ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ, ସାପଙ୍କୁ ସାଙ୍ଗ କରିଛି କୁନି ଝିଅଟି,ସାପ କାମୁ-ଡ଼ିଲେ ମଧ୍ୟ କିଛି ଫରକ୍ ପଡୁନି

ଆପଣମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି।

ନାଗ ସାପ ଚୋ-ଟ ମା-ରିଲେ ନିମିଶକେ ଜୀବନ ଚାଲି ଯାଇଥାଏ, ହେଲେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଝିଅଟି ଉପରେ ସେହି ସାପ ମାନଙ୍କର ଚୋ-ଟର କୌଣସି ବି ପ୍ର-ଭା-ବ ପଡୁନି। ଗୋଟିଏ ସାପ ନୁହେଁ, ଏଭଳି ଅନେକ ସାପ ଅଛନ୍ତି ଯେଉଁମାନେ କି ତାକୁ ଚୋ-ଟ ପରେ ଚୋ-ଟ ମା-ରି ଚାଲୁଛନ୍ତି ତଥାପି ଝିଅଟିର କିଛି ବି ରିଆକ୍ସନ୍ ନାହିଁ। ନିର୍ଭ-ୟରେ ସେ ବସିଛି

ଆଉ ତା ଚାରିପଟେ ଅନେକ ସାପ ତାକୁ ଘେରି ହୋଇ ରହିଛନ୍ତି। ସେହି ସାପ ଗୁଡିକ ତାକୁ ଚୋ-ଟ ମଧ୍ୟ ମା-ରୁଛନ୍ତି, ହେଲେ ତାକୁ ଟିକେ ହେଲେ ବି ଡ-ର ଲାଗୁନି ,ସେ ସେଠାରୁ କୁଆଡେ ଉଠିକି ଯିବା ତ ଦୂରର କଥା ସେ ସେଠାରୁ ହଲୁ ମଧ୍ୟ ନାହିଁ ବରଂ ସେମାନଙ୍କ ସହ ସେ ଖେଳୁଛି। ସେହି ସାପ ଗୁଡିକ କୌଣସି ଛୋଟ ସାପ ନୁହେଁ, ସେହି ସାପ ମାନଙ୍କର ଲମ୍ବ ୨୦ ଫୁଟ୍, ହେଲେ ସେହି ଛୋଟ ଝିଅଟି ଏତେ ବଡ ବଡ ସାପ ମାନଙ୍କୁ ନିଜ ହାତରେ ଯେଉଁ ଭଳି ଧରୁଛି ତାହା

ଦେଖିବାକୁ ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ଭିଡିଓ ଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଆଉ ଏହାକୁ ଯିଏ ବି ଦେଖୁଛି ସେ ଖୁବ୍ ଆଶ୍ଚର୍ଯ୍ୟ ହେଉଛି। ଏହି ଭିଡିଓ ଏକ ସ୍ନେକ୍ ୟୁନିଟ୍ ନାମକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର୍ କରା ଯାଇଥିଲା, ଆଉ ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୭୧ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଅନେକ ଏହି ଭିଡିଓ ଟିକୁ ପସନ୍ଦ କରିବା ସହ ଆଉ ଅନେକ ଲୋକ ଝିଅଟିର ସାହାସ କୁ ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *