ବଲିଉଡ ଅଭିନେତ୍ରୀଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର କ୍ରିକେଟର ଈଶାନଙ୍କ ଗର୍ଲପ୍ରେଣ୍ଡ,ଦେଖନ୍ତୁ ଫୋଟୋ !

କ୍ରିକେଟ୍ ପ୍ରେମୀମାନଙ୍କ ପାଇଁ ଏହି ସମୟ କୌଣସି ପର୍ବ କିମ୍ବା କୌଣସି ଖାସ୍ ମୌକା ଠାରୁ କିଛି କମ୍ ନୁହେଁ | ଏହି ସମୟରେ IPL 2022 ଚାଲିଛି | ଏମିତିରେ ଆଇପିଏଲ୍ ଦେଖୁଥିବା ଦର୍ଶକମାନେ ନିଜ ଘରେ ହିଁ ଏହାକୁ ଉପଭୋଗ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିନେଇଛନ୍ତି | କେବଳ ଆଇପିଏଲ୍ ହିଁ ନୁହେଁ କ୍ରିକେଟ୍ ଟୁର୍ନାମେଣ୍ଟରେ ହେଉଥିବା ସମସ୍ତ ମ୍ୟାଚ୍ ପ୍ରତି ଏହି ଦର୍ଶକଙ୍କ ଉତ୍ସାହ ଦେଖିବାକୁ ଯୋଗ୍ୟ ହିଁ ରହିଥାଏ

ଏପରି ପରିସ୍ଥିତିରେ, ଏହି ଦର୍ଶକମାନେ ମଧ୍ୟ ସେମାନଙ୍କର ପ୍ରିୟ ଖେଳାଳିଙ୍କୁ ଖୋଲାଖୋଲି ସମର୍ଥନ ମଧ୍ୟ କରନ୍ତି | ଯଦି ଆମେ ପ୍ରିୟ କ୍ରିକେଟରଙ୍କ ବିଷୟରେ କହିବା ତେବେ ଆଜିକାଲି ଭାରତୀୟ ବ୍ୟାଟ୍ସମ୍ୟାନ୍ ଇଶାନ କିଶନଙ୍କ ଫ୍ୟାନ ଫଲୋଇଙ୍ଗ ବହୁତ ବଢ଼ିବାରେ ଲାଗିଛି | ଏମିତିରେ ଲୋକମାନେ ଇଶାନ କିଶନଙ୍କ ବିଷୟରେ ମଧ୍ୟ ବହୁତ କିଛି ଜାଣିବାକୁ ପସନ୍ଦ କରୁଛନ୍ତି |

ଇଶାନଙ୍କ ଗର୍ଲପ୍ରେଣ୍ଡ ଆଗରେ ସବୁ ଫେଲ୍ :-

ନିଜର ଦମଦାର ବ୍ୟାଟିଂ ରୁ ଇଶାନ କିଶନ ଆଜି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ନିଜ ପାଇଁ ଯାଗା ବାନେଇପାରିଛନ୍ତି। କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଇଶାନଙ୍କ ହୃଦୟରେ କିଏ ଅଛନ୍ତି | ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ଆପଣଙ୍କର ପ୍ରିୟ ଖେଳାଳି ଇଶାନ କିଶନଙ୍କ ଗର୍ଲଫ୍ରେଣ୍ଡଙ୍କ ବିଷୟରେ କହିବାକୁ ଯାଉଛୁ |ପ୍ରକୃତରେ ଇଶାନ କିଶନଙ୍କ ଗର୍ଲଫ୍ରେଣ୍ଡ ଆଜିକାଲି ସବୁଠି ଛାଇ ହୋଇ ରହିଛନ୍ତି |

