କେମିତି କଲେ ମାନସଙ୍କୁ ହ-ତ୍ୟା? ଡେମୋ ବେଳେ କା-ନ୍ଦି କା-ନ୍ଦି ସବୁ କହିଲେ ଶର୍ମିଷ୍ଠା,ଦେଖନ୍ତୁ ଭିଡ଼ିଓ

ତେବେ ୫ ଦିନିଆ ରିମାଣ୍ଡର ଚତୁର୍ଥ ଦିନରେ ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରି ଅପ-ରାଧର ଛାପ ଥିବା ୩ଟି ଜିଲ୍ଲାକୁ ନେଇ କ୍ରାଇମବ୍ରାଞ୍ଚ ଡେମୋ କରାଇଛି । ଚାନ୍ଦବାଲିର ପଳାଶପୁର ପରେ ଭୁବନେଶ୍ୱରର ଦୟାଲ ଆଶ୍ରମ । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହ-ତ୍ୟା ମା-ମ-ଲାରେ କ୍ରାଇମ ସ୍ପଟ୍‌ରେ ଡେମୋ ଦେଖାଇଲେ ଶର୍ମିଷ୍ଠା । ମାନସଙ୍କୁ ପଳାଶପୁରରୁ ଅପ-ହର-ଣ ପରେ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମରେ ହ-ତ୍ୟା କରାଯାଇଥିଲା । କଡ଼ା ସୁର-କ୍ଷାରେ ଦୟାଲ ଆଶ୍ରମରେ ଶର୍ମିଷ୍ଠା ଡେମୋ ଦେଖାଇଛନ୍ତି ।

କେମିତି ମାନସଙ୍କୁ ହ-ତ୍ୟା କରାଯାଇଥିଲା ତାର ଡେମୋ ଦେଖାଇଥିଲେ । ପ୍ରାୟ ୨୦ ମିନିଟ ଧରି ଡେମୋ ଦେଖାଇବା ବେଳେ ଭୋ ଭୋ କାନ୍ଦିଥିଲେ ଶର୍ମିଷ୍ଠା । ଏହାପରେ କ୍ରାଇମବ୍ରାଞ୍ଚ ଟିମ ତାଙ୍କୁ ନେଇ ନୟାଗଡ଼ ଯାଇଥିଲା । ନୟାଗଡ଼ ରଣପୁରରେ ମାନସଙ୍କ ମୃ-ତଦେ-ହ ପୋତା ଯାଇଥିବା ସ୍ଥାନରେ ପୁଣି ସିନ୍‌ ରିକ୍ରିଏସନ କରିଛନ୍ତି ଶର୍ମିଷ୍ଠା । ମାନସ ସ୍ୱାଇଁ ହ-ତ୍ୟା ଘଟ-ଣାରେ ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ପ୍ରଥମେ ଚାନ୍ଦବାଲି ପଳାଶପୁର ଠାରେ ୨ଟି ସ୍ଥାନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ ଡେମୋ ଦେଖାଇଥିଲେ ।

ପ୍ରଥମେ ଚାନ୍ଦବାଲି ପଳାଶପୁରରେ ପହଞ୍ଚି କ୍ରାଇମସିନ୍‌ ରିକ୍ରିଏସନ୍‌ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌ । ୨ଟି ସ୍ଥାନରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌କୁ ଡେମୋ ଦେଖାଇଥିଲେ । କେମିତି ମାନସଙ୍କୁ ଅପ-ହର-ଣ କରାଯାଇଥିଲା, ଡେମୋ ଦେଖାଇଥିଲେ ଶର୍ମିଷ୍ଠା ରାଉତ । ଅପ-ରାଧର ପ୍ରତିଟି ଦୃ-ଶ୍ୟପ-ଟ୍ଟକୁ ଶର୍ମିଷ୍ଠା କେଉଁଠି କା-ନ୍ଦି କା-ନ୍ଦି ଡେମୋ ଦେଖାଇଲେ ତ ଆଉ କେଉଁଠି ଲୋକଙ୍କଠୁ ମୁହଁ ଲୁ-ଚାଇ-ଲେ । ହ-ତ୍ୟାକା-ଣ୍ଡ ପଛର ଏକମାତ୍ର କାରଣ ମେମୋରୀ ଚିପ୍‌ ନୁହେଁ ବୋଲି ଅନୁମାନ କରାଯାଉଛି ।

ମାନସ ସ୍ୱାଇଁ ହ-ତ୍ୟା ମା-ମ-ଲାରେ ଗି-ର-ଫ ଅଭି-ଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାଲିଛି ମାରାଥନ୍‌ ଜେ-ରା । ତିନି ଦିନ ହେଲା ଜେ-ରାରେ କ୍ରାଇମବ୍ରାଞ୍ଚ ହାତରେ କିଛି ନୂଆ ସୁରାକ ଲାଗିଛି । ତେବେ ସୂଚନା ମୁତାବକ ମାନସଙ୍କ ଶ-ବ ପୋତିବା ପାଇଁ ରାସ୍ତାରେ ଯିବା ବେଳେ ରାଜସୁନାଖଳାରୁ ୧୦ କେଜି ଲୁଣ କିଣିଥିଲେ ଅଭି-ଯୁକ୍ତ । ଆଉ ଝୁନାଙ୍କ ସହ ମିଶି ଶର୍ମିଷ୍ଠା ଝୋଟ ଅଖା, ସୁତୁଲି, ଗ୍ଲୋଭସ କିଣିଥିଲେ ଭୁବନେଶ୍ୱର ୧ ନମ୍ବର ମାର୍କେଟରୁ । ରାଜସୁନାଖଳାରୁ କୋଦାଳ, ଗଇଁତି କିଣିଥିଲେ ଭାଗ୍ୟଧର, ରଞ୍ଜନ ନାୟକ । ଆଉ ସବୁ ଜିନିଷ ଧରି ମାନସଙ୍କ ଶ-ବକୁ ବଧିପାଟଣାରେ ପୋ-ତିଥିଲେ ବୋଲି ଶର୍ମିଷ୍ଠା କ୍ରାଇମବ୍ରାଞ୍ଚକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *