ନିଜ ପଞ୍ଚାୟତକୁ ବର୍ଷକୁ କେତେ ଟଙ୍କା ଆସୁଛି ? ଦେଖନ୍ତୁ ନିଜ ମୋବାଇଲରେ………

ନିଜ ପଞ୍ଚାୟତକୁ କେତେ ଟଙ୍କା ଆସୁଛି?ନିଜ ମୋବାଇଲ ରେ କିପରି ଜାଣିବେ।ଆସନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ।

ନିର୍ବାଚନ ସରିବା ପରେ ଏବେ ଚଳଚଞ୍ଚଳ ଉଠିଛି ନିର୍ବାଚନ ମଣ୍ଡଳୀ । ନିର୍ବାଚନରେ ଜିତିବା ପରେ ନୁଆ ପଦବିରେ ପଦ ଦେଇଛନ୍ତି ଅନେକ ବିଜେତା । ଆଜି ତେବେ ଆମେ ସେମାନଙ୍କ ପଦବୀର ନିୟମ ବିଷୟରେ ଜାଣିବା । ତାହାଲେ ଆସନ୍ତୁ ଜାଣିବା କଣ ରହିଚି ଏହି ନିୟମ ।ତେବେ ଆମେ ଆଜି ଜାଣିବା ଆମ ପଞ୍ଚାୟତକୁ କେତେ ଟଙ୍କା ଆସୁଚି ତାହା କିପରି ଭାବରେ ଖର୍ଚ୍ଚ ହୁଏ ତାହାକୁ କାମରେ ଲାଗିଥାଏ ।ଏହି ସବୁର ବିବରଣୀ ଆସନ୍ତୁ ଜାଣିବା। କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆମ ପଞ୍ଚାୟତକୁ ଉନ୍ନତି କରିବା ପାଇଁ ଅନେକ ତାଙ୍କ ବ୍ୟୟ କରିଥାନ୍ତି। କି କାର୍ଯ୍ୟ ପାଇଁ କେତେ ଟଙ୍କା ଆସୁଚି ତାହା କିପରି ଜାଣିବା ତାହା ନେଇ ଆସନ୍ତୁ ଜାଣିବା।

1. ପ୍ରଥମେ ମୋବାଇଲରେ ପ୍ଲେ ଷ୍ଟୋରକୁ ଯାଇ ସେଠାରେ ଇ-ଗ୍ରାମ ସୋରଜ୍ ନାମକ ଏକ ଆପ୍ଲିକେସନକୁ ଡାଉନଲୋଡ କରିବା କୁ ପଢ଼ିବ।

2. ଏହାପରେ ଆପଣଙ୍କ ଫୋନରେ ଏହି ଆପ୍ଲିକେସନକୁ ଖୋଲିବେ ଓ ତାହା ପରେ ଆପଣଙ୍କ ଫୋନରେ ଏହି ଆପ୍ଲିକେସନ ରୁ ଏକ ପରଦା ଆସିବ ଯେଉଁଠାରେ ଆପଣଙ୍କୁ ସେ ଏହି ଆପରେ ଲୋକେସନ ଆସିବ।

3.ଏହା ପରେ ଆପଣ ସେଠାରେ ଓଡିଶା ବୋଲି ସିଲେକ୍ଟ କରିବେ ଏହା ପରେ ସେ ସେଠାରେ ଡିଷ୍ଟ୍ରିକ୍ଟ ମାଗିବ ଯୋଉଠି ଆପଣ ରହୁଥିବା ସ୍ଥାନର ନାମ ଦେବେ।

4. ଏହାପରେ ପଞ୍ଚାୟତ ସମିତି ର ନାମ ଦାଖଲ କରିବାକୁ ପଢିବ। ଏହା ପରେ ସେଠାରେ ଥିବା ସିଲେକ୍ଟ ବଟନ୍ କୁ କ୍ଲିକ୍ କରିବାକୁ ପଢ଼ିବ

5.ଏହାପରେ ସେଠାରେ ମସିହା ଗୁଡ଼ିକ ମାଗିବ ସେଠାରେ ଆପଣ 2022-23 ଦେବେ ଯାହା ଫଳରେ ଆପଣ ସବୁ ବିବରଣୀ ଦେଖିପାରିବେ।

Leave a Reply

Your email address will not be published. Required fields are marked *