ପାର୍କରେ କପଲ ଇଲୁ-ଇଲୁ କରୁଥିବା ସମୟରେ ଧରା ପଡିଗଲେ,ଆଉ ତା’ପରେ ଯାହା ହେଲା …ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ସମୟରେ ଘଟୁଥିବା ସମସ୍ତ ପ୍ରକାର ଘ-ଟଣା ଓ ଖବର ଧୀରେ ଧୀରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ଲୋକମାନେ ଯେକୌଣସି ସ୍ଥାନରେ ରହି ଏହିବୁ ଘଟ-ଣାଗୁଡିକ ବିଷୟରେ ଅତି ସହଜରେ ବର୍ତ୍ତମାନ ଜାଣି ପାରୁଛନ୍ତି। ବନ୍ଧୁଗଣ ଆପଣ ସୋସିଆଲ ମିଡିଆ ମାଧ୍ୟମରେ ଏପରି ମଧ୍ୟ କିଛି ଭିଡିଓ ଭାଇରାଲ ହେଉଅଛି ଯାହା ବିଷୟରେ ଆପଣମାନେ ଜାଣିଲେ ଆପଣଙ୍କର ହୋସ ନିଶ୍ଚିତ ଉଡିଯିବ। ଆଜି ଆମେ ଆପଣମାନଙ୍କ ପାଇଁ କିଛି ଆଶ୍ଚ-ର୍ଯ୍ୟଜ-ନକ ଘଟ-ଣାର ଭିଡିଓ ସାମ୍ନାକୁ ନେଇ ଆସିଛୁ। ଆସନ୍ତୁ ଏହି ଭିଡିଓ ଗୁଡିକ ବିଷୟରେ ଜାଣିବା।

୧। ଜାନୁୟାରୀ ୨୦୧୩ ତାରିଖରେ ଚୀନରେ ଏକ ଟୁରିଷ୍ଟ ଏରିଆର ପାର୍କିଙ୍ଗ ଲଟରେ ରାତି ଦୁଇଟାରେ ଗୋଟେ ଏକ ଗାଡି ଆସିଲା। ଯେତେବେଳେ ପାର୍କିଙ୍ଗ କର୍ମଚାରୀ ଟଙ୍କା ପାଇଁ ହାତ ବଢାଇଲା ସେତେବେଳେ ସେ ଯାହା ଦେଖିଲା ଜାଣିଲେ ଆପଣଙ୍କର ହୋସ ଉଡିଯିବ। ସେହି ଗାଡି ଭିତରେ କେହିବି ନଥିଲେ। ହେଲେ ସେହି ଗାଡି ଚଳଉଥିବା ଜଣେ ଯୁବତୀ କର୍ମଚାରୀଙ୍କୁ ଡରାଇ ସେ ସ୍ଥାନରୁ ସେ ଚମ୍ପଟ ମା-ରିଥିଲେ।

୨। ଗତବର୍ଷ ଡିସେମ୍ବର ମାସରେ ମହାରାଷ୍ଟ୍ରର ପୁରନ୍ଦର ପ୍ରିମିୟର ଲିଗ ଚାଲିଥିଲା। ଏହି ମ୍ଯାଚରେ ଥିବା ଅମ୍ପେୟାର ସାରା ଦୁନିଆର ମନ ଜିତିଥିଲେ। ୱାଇଟ ବଲ ପଡିବା ମାତ୍ରେ ଅମ୍ପେୟାର ନିଜ ହାତକୁ ବ୍ୟବହାର ନକରି ଗୋଡରେ ସୂଚନା ଦେଇଥିଲେ ଯାହା ଦେଖି ଖେଳାଳିମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହା ସହ ଆଉଟ ହେବାର ସିଗନାଲ ମଧ୍ୟ ଏହି ଅମ୍ପେୟାର ଭିନ୍ନ ଭିନ୍ନ ଢଙ୍ଗରେ ଦେଇଥିଲେ।

୩। ବନ୍ଧୁଗଣ ଆପଣମାନେ ଆମ ତୃତୀୟ ଭିଡିଓ ବିଷୟରେ ଜାଣିଲେ ଆପଣଙ୍କର ମଧ୍ୟ ହୋସ ଉଡିଯିବ। ଏହି ଭିଡିଓରେ ଏକ କୁକୁର ମୁହଁ ଦେଖାଯାଉଛି। କିନ୍ତୁ ସେ କୁକୁର ନୁହେଁ ବିଲେଇ। ବିଲେଇର ରଙ୍ଗ ହିଁ ଏମିତି ହୋଇଛିକି ଯାହା କୁକୁର ମୁହଁ ପରି ଦେଖା ଯାଉଥିଲା।

୪। ବିହାର ପୋ-ଲି-ସର ପରୀକ୍ଷା ହେବା ସମୟରେ ଜଣେ ଯୁବକ ନିଜ ଚଡି ଭିତରେ ମାଇକ୍ରୋ ଫୋନ ଲୁ-ଚାଇ ଆଣି ଥିଲା ଓ ନିଜ କାନ ଭିତରେ ମାଇକ୍ରୋ ଇୟର ଫୋନ ମଧ୍ୟ ରଖିଥିଲା। ହେଲେ ପରୀକ୍ଷା ଦେବା ସମୟରେ ସେହି ଇୟର ଫୋନଟି ତାର କାନ ଭିତରକୁ ପଶିଗଲା ଯାହାଫଳରେ ଯୁବକ ଜଣକ ଜୋର ଜୋର ସେ ଚି-ତ୍କା-ର କରିବାକୁ ଲାଗିଲା। ଏହା ପରେ ପ୍ରଥମେ ତାକୁ ହସ୍ପିଟାଲ ଓ ପରେ ତାକୁ ଥା-ନାକୁ ନିଆ ଯାଇଥିଲା।

୫। ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ବୃଦ୍ଧ ମଣିଷ ଓ ଜଣେ କମ ବର୍ଷର ଝିଅ ପାର୍କରେ ରୋ-ମା-ନ୍ସ କରୁଛନ୍ତି । ରୋ-ମା-ନ୍ସ କରୁଥିବା ସମୟରେ ପାର୍କରେ ଥିବା କିଛି ଲୋକ ଏହାକୁ ବହୁତ ବି-ରୋ-ଧ କରୁଛନ୍ତି। କିନ୍ତୁ ଏହି ଭିଡିଓଟି ପ୍ରକୃତରେ ଏକ ଫ୍ରାଙ୍କ ଭିଡିଓ ଅଟେ।

Leave a Reply

Your email address will not be published. Required fields are marked *