ଅଚାନକ ସିଂହ ନେଲା ପୁରୁଣା ପ୍ରତି-ଶୋଧ ! ଦେଖନ୍ତୁ ଭିଡ଼ିଓ

ଦୁନିଆରେ ଏମିତି ଅନେକ ଘ-ଟଣା ଅଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ। ଯାହା ଆପଣ ବେଳେ ବେଳେ ବିଶ୍ୱାସ ବି କରିପାରିବେ ନାହିଁ ।ତେବେ ଆସନ୍ତୁ ଜାଣିବା ସେମିତି କିଛି ଆଶ୍ଚ-ର୍ୟ୍ଯକର ଘ-ଟଣା । ଆମର ଏହି ଦୁନିଆରେ ପ୍ରାୟ 85 ଲକ୍ଷ ପଶୁ ବସବାସ କରନ୍ତି । ତା ମଧ୍ୟରୁ କିଛି ଗୃହ ପାଳିତ ହେଇଥିବା ବେଳେ ଆଉ କିଛି ଜଙ୍ଗଲ ରେ ବାସ କରନ୍ତି ।

କିଛି ଭ-ୟଙ୍କର ହେଇଥିବା ବେଳେ ଆଉ କିଛି ଶାନ୍ତ ସ୍ଵଭାବ ର ମଧ୍ୟ ହେଇଥାନ୍ତି । ଏକ ରେଷ୍ଟୁରାଣ୍ଟରେ ଲୋକୋ ମାନେ ବାସୀ ଖାଉଥିବା ସମୟ ରେ ହଠାତ୍ ସେଠାରେ ମନିଷ୍ଟର ଲିଜେଣ୍ଡ ଆସି ପହଁଚି ଯାଇଥିଲା । ଯାହାକୁ ଦେଖି ସେଠକାର ଲୋକେ ଦଉଡ଼ି ବାକୁ ଲାଗିଥିଲେ ।ଏହି ସମୟରେ ସେ ଅଜେ ବ୍ୟକ୍ତିଙ୍କ ଉପରକୁ ଆକ୍ର-ମଣ କରିଥିଲା ହେଲେ ବ୍ୟକ୍ତି ଜଣକ ଏକ ଚେୟାର ଉପରେ ଚଡି ଯାଇଥିଲେ। ଯାହା ଫଳରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା।

ଆଉ ଏକ ଜଙ୍ଗଲରେ କିଛି ବୁଲାବୁଲି କରୁଥିଲା ସମୟରେ ହଠାତ୍ ସେଠାରୁ ଏକ ଦନ୍ତା ହାତୀ ତାଙ୍କ ଆଡକୁ ମାଡି ଆସିଥିଲା। ଯାହା ଦେଖିବା ପରେ ସେଠାରେ ଥିବା ବ୍ୟକ୍ତିମାନେ ହଠାତ୍ ଡ-ରି ଯାଇଥିଲେ ଓ ସେଠାରୁ ଜୀବନ ବଞ୍ଚାଇ ଦୌଡ଼ିବାକୁ ଲାଗିଥିଲେ। ଯାହା ଫଳରେ ସେ ଅଳ୍ପକେ ବର୍ତ୍ତି ଗଲେ ।

ସୁନ୍ଦରବନର ଏକ ଜଙ୍ଗଲରେ ଏକ ଡଙ୍ଗାରେ 7 ଜନ କର୍ମଚାରି ଥିଲେ ଏହି ସମୟରେ ସେମାନେ ନଦୀର କୁଲରେ ଥିବା ବେଙ୍ଗଲ ଟାଇଗରକୁ ହଟାଇବାକୁ ଚାହୁଁ ଥିଲେ ଏକ ବଢ଼ି ସାହାଯ୍ୟରେ ହଟାଇବାକୁ ଚାହୁଁ ଥିଲେ କିନ୍ତୁ ହଠାତ୍ ବାଘଟି ପାଣି ଭିତରୁ ଉପରକୁ ଡିଆଁ ମା-ରି ଦେଇଥିଲା । ଯାହା ଫଳରେ ଡଙ୍ଗାରେ ଥିବା କର୍ମଚାରି ମାନେ ଅନେକ ମାତ୍ରାରେ ଭ-ୟଭି-ତ ହଇପଢ଼ିଥିଲେ ଓ ଅଳ୍ପକେ ତାଙ୍କ ଜୀବନ ବଞ୍ଚି ପାରିଥିଲେ ।

Leave a Reply

Your email address will not be published. Required fields are marked *