ସାହିପାରିଲେନି ଗା-ଳି ,ଫଟେଇଦେଲେ ଗାଲ ..ଯୁବତୀଙ୍କ ଗାଲରେ ସ୍ୱିଗି ବଏଙ୍କ ରହିଗଲା ପାପୁଲି ଚିହ୍ନ

ଆଜିକାଲିକା ଆଧୁନିକ ଯୁଗରେ ସବୁକିଛି ରେ-କ-ର୍ଡ ହେଉଛି । ଆଜିକାଲି ଦୁନିଆରେ ଲୋକମାନେ କଣ କରୁଛନ୍ତି ଜାଣି ପାରୁନାହାନ୍ତି । ଝିଅ ହୋଇକରି ମଧ୍ୟ ସେମାନେ ପୁଅମାନଙ୍କ ଭଳି ଖରାପ ଭାଷା ବ୍ୟବହାର କରୁଛନ୍ତି । ଝିଅମାନଙ୍କ ପାଖରେ ଅନେକ ପ୍ରକାରର ଗୁଣ ଥାଏ କିନ୍ତୁ ଆଜିକାଲି ଦୁନିଆରେ କିଛି ଝିଅ ଗୁଣକୁ ଭୁଲି ନିର୍ଗୁଣ ହୋଇଯାଉଛନ୍ତି । ଆଉ ଏହାକୁ ନିଜର କ୍ରେଡିଟ ବୋଲି ଭାବୁଛନ୍ତି । ସେମାନେ ଟିକେ ବି ଭାବି ପାରୁନାହାଁନ୍ତି ଏମିତି କାମ କରିବା ଦ୍ୱାରା ନିଜର ସମ୍ମାନ ହାନି ହେବା ସହ ପରିବାରର ଇ-ଜ୍ଜ-ତ ମଧ୍ୟ ନ-ଷ୍ଟ ହେଉଛି ।

ଏଭଳି ଏକ ନିନ୍ଦ-ନୀୟ ଘ-ଟଣା ଘଟିଛି ଆମ ରାଜଧାନୀ ଭୁବନେଶ୍ବରରେ ।ତେବେ ପାର୍କ ପାଖରେ ଯୁବକ ଯୁବତୀଙ୍କ ଛିଡା ହୋଇ କୌଣସି କାରଣ ରୁ ନିଜ ନିଜ ଭିତରେ ଝ-ଗ-ଡ଼ା କରୁଥିବା ନଜର ଆସିଥିଲେ । ଏହା ପରେ ପରେ ରାଜଧାନୀ ର ରାଜରାସ୍ତା ରେ ହାତାହାତି ହୋଇଛନ୍ତି ଯୁବକ-ଯୁବତୀ । ଭୁବନେଶ୍ୱର ଆଇଜି ପାର୍କ ନିକଟରେ ରାସ୍ତାରେ ଯୁବତୀ ଙ୍କ ହାଇ ଡ୍ରାମା ଦେଖି ପବ୍ଲିକ୍ ତାଜୁବ୍ ।

ଯୁବକଙ୍କୁ ଗା-ଳି କରି ନି-ର୍ଦ୍ଧୁ-ମ୍ ଛେଚିଲେ ଯୁବତୀ, ପବ୍ଲିକ୍ କଲେ ଭିଡିଓ । ଭିଡିଓ କରିବାକୁ ନେଇ ଯୁବତୀଙ୍କ ସହ ଆଉ ଜଣଙ୍କର ହାତାହାତି । ରାସ୍ତା କଡରେ ଝ-ଗ-ଡା ଲାଗିବା ତଥା ଅ-ଶ୍ଳୀ-ଳ ଭାଷାରେ ଗା-ଳିଗୁ-ଲଜ କରିବା ଜନୈକ ପ୍ରେମୀ ଯୁଗଳଙ୍କୁ ମ-ହ-ଙ୍ଗା ପଡିଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଇଜି ପାର୍କ ନିକଟରେ ଏହି ପ୍ରେମୀ ଯୁଗଳ ରାସ୍ତା ମଝିରେ ପରସ୍ପର ସହିତ ଝ-ଗ-ଡା କରୁଥିଲେ । ଲୋକ ଜମା ହୋଇଥିଲେ ମଧ୍ୟ ସମସ୍ତେ ନୀରବଦ୍ରଷ୍ଟା ସାଜି ଦେଖୁଥିଲେ । ଏହି ସମୟରେ ଜଣେ ଲୋକ ଏହାକୁ ଭିଡିଓ କରୁଥିଲେ , ଯାହାକୁ ଦେଖି ଯୁବତୀ ଜଣକ ସେହି ଲୋକ ଙ୍କ ସହିତ ପୁଣି ଝ-ଗ-ଡ଼ା କରିଥିଲେ ତଥା ଲୋକ ଙ୍କ ଠୁ ମୋବାଇଲ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ ।

ତେବେ ସେହି ସମୟ ରେ ସେଠାରେ ଯାଉଥିବା ଜଣେ ସ୍ୱିଗି ଡେଲିଭରୀ ବୟ ହସ୍ତକ୍ଷେପ କରିବା ସହିତ ଉଭୟଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ । ମାତ୍ର ଯୁବତୀ ଜଣଙ୍କ ଡେଲିଭରୀ ବୟଙ୍କ ଉପରକୁ ହାତ ଉଠାଇ ଦେଇଥିଲେ ଓ ଅ-ଶ୍ଳୀ-ଳ ଭାଷା ରେ ଗା-ଳି କରିଥିଲେ । ଯାହା ଫଳରେ ଯୁବତୀଙ୍କୁ ପି-ଟିଲେ ସ୍ୱିଗି ଗଞ୍ଜି ପିନ୍ଧିଥିବା ଯୁବକ । ଏହାପରେ ଉତ୍ୟକ୍ତ ଡେଲିଭରୀ ବୟ ଜଣଙ୍କ କଷି ଦେଇ ଯାଇଥିଲେ । ଚା-ପୁ-ଡା ପରେ ଚା-ପୁ-ଡା ମା-ରିବା ସହିତ ଘରେ କଣ ତୁମର ବାପା ଭାଇ ନାହାନ୍ତି ବୋଲି କହିଥିଲେ ଡେଲିଭରୀ ବୟ ।ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

Leave a Reply

Your email address will not be published. Required fields are marked *