ଭିତରକୁ ପକାଇ ଦେଲା । ବାସ୍‌ ଏହା ପରେ ଦୃ-ଶ୍ୟ ଆପଣଙ୍କ ସାମ୍ନାରେ ।

ଖାଲି ପାଞ୍ଚ କିଲିଆ ରୋହି ଭାକୁର ମାଛ ଗଦା ହୋଇଗଲେ । ଦେଖୁନାହାନ୍ତି କେମିତି ବିନା କୌଣସି ପରିଶ୍ରମରେ ସେ କେମିତି ଅତି ଚତୁରତାର ସହ ମାଛ ଧରି ପକାଇଲା । ବାସ୍‌ ନିଜେ ବସି ଅରଟକୁ ବୁଲାଇ ବୁଲାଇ ନଇ ଭିତରକୁ ଛାଡ଼ିଲା, ଆଉ ବଡ଼ ବଡ଼ ମାଛ ଧରିଲା । ବିଶିଷ୍ଟ ଶିଳ୍ପପତୀ ଆନନ୍ଦ ମହିନ୍ଦ୍ରା ଏହି ଭିଡ଼ିଓ ଟ୍ୱିଟ୍‌ କରିଛନ୍ତି । ଏବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଗୋଟିଏ ମୋବାଇଲକୁ ମୋବାଇଲ ଘୂରି ବୁଲୁଛି ।

Leave a Reply

Your email address will not be published. Required fields are marked *