କୌଣସି ବଡ଼ ସେଲିବ୍ରିଟି ନହେବା ସତ୍ୱେ ମଧ୍ୟ ଇଶାନ କିଶନଙ୍କ ଗର୍ଲଫ୍ରେଣ୍ଡ ହେଡଲାଇନରେ ରହିଛନ୍ତି | ପ୍ରକୃତରେ ଇଶାନଙ୍କ ଗର୍ଲଫ୍ରେଣ୍ଡଙ୍କର ହେଡଲାଇନରେ ଆସିବାର କାରଣ ହେଉଛି ତାଙ୍କର ସୌନ୍ଦର୍ଯ୍ୟ | ପ୍ରକୃତରେ ଇଶାନ କିଶାନଙ୍କ ଗର୍ଲଫ୍ରେଣ୍ଡମାନେ ଦେଖିବାକୁ ଏତେ ସୁନ୍ଦର ଯେ ତାଙ୍କ ଆଗରେ ବଲିଉଡର ବଡ଼-ବଡ଼ ଅଭିନେତ୍ରୀମାନେ ମଧ୍ୟ ଫେଲ୍ ହେଇଯିବେ |

ଫ୍ୟାଶନ ଦୁନିଆରେ ନାମ ଅର୍ଜନ କରୁଛନ୍ତି :-

ଆମେ ଆପଣଙ୍କୁ କହିରଖୁଛୁ ଯେ ଇଶାନଙ୍କ ନାମ ଆଦିତି ହୁଣ୍ଡିୟା ଅଟେ, ଯିଏ କି ଜଣେ ମଡେଲ ଏବଂ ଆଜିକାଲି ସେ ଏକ ସୋସିଆଲ ମିଡିଆ ସେନ୍ସେସ୍ ବନିପାରିଛନ୍ତି | ଇଶାନଙ୍କ ଗର୍ଲଫ୍ରେଣ୍ଡ ବିଷୟରେ ଆପଣଙ୍କୁ କହିରଖୁଛୁ ଯେ ଅଦିତି ଆଜିକାଲି ଫ୍ୟାଶନ ଦୁନିଆରେ ତାଙ୍କ ନାମ ଅର୍ଜନ କରୁଛନ୍ତି | ଏବଂ ଗ୍ଲାମରର ଏକ ବଡ ଚେହେରା ମଧ୍ୟ ବନିପାରିଛନ୍ତି |

ସୋସିଆଲ ମେଡ଼ିଆରେ ରୁହନ୍ତି ଆକ୍ଟିଭ :-

ନିକଟରେ ହିଁ ଆଦିତି ପୋଲାଣ୍ଡରେ ଆୟୋଜିତ ମିସ୍ ସୁପର ନ୍ୟାସନାଲ ପ୍ରତିଯୋଗିତାରେ ଭାଗ ନେଇଥିଲେ | ଯେଉଁପରି କି ଆମେ ଆପଣଙ୍କୁ କହିଥିଲୁ ଆଦିତି ଏହି ଦିନ ମାନଙ୍କରେ ସୋସିଆଲ୍ ମିଡିଆ ସେନ୍ସେସ୍ ବନିସାରିଛନ୍ତି | ଏମିତିରେ ନିଜର ପ୍ରୋଫାଇଲକୁ ମ୍ୟାନେଜ କରିବା ସହିତ ଏବଂ ନିଜ ଫ୍ୟାନ୍ ମାନଙ୍କ ପାଇଁ ଆଦିତି ପ୍ରାୟତଃ ସୋସିଆଲ ମେଡ଼ିଆରେ ଆକ୍ଟିଭ ରୁହନ୍ତି | ସେ ପ୍ରାୟ ସବୁଦିନ ନୂଆ-ନୂଆ ଫୋଟୋଜ ଏବଂ ଭିଡ଼ିଓ ପୋଷ୍ଟ କରି ନିଜ ଫ୍ୟାନ୍ସ ମାନଙ୍କ ହୃଦୟ ଜିତିବାପାଇଁ ଚେଷ୍ଟା କରନ୍ତି |

Leave a Reply

Your email address will not be published. Required fields are marked *