ଆପଣମାନେ କଣ ଜାଣିଛନ୍ତିକି ରୁଷ ଓ ୟୁକ୍ରେନ ଯୁ-ଦ୍ଧର ଭବିଷ୍ୟବାଣୀ ମାଳିକା ଵଚନରେ ହୋଇ ସାରିଥିଲା। ତେବେ ମାଳିକା ବିଶେଷଜ୍ଞମାନେ କହିଛନ୍ତିକି ମହାପୁରୁଷମାନେ ନିଜର ଜ୍ଞାନ ବଳରେ ଆମ ଭବିଷ୍ୟତରେ କଣ ହେବା ପାଇଁ ଯାଉଛି କଣ ନାହିଁ ତାହା ମଧ୍ୟ ଜାଣିପାରୁ ଥିଲେ ।ତେବେ ଏହି ଭବିଷ୍ୟତ ବାଣୀ ଲୋକମାନଙ୍କୁ ଡ଼-ରେ-ଇବାକୁ ନୁହେଁ ବରଂ ସଚେ-ତନ କରିବା ପାଇଁ ଜଣାଯାଇଛି।
ମହାପୁରୁଷମାନେ ଏହା ମଧ୍ୟ କହିଛନ୍ତିକି ଯଦି ଆମ ନାଗରିକ ଏବଂ ସରକାର ଏଥିପାଇଁ ସ-ତ-ର୍କ ରହିବେ ଏବଂ ସାବଧାନତା ଅବଲମ୍ବନ କରିବେ ତେବେ ଏହି ମ-ହାବିପଦକୁ ମଧ୍ୟ ଜିତିପାରିବେ।ତେବେ ସେହିପରି ଜଣେ ଜ୍ୟୋତିର୍ବିଦ ହେଉଛନ୍ତି ଶ୍ରୀମତୀ ସୁଚିତ୍ରା ଗୁପ୍ତା।
ତେବେ ସେ ନିଜର ଗଣନା ଅନୁସାରେ ଏହା କହିଛନ୍ତିକି ବର୍ତ୍ତମାନ ଶନି ଓ ମଙ୍ଗଳ ଏକ ଘରେ ଅବସ୍ଥିତ। ତେବେ ଆପଣମାନେ ଜାଣିଥିବେ କି ଶନି ଏବଂ ମଙ୍ଗଳ ଏକାଠି ରହିଲେ କଣ କଣ ସବୁ ହୋଇପାରେ। ତେବେ ବର୍ତ୍ତମାନ ତ୍ରୟୋଦଶୀ ରହୁଛି ଅର୍ଥାତ ଶୁକ୍ଳପକ୍ଷ ଏବଂ ଏଥିରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟ ଗ୍ରହଣ ହୋଇ ନାହିଁ ଯାହା ମଧ୍ୟ ଅଶୁଭ ସଙ୍କେତ।
ଏପ୍ରିଲ ୩ ରୁ ୬ ପର୍ଯ୍ୟନ୍ତ ଶନି ଓ ମଙ୍ଗଳ ଉଭୟ ଗ୍ରହ ଏକା ଘରେ ସମାନ ଡିଗ୍ରୀରେ ରହିବେ। ତେବେ ସେ ସମୟରେ ଦେଶରେ ଓ ରାଜ୍ୟରେ ଅନେକ ବି-ପ-ଦ ଆସିପାରେ। ଏହି ସମୟରେ ବାତ୍ୟା ଆସିବାର ମଧ୍ୟ ସମ୍ଭାବନା ଅଛି। ଏହାଛଡା ଆମ ସରକାର କୌଣସି ଭୁଲ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି।
ତେବେ କୌଣସି ବଡ଼ ମୁଣ୍ଡ ମଧ୍ୟ ଖସିପାରେ। ଦେଶରେ ଦର ଦାମ ବୃଦ୍ଧି ହୋଇପାରେ। ପେଟ୍ରୋଲ ଦର ମଧ୍ୟ ବୃଦ୍ଧି ହୋଇପାରେ। ଏହା ଛଡା ଆପଣ ମାନେ ଜାଣିଥିବେକି ବର୍ତ୍ତମାନ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁ-ଦ୍ଧ ଚାଲିଛି। ତେବେ ଚାରିଆଡେ ହାହାକାର ଶୁଣାଯାଉଛି ସେଠି।ତେବେ ଏପ୍ରିଲ ୩ ରୁ ଆଉ ତିନିଦିନ ଭିତରେ ପର-ମାଣୁ ବୋ-ମା ମଧ୍ୟ ପଡିପାରେ। ଯେତେବେଳେ ପର-ମାଣୁ ବୋ-ମା ପଡିବ ତେବେ ନିଶ୍ଚିତ ଅନ୍ୟ ଦେଶକୁ ମଧ୍ୟ ଏହାର ଅଧିକ ପ୍ର-ଭା-ବ ପଡିପାରେ।
ତେବେ ଏହି ତିନିଦନ ଆପଣମାନେ ଘରେ ରୁହନ୍ତୁ ସୁର-କ୍ଷିତ ରୁହନ୍ତୁ। ତେବେ ଏହା ଛଡା କୌଣସି ରକ୍ତ ଜନିତ ସମସ୍ୟା ଦେଖା ଯାଇପାଇ।ତେବେ ସେ କହିଥିଲେକି କୁମ୍ଭ, ମକର, ଧନୁ, ଓ ତୁଳା ରାଶିରେ ଟିକେ ଖରାପ ଦୋ-ଷ ରହିଛି ତେଣୁ ଆପଣ ମାନେ ସୁର-କ୍ଷିତ ଏବଂ ସ-ତ-ର୍କ ରହିବା ଆବଶ୍ୟକ।