ଶ୍ରେଣୀ ଭିତରେ ଶିକ୍ଷୟତ୍ରୀ ଏବଂ ଛାତ୍ରଙ୍କର ରୋ-ମାଣ୍ଟି-କ ଡ୍ୟାନ୍ସ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଅତ୍ୟାଧୁନିକ ତଥା ଟେକ୍ନୋଲୋଜିର ଦୁନିଆରେ ଆମେ ସମସ୍ତେ ପ୍ରତ୍ୟକ୍ଷ ବା ପରକ୍ଷ ଭାବରେ ଜଡିତ ।ଏହି ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଫୋଟ ଓ ଭିଡ଼ିଓ ଆପଣ ଦେଖିବାକୁ ଯାଇଥାଉ ତା ମଧ୍ୟରୁ କେତେକ ଭିଡ଼ିଓ ଶିକ୍ଷଣୀୟ ହୋଇଥାଏ ତ ଆଉ କେତେକ ଭିଡ଼ିଓ ହାସ୍ୟାସ୍ପଦ ହୋଇଥାଏ। କେବେ ଏହିଭଳି କିଛି ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ଦେଖିବାକୁ ମିଳେ ତାହା ଦେଖିଲେ ଆମକୁ ବହୁତ ଆଶ୍ଚର୍ଯ୍ୟ ଚ-କିତ ହେବା ସହିତ ହସ ମଧ୍ୟ ଲାଗିଥାଏ। ଆମେ ସହଜରେ ଏହାକୁ ବିଶ୍ବାସ ମଧ୍ୟ କରିପାରୁ ନାହୁଁ।

ବର୍ତ୍ତମାନ ଆପଣମାନେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭାଇରାଲ ଭିଡ଼ିଓ ଗୁଡ଼ିକ ଦେଖୁଥାଉ ଆଉ ତା ମଧ୍ୟରେ ପ୍ରାୟ ଅନେକାଂଶ ଡ୍ୟାନ୍ସ ଭିଡ଼ିଓ ହୋଇଥାଏ। ଡ୍ୟାନ୍ସ ଭିଡ଼ିଓ ମଧ୍ୟରେ ଆପଣ ମଧ୍ୟ ଭିନ୍ନ ଭିନ୍ନ ଷ୍ଟାଇଲର ତଥା ରୋ-ମାଣ୍ଟି-କ, କମେଡି, ବେଲି, ପାର୍ଟନର ଡ୍ୟାନ୍ସ ଆଦି ଦେଖିବାକୁ ପାଇଥିବେ ନିଶ୍ଚିତ।

କିନ୍ତୁ କଣ ଆପଣ କେବେବି ଜଣେ ଶିକ୍ଷୟତ୍ରୀଙ୍କୁ ଜଣେ ଛାତ୍ରଙ୍କ ସହିତ ଡୁଏଟ ଡ୍ୟାନ୍ସ କରୁଥିବାର ଦେଖୁଛନ୍ତି। ନିଶ୍ଚିତ ଭାବରେ ନା କାରଣ ଆମ ଭାରତରେ ଏହିଭଳି ପ୍ରାୟ ହୁଏ ନାହିଁ, କିନ୍ତୁ ଆମେ ଆପଣଙ୍କୁ ଯେଉଁ ଭାଇରାଲ ଭିଡ଼ିଓ ବିଷୟରେ କହିବୁ ତାହା ଏହିପରି କିଛି ରହିଛି

ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏକ ବିଦ୍ୟାଳୟର ଭିଡ଼ିଓ ନି-ଆଁ ପରି ଭାଇରାଲ ହେବାରେ ଲାଗିଛି ଏହାକୁ ଯିଏ ଦେଖୁଚଛି ସେ ମୁଣ୍ଡରେ ହାତ ଦେଇଛନ୍ତି। ତେବେ ଭିଡ଼ିଓଟି କିଛି ଏହି ପରି ରହିଛିକି ଏକ ବିଦ୍ୟାଳୟ ର କୌଣସି ଫଙ୍କ-ସନ ଚାଲିଥିବା ସମୟରେ ସେହି ବିଦ୍ୟାଳୟର ଜଣେ ଶିକ୍ଷୟତ୍ରୀ ଜଣେ ଛାତ୍ରଙ୍କ ସହ ଡ୍ୟାନ୍ସ କରୁଛନ୍ତି। ତେବେ ତାହା ମଧ୍ୟ ଏହିପରି ସାଧାରଣ ଡ୍ୟାନ୍ସ ନୁହେଁ ବରଂ ଛାତ୍ର ଜଣଙ୍କ ମାଡାମଙ୍କ ସହ ଡୁଏଟ ଡ୍ୟାନ୍ସ କରିଛନ୍ତି।

ଏହି ଭିଡ଼ିଓରେ ଦେଖାଯାଇଛିକି ଛାତ୍ର ଜଣଙ୍କ ସ୍କୁଲ ୟୁନିଫର୍ମରେ ଅଛନ୍ତି କିନ୍ତୁ ମାଡାମ ଜଣଙ୍କ ବ୍ଲୁ ରଙ୍ଗ ଶାଢ଼ୀ ପିନ୍ଧିଛନ୍ତି। ଆଉ ବହୁତ ସୁନ୍ଦର ମଧ୍ୟ ଲାଗୁଛନ୍ତି। ତେବେ ଉଭୟ ଛାତ୍ର ଓ ମାଡାମ ଏକ ରୋ-ମାଣ୍ଟି-କ ସଙ୍ଗରେ ପ୍ରେମୀ ଯୁଗଳଙ୍କ ପରି ରୋ-ମାଣ୍ଟି-କ ଡ୍ୟାନ୍ସ କରୁଛନ୍ତି। ତେବେ ଏହି ଡ୍ୟାନ୍ସ ଭିଡ଼ିଓଟିକୁ କେହି ଜଣେ ନିଜ ମୋବାଇଲରେ ରେ-କ-ର୍ଡ କରି ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ତେବେ ଏହି ଭିଡ଼ିଓଟିକୁ ସୋସିଆଲ ମିଡ଼ିଆରେ ଆସିବା ପରେ ସବୁ ଆଶ୍ଚର୍ଯ୍ୟ ଚକିତ ହୋଇ କେବଳ ଦେଖୁଛନ୍ତି। ତେବେ ଭିଡ଼ିଓଟି ବହୁତ କମ ସମୟ ମଧ୍ଯରେ ବହୁତ ଭାଇରାଲ ହୋଇଛି ଏବଂ ଲୋକମାନେ ଏହାକୁ ଭିନ୍ନ ଧରଣର କମେଣ୍ଟ ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *