ଖୁସିଭରା ଜୀବନ ପାଇଁ ବିବାହିତ ପୁରୁଷମାନେ ନିଶ୍ଚିତ ଖାଆନ୍ତୁ ଏହି ତିନୋଟି ଜିନିଷ, ବଢିଯିବ ଶରୀରର ‘ଶକ୍ତି’

ବିବାହ ପରେ ନିଜକୁ ଫିଟ ଓ ସୁସ୍ଥ ରଖିବା ପ୍ରତ୍ଯେକ ପୁରୁଷ ଚାହାନ୍ତି। କାରଣ ଫିଟ ରହିବା ଦ୍ଵାରା ଶରୀରରେ କମଜୋରି ରହେନାହିଁ। ଓ ଶରୀର ଫିଟ ରୁହେ। ଯାହା ଫଳରେ ବିବାହିତ ଜୀବନ ସୁଖମୟ ରୁହେ। ଏହି କାରଣ ହେଉଛିକି ବର୍ତ୍ତମାନ ସମୟର ବ୍ୟସ୍ତବହୁଳ ଜୀବନରେ ପ୍ରତ୍ଯେକ ମଣିଷ ନିଜକୁ ଫିଟ ରଖିବାକୁ ଚାହାନ୍ତି।

ଖାସ ଭାବରେ ଯେତେବେଳେ କଥା ପୁରୁଷଙ୍କର ଆସେ ସେତେବେଳେ ସେମାନେ ନିଜ ଶରୀର ପାଇଁ ସତର୍କ ରହିବା କଥା। ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଏମିତି ଜିନିଷ ବିଷୟରେ କହିବା ପାଇଁ ଯାଉଛୁ, ଯାହାର ସେବନ କରିବା ଦ୍ଵାରା ପୁରୁଷଙ୍କୁ ଗଜବ ପ୍ରକାର ଲାଭ ମିଳିଥାଏ। ଏହି ତିନୋଟି ଜିନିଷ କେବଳ ଆପଣଙ୍କୁ ଫିଟ ରଖିଥାଏ ବରଂ ଅନେକ ରୋଗରୁ ଆପଣଙ୍କୁ ରକ୍ଷା କରିଥାଏ।

ବିବାହିତ ପୁରୁଷ ଖାନ୍ତୁ ଏହି ତିନୋଟି ଜିନିଷ:-

ଆମେ ଆପଣଙ୍କୁ ତିନୋଟି ଖାଦ୍ଯ ବିଷୟରେ କହିବା ପାଇଁ ଯାଉଛୁ, ଏହି ତିନୋଟି ଖାଦ୍ଯକୁ ଯଦି ଆପଣ ନିୟମିତ ବ୍ୟବହାର କରିବା ଆରମ୍ଭ କରିଦେବେ ତେବେ ଆପଣଙ୍କୁ ଶାରୀରିକ କମଜୋର ରହିବ ନାହିଁ। ବରଂ ଆପଣଙ୍କର ଶକ୍ତି ବଢିବ। ଏହା ବ୍ଯତୀତ ଆପଣଙ୍କୁ ଅନେକ ରୋଗରୁ ମଧ୍ୟ ରକ୍ଷା କରିବ। କାରଣ ଏହି ଖାଦ୍ଯରେ ପ୍ରୋଟିନ, ପଟାସିୟମ ଓ ଏମିତି ଅନେକ ପୋଷକ ତତ୍ଵ ଅଛି ଯାହା ପୁରୁଷଙ୍କ ପାଇଁ ଲାଭଦାୟକ ଅଟେ।

୧। ଦେଶୀ ଘିଅ:-

ଦେଶୀ ଘିଅ ଏକ ଏମିତି ଖାଦ୍ଯ ଯାହା ସବୁ ଘରେ ପ୍ରସ୍ତୁତ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତିକି ଘିଅର ସେବନ କରିବା ପୁରୁଷଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଘିଅରେ ଏମିତି ଅନେକ ନ୍ୟୁଟ୍ରିସନ ଅଛି ଯାହାକି ପୁରୁଷଙ୍କୁ ଆବଶ୍ୟକ ଥାଏ। ଘିଅରେ ଫାଇଟୋନ୍ୟୁଟ୍ରିସନ ସେକସୁଆଲ ଷ୍ଟ୍ରେଗ୍ଥକୁ ବଢାଇବା ଭଳି ତତ୍ଵ ମିଳିଥାଏ। ଯାହା ଆପଣଙ୍କର ସ୍ୱାସ୍ଥ୍ୟକୁ ଭଲ ରଖିଥାଏ।

