କା-ନ୍ଦିଲେ ଓଡିଶାର ଲୋକପ୍ରିୟ କମେଡି ଅଭିନେତା ଯୋଗେଶ ଜୋଜୋ ! ସାହାଯ୍ୟ କରିବା ପାଇଁ ଯୋଡ଼ିଲେ ହାତ ! ଦେଖନ୍ତୁ ଭିଡ଼ିଓ

ଆମେ ସମସ୍ତେ ପରଦା ପଛରେ କାମ କରୁଥିବା ଆମର ସେଇ ହିରୋ ହିରୋଇନ୍ ଙ୍କୁ ବହୁତ୍ ପସନ୍ଦ କରିଥାଉ ଆଉ ତାଙ୍କ ଫିଲ୍ମ , ଷ୍ଟାଇଲ ସବୁ କିଛି ଦେଖି କରି ଆମେ ଆମ ତରଫରୁ କିଛି କିଛି ଯୋଡ଼ି ବାଛି ଥାଉ ଯାହାକି ଆମ ସମସ୍ତଙ୍କର ବହୁତ୍ ପସନ୍ଦ ହେଇଥାଏ ।ଆଉ ଆମେ ମାନେ ମଧ୍ୟ ସେଇ ଯୋଡ଼ି କୁ ବହୁତ୍ ପରିମାଣରେ ଭଲପାଇବା ଦେଇଥାଉ ।

ତେବେ ବର୍ତ୍ତମାନ ବ୍ୟସ୍ତ ଭରା ଜୀବନ ରେ ମନ ଖୋଲି ହସିବା ପାଇଁ ମଧ୍ୟ ସମୟ ନାହି । ଘରେ ଘରେ ଅଶାନ୍ତି ଲାଗି ରହିଛି । ଦୁଃ-ଖ ର ଭାର କମେଇବା ପାଇଁ ହସ ଗପ ପଢ଼ି ଥାଉ । କମେଡି ଭିଡ଼ିଓ ଦେଖି ଥାଉ । ଏହି ଭିଡ଼ିଓ ରେ ଅଭିନୟ କରୁଥିବା କଳାକାର ମାନେ ଲୋକ ମାନଙ୍କୁ ହସାଇବା ପାଇଁ ଅନେକ ପ୍ରଚେଷ୍ଟା କରି ଥାନ୍ତି । ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ହାସ୍ୟ ଅଭିନେତା ରହିଛନ୍ତି ।

ହାସ୍ୟ ଅଭିନେତା ଯୋଗେଶ ଜୋଜ ମନୋରଞ୍ଜନ ର ଆଗ ଧାଡ଼ି ର କଳାକାର । ଅନେକ ଚଳଚ୍ଚିତ୍ର ରେ ଦେଖିବାକୁ ମିଳିଛି । ହାସ୍ୟ ଅଭିନେତା ଭାବରେ ଘରେ ଘରେ ପରିଚିତ । ପଶ୍ଚିମ ଓଡ଼ିଶାର ଆଗ ଧାଡ଼ି ରେ ଥିବା କଳାକାର ମାନଙ୍କ ଠାରୁ ଅନ୍ୟତମ । ଏକ ଭିଡ଼ିଓ ରେ ଜୋଜୋ କାନ୍ଦି କାନ୍ଦି ସାହାଯ୍ୟ ମାଗିଛନ୍ତି ।

ଘ-ଟ-ଣା ହେଉଛି ଜଜୋ ଏକ ଚଳଚ୍ଚିତ୍ର ରେ ଅଭିନୟ କରିବାକୁ ଯାଉଛନ୍ତି ହେଲେ କିଛି ଲୋକ ତାଙ୍କୁ ଧ-ମ-କ ଦେଉଛନ୍ତି । ଶୀତଳ ଷଷ୍ଠୀ ରେ ଏହି ଫିଲ୍ମ୍ ରିଲିଜ୍ ହେବାକୁ ଯାଉଛି । ବର୍ତ୍ତମାନ ସେ ଭିଡ଼ିଓ ମାଧ୍ୟମ ରେ ଦର୍ଶକ ଙ୍କ ସମର୍ଥନ ପ୍ରାର୍ଥନା କରିଛନ୍ତି । ଏହି ଚଳଚ୍ଚିତ୍ର ର ସୁଟିଂ ଏପ୍ରିଲ୍ ମାସ ଠାରୁ ଆରମ୍ଭ ହେବାକୁ ଯାଉଚି । ଏହି ଫିଲ୍ମ୍ ପଶ୍ଚିମ ଓଡ଼ିଶା ସମସ୍ତ ସିନେମା ହଲ୍ ରେ ଲାଗିବ ବୋଲି ସେ କହିଛନ୍ତି । ଏହି ଚଳଚ୍ଚିତ୍ରରେ ସେ ଅନେକ ଟଙ୍କା ଖର୍ଚ୍ଚ କରିବେ କେବଳ ଦର୍ଶକ ଙ୍କ ସମର୍ଥନ ପାଇଁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *