ମାନସ ସ୍ବାଇଁଙ୍କ ମୃ-ତ୍ୟୁ ପୂର୍ବର ଶେଷ ଭିଡିଓ ଭାଇରାଲ, ଦେଖନ୍ତୁ ଭିଡିଓରେ କଣ କହୁଛନ୍ତି ?

ଆପଣମାନେ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କର ହ-ତ୍ୟା ଘଟଣା ସମ୍ପର୍କରେ ନିଶ୍ଚିତ ଭାବରେ ଅବଗତ ଥିବେ। ଏହି ମା-ମ-ଲାର ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ରାଉତ ଏବଂ ତାଙ୍କର ସହଯୋଗୀ ଝୁନା ଭୋଇ ଗି-ର-ଫ ହୋଇ ସାରିଛନ୍ତି। କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କୁ ହ-ତ୍ୟା କରିବା ପରେ ପ୍ରାୟ ମାସେ ଧରି ଶର୍ମିଷ୍ଠା ରାଉତ ଭୁବନେଶ୍ୱରରେ ଲୁ-ଚି ବୁଲୁଥିଲେ। ଏକ ମେମୋରୀ ଚିପ୍କୁ ନେଇ ଏହି ସୁଚିନ୍ତିତ ହ-ତ୍ୟା କା-ଣ୍ଡ ଘଟା-ଇବା ପରେ ମଧ୍ୟ ପୋ-ଲି-ସ ନଜରରୁ ବର୍ତିବାରେ ମଧ୍ୟ ସମର୍ଥ ହୋଇଥିଲେ।

ଗୁରୁତ୍ୱପୂର୍ଣ୍ଣ କଥା ହେଲାକି ମାନସଙ୍କୁ ହ-ତ୍ୟା କରିବା ପରେ ପୋ-ଲି-ସ ଜେରାର ସମ୍ମୁଖୀନ ହୋଇମଧ୍ୟ ଶର୍ମିଷ୍ଠା ଭୁବନେଶ୍ୱରରେ ଲୁ-ଚିଥିଲେ। ମାନସଙ୍କ ହ-ତ୍ୟାର ପ୍ରାୟ ଏକ ମାସ ପରେ ପୋ-ଲି-ସ ଶର୍ମିଷ୍ଠା ଓ ତାଙ୍କର ସହଯୋଗୀ ଝୁନା ଭୋଇଙ୍କୁ ଗି-ର-ଫ କରିଛି। ଏହା ସମେତ ଅନ୍ୟ ଅଭି-ଯୁକ୍ତଙ୍କୁ ମଧ୍ୟ ପୋ-ଲି-ସ ବର୍ତ୍ତମାନ ଜେ-ରା କରୁଛି।

ତେବେ ସେହି ମେମୋରୀ ଚିପରେ ଏଭଳି କଣ ଥିଲା ଯେଉଁ କାରଣରୁ କରାଯାଇଥିଲା କ୍ୟାମେରା ମ୍ୟାନ ମାନସ ସ୍ୱାଇଁଙ୍କର ହ-ତ୍ୟା। ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ। ସେହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ତ-ଦ-ନ୍ତ ପରେ ଜଣାପଡ଼ିବ। ତେବେ ବର୍ତ୍ତମାନ ସମୟରେ କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓ ମାଧ୍ୟମରୁ ଏହା ଜଣା ପଡ଼ୁଛିଯେ, ଏହା ମାନସଙ୍କ ଶେଷ ଭିଡିଓ ଅଟେ। କ୍ୟାମେରା ମ୍ୟାନ ମାନସ ନିଜ ଦୁନିଆରେ ବହୁତ ଭଲ ଏବଂ ଖୁସିରେ ଥିଲେ। ଏହି ଭିଡିଓରେ ସେ ନିଜ ଦଳ ମେମ୍ବର ମାନଙ୍କ ସହିତ ପୁରୀ ବୁଲିବାକୁ ଯାଇଥିଲେ। ସେଦିନ ମଧ୍ୟ ପୁରୀ ଯିବା ସମୟରେ ମାନସ ବହୁତ ଖୁସି ଥିଲେ। ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖି ପାରୁଥିବେକି

ମାନସ କିଭଳି ଭାବରେ ନିଜ ଟିମ୍ ମେମ୍ବରଙ୍କ ସହିତ ପୁରୀ ଯିବା ସମୟ ରେ ଖୁସି ଅଛନ୍ତି ଏବଂ ଭିଡିଓ ସୁଟିଂ ମଧ୍ୟ କରୁଛନ୍ତି। ତେବେ ପୁରୀରୁ ଫେରିବା ପରେ ଶର୍ମିଷ୍ଠା ରଚିଥିଲା ହ-ତ୍ୟାର ଷ-ଡ଼ଯ-ନ୍ତ୍ର। ଏହାପରେ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହୋଇଥିଲେ ଶର୍ମିଷ୍ଠାଙ୍କ ହ-ତ୍ୟା ଷ-ଡ଼ଯ-ନ୍ତ୍ରର ଶି-କା-ର। ତେବେ ବର୍ତ୍ତମାନ ଶର୍ମିଷ୍ଠା କ୍ରାଇମବ୍ରାଞ୍ଚଙ୍କ ଜେ-ରାରେ ଅଛନ୍ତି । ପ୍ରକୃତ ସତ୍ୟ କଣ ତାହା କେବଳ ଶର୍ମିଷ୍ଠାଙ୍କ ମୁହଁରୁ ହିଁ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *