ପୋ-ଲି-ସ ଠାରୁ ବଞ୍ଚିବା ପାଇଁ ପ୍ଲାଷ୍ଟିକ ସର୍ଜରି କରି ନିଜ ରୂପକୁ ବଦଳାଇ ଥାଆନ୍ତେ ଶର୍ମିଷ୍ଠା……

ସମୟ ଯେତେ ଗଡି ଚାଲିଛି ମାନସ ହ-ତ୍ୟା ମା-ମ-ଲା ରେ ସେତେ ରୋଚକ ତଥ୍ୟ ମିଳୁଛି । ସୂଚନା ମିଳିଛି ଶର୍ମିଷ୍ଠା ବଞ୍ଚିବା ପାଇଁ ପ୍ଲାଷ୍ଟିକ ସର୍ଜରୀ କରି ରୂପ ବଦଳେଇବାକୁ ଯାଉଥିଲେ । ରୂପ ବଦଳାଇ ସବୁଦିନ ପାଇଁ ମାନସ ହ-ତ୍ୟା ମା-ମ-ଲା ରୁ ହଟି ଯାଇଥାନ୍ତେ । ଏହା ପାଇଁ ସେ କଲିକତା ଯାଇଥିଲେ । ଘ-ଟଣା ଯେତେବଳେ ଧୀରେ ଧୀରେ ଭ-ୟଙ୍କର ରୂପ ନେଲା ସେତେବେଳେ ଶର୍ମିଷ୍ଠା ପଳାଇବାକୁ ଚେଷ୍ଟା କରିଥିଲେ

ନିରଞ୍ଜନ ଙ୍କ ଭାଇ ପରମେଶ୍ଵର ଶର୍ମିଷ୍ଠା ଙ୍କୁ ୧୦ ହଜାର ଟଙ୍କା ପଠାଇ ଥିଲେ । ଯାହାକୁ ଶର୍ମିଷ୍ଠା କଲିକତା ର ଏ ଟି ଏ ମ୍ ରୁ ଟଙ୍କା ଉଠାଇ ଥିଲେ । ଏହି ଠାରୁ ପୋ-ଲି-ସ୍ ଜାଣି ପାରିଥିଲା ଶର୍ମିଷ୍ଠା କଲିକତା ରେ ରହିଛନ୍ତି । କଲିକତା ରେ ରହି ଦିନ କୁ ଦିନ ନିଜର ପରିଚୟ ବଦଳାଉ ଥିଲେ । ସେ ଭାବିଥିଲେ ନିଜର ପ୍ଲାଷ୍ଟିକ ସ-ର୍ଜ-ରୀ କରି ରୂପ ବଦଳାଇ ଦେବେ ।

କଲିକତାରେ ରହୁଛନ୍ତି ବୋଲି ଜାଣି ପାରି ସେଠାରେ ପୋ-ଲି-ସ୍ ପହଞ୍ଚିଥିଲା । ପ୍ରାୟ ୨୧ ଦିନ ଧରି କଲିକତାରେ ରହିଥିଲେ ବୋଲି ସୂଚନା ମିଳିଛି । ସେଠାରେ ରହି ଏ କ୍ଲିନିକ୍ ରୁ ସେ କ୍ଲିନିକ୍ କୁ ଯାଇ ବୁଝୁ ଥିଲେ ପ୍ଲାଷ୍ଟିକ ସ-ର୍ଜ-ରୀ ପାଇଁ କେତେ ଟଙ୍କା ଲାଗିବ । ପରମେଶ୍ବର ପଠାଇ ଥିବା ପଇସା ଯେତେବେଳେ ସରି ସରି ଆସିଲା ଓଡ଼ିଶା କୁ ବସ୍ ଯୋଗେ ଆସିବାକୁ ଚେଷ୍ଟା କରିଥିଲେ ।

ପୂର୍ବ ପ୍ରସ୍ତୁତି ଅନୁଯାୟୀ ବସ୍ ରେ ଓଡ଼ିଶା ଫେରୁଥିଲେ ଶର୍ମିଷ୍ଠା । ଭଦ୍ରକ ଜିଲ୍ଲା ର ନଳଙ୍ଗା ଠାରେ ବସ୍ ରୁ ଓହ୍ଲାଇ ଏଟିଏମରେ ପଇସା ଉଠାଊ ଥିଲେ । ଏହି ସମୟ ରେ ତାଙ୍କ ଉପରେ ନଜର ରଖିଥିବା କ୍ରାଇମ୍ ବ୍ରାଞ୍ଚ ଟିମ୍ ଭଦ୍ରକ ପୋ-ଲି-ସ୍ ଙ୍କ ସହାୟତା ରେ ତାଙ୍କୁ ଗି-ର-ଫ କରିଥିଲା । ଏହା ପରେ ଶର୍ମିଷ୍ଠା ଏ ସମସ୍ତ ଖେଳ ଶେଷ ହୋଇ ଯାଇଥିଲା।

Leave a Reply

Your email address will not be published. Required fields are marked *