ଏହା ବ୍ଯତୀତ ଘିଅ ଖାଇବା ଫଳରେ ହାଡ ମଜବୁତ ହୁଏ। ଶରୀର କମଜୋର ମଧ୍ୟ ହୁଏ ନାହିଁ। ସେଥିପାଇଁ ପୁରୁଷଙ୍କୁ ସବୁବେଳେ ଘିଅର ସେବନ କରିବା ପାଇଁ ପରାମର୍ଶ ଦିଆଯାଏ। ଭଲ କଥା ହେଉଛିକି ଆପଣ ଘିଅକୁ ଖାଇବା କିମ୍ବା ଦ୍ଵିତୀୟ ଜିନିଷ ସହିତ ମଧ୍ୟ ଖାଇପାରିବେ। ଏମିତିରେ ଯଦି ଆପଣ ନିୟମିତ ଘିଅର ସେବନ କରୁଛନ୍ତି ତେବେ ଏଥିରୁ ଆପଣଙ୍କୁ ବହୁତ ଲାଭ ମିଳିବ।

୨। କଦଳୀ:-

କଦଳୀ ଏପରି ଏକ ଫଳ ଯାହା ପୁରୁଷମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଯଦି ପୁରୁଷମାନେ ନିଜକୁ ଫିଟ ଏବଂ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ସେମାନେ ନିୟମିତ ଭାବରେ କଦଳୀ ଖାଇବା ଉଚିତ। କାରଣ କଦଳୀରେ ବ୍ରୋମେଲାଇନ୍ ଏନଜାଇମ୍ ପୁଷ୍ଟିକର ଥାଏ, ଯାହା ଶରୀରରେ ଶକ୍ତିହୀନତା ଏବଂ ଏନଜାଇମ୍ ଲିବିଡୋକୁ ବଢାଇଥାଏ, ଏହା ଭାଇରିଲିଟି ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ।

କଦଳୀ ଖାଇବା ପୁରୁଷଙ୍କ ଶରୀରକୁ ମଜବୁତ କରିଥାଏ ଏବଂ ଶରୀରରେ ଫିଟନେସକୁ ମଧ୍ୟ ବଜାୟ ରଖେ। ଏପରି ସ୍ଥିତିରେ ପୁରୁଷମାନଙ୍କୁ କଦଳୀ ଖାଇବା ପାଇଁ ପରାମର୍ଶ ଦିଆଯାଇଛି। ବିଶେଷ କଥା ହେଉଛିକି ଯଦି ଆପଣ କ୍ଷୀର ସହ କଦଳୀ ଖାଆନ୍ତି, ତେବେ ଏହା ଆପଣଙ୍କ ଶରୀର ପାଇଁ ଏକ ବରଦାନ ଅଟେ। ସେଥିପାଇଁ ଆପଣ ଦିନକୁ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇବା ଜରୁରୀ।

୩। ଚଣା:-

ଚଣା ମଧ୍ୟ ଏକ କମନ ଖାଦ୍ଯ ଅଟେ। ଯାହାକି ପ୍ରତ୍ଯେକ ଘରେ ମିଳିଯାଏ। ଚଣା ପୁରୁଷଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣ ପ୍ରତ୍ଯେକ ଦିନ ସକାଳୁ ଏକ ମୁଠା ଚଣାର ସେବନ କରନ୍ତି ତେବେ ଏହା ନିଶ୍ଚିତ ଆପଣଙ୍କୁ ଲାଭ ଦେଇଥାଏ। ଚଣା ପୁରୁଷଙ୍କ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ।

କମଜୋର ପୁରୁଷଙ୍କ ପାଇଁ ଡାକ୍ତର ମଧ୍ୟ ଚଣାର ସେବନ କରିବା ପାଇଁ ପରାମର୍ଶ ଦିଅନ୍ତି କାରଣ ଡାକ୍ତରୀ ରିସର୍ଚ୍ଚରୁ ଏକ କଥା ସାମ୍ନାକୁ ଆସିଛିକି ପ୍ରତ୍ଯେକ ଦିନ ସକାଳୁ ଚଣାର ସେବନ କରିବା ଦ୍ଵାରା ପୁରୁଷଙ୍କୁ ଜବରଦସ୍ତ ଲାଭ ମିଳିଥାଏ। ସେଥିପ[ଆଇନ ପୁରୁଷଙ୍କୁ ଚଣାର ସେବନ କରିବା ପାଇଁ ପରାମର୍ଶ ଦିଆଯାଏ। ଆପଣ ରାତିରେ ଏକ ମୁଠା ଚଣା ପାଣିରେ ଭିଜାଇ ରଖିଦିଅନ୍ତୁ ତାହାକୁ ସକାଳୁ ଉଠି ସେବନ କରନ୍ତୁ ଯାହାକି ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ଅଟେ।

Leave a Reply

Your email address will not be published. Required fields are marked *