ଅଚାନକ ସିଂହ ନେଲା ପୁରୁଣା ପ୍ରତି-ଶୋଧ ! ଦେଖନ୍ତୁ ଭିଡ଼ିଓ

ଦୁନିଆରେ ଏମିତି ଅନେକ ଘ-ଟଣା ଅଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେଇଯିବେ। ଯାହା ଆପଣ ବେଳେ ବେଳେ ବିଶ୍ୱାସ ବି କରିପାରିବେ ନାହିଁ ।ତେବେ ଆସନ୍ତୁ ଜାଣିବା ସେମିତି କିଛି ଆଶ୍ଚ-ର୍ୟ୍ଯକର ଘ-ଟଣା । ଆମର ଏହି ଦୁନିଆରେ ପ୍ରାୟ 85 ଲକ୍ଷ ପଶୁ ବସବାସ କରନ୍ତି । ତା ମଧ୍ୟରୁ କିଛି ଗୃହ ପାଳିତ ହେଇଥିବା ବେଳେ ଆଉ କିଛି ଜଙ୍ଗଲ ରେ ବାସ କରନ୍ତି ।

କିଛି ଭ-ୟଙ୍କର ହେଇଥିବା ବେଳେ ଆଉ କିଛି ଶାନ୍ତ ସ୍ଵଭାବ ର ମଧ୍ୟ ହେଇଥାନ୍ତି । ଏକ ରେଷ୍ଟୁରାଣ୍ଟରେ ଲୋକୋ ମାନେ ବାସୀ ଖାଉଥିବା ସମୟ ରେ ହଠାତ୍ ସେଠାରେ ମନିଷ୍ଟର ଲିଜେଣ୍ଡ ଆସି ପହଁଚି ଯାଇଥିଲା । ଯାହାକୁ ଦେଖି ସେଠକାର ଲୋକେ ଦଉଡ଼ି ବାକୁ ଲାଗିଥିଲେ ।ଏହି ସମୟରେ ସେ ଅଜେ ବ୍ୟକ୍ତିଙ୍କ ଉପରକୁ ଆକ୍ର-ମଣ କରିଥିଲା ହେଲେ ବ୍ୟକ୍ତି ଜଣକ ଏକ ଚେୟାର ଉପରେ ଚଡି ଯାଇଥିଲେ। ଯାହା ଫଳରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା।

https://youtube.com/watch?v=Rf8zhBIMX4M

ଆଉ ଏକ ଜଙ୍ଗଲରେ କିଛି ବୁଲାବୁଲି କରୁଥିଲା ସମୟରେ ହଠାତ୍ ସେଠାରୁ ଏକ ଦନ୍ତା ହାତୀ ତାଙ୍କ ଆଡକୁ ମାଡି ଆସିଥିଲା। ଯାହା ଦେଖିବା ପରେ ସେଠାରେ ଥିବା ବ୍ୟକ୍ତିମାନେ ହଠାତ୍ ଡ-ରି ଯାଇଥିଲେ ଓ ସେଠାରୁ ଜୀବନ ବଞ୍ଚାଇ ଦୌଡ଼ିବାକୁ ଲାଗିଥିଲେ। ଯାହା ଫଳରେ ସେ ଅଳ୍ପକେ ବର୍ତ୍ତି ଗଲେ ।

ସୁନ୍ଦରବନର ଏକ ଜଙ୍ଗଲରେ ଏକ ଡଙ୍ଗାରେ 7 ଜନ କର୍ମଚାରି ଥିଲେ ଏହି ସମୟରେ ସେମାନେ ନଦୀର କୁଲରେ ଥିବା ବେଙ୍ଗଲ ଟାଇଗରକୁ ହଟାଇବାକୁ ଚାହୁଁ ଥିଲେ ଏକ ବଢ଼ି ସାହାଯ୍ୟରେ ହଟାଇବାକୁ ଚାହୁଁ ଥିଲେ କିନ୍ତୁ ହଠାତ୍ ବାଘଟି ପାଣି ଭିତରୁ ଉପରକୁ ଡିଆଁ ମା-ରି ଦେଇଥିଲା । ଯାହା ଫଳରେ ଡଙ୍ଗାରେ ଥିବା କର୍ମଚାରି ମାନେ ଅନେକ ମାତ୍ରାରେ ଭ-ୟଭି-ତ ହଇପଢ଼ିଥିଲେ ଓ ଅଳ୍ପକେ ତାଙ୍କ ଜୀବନ ବଞ୍ଚି ପାରିଥିଲେ ।

Leave a Reply

Your email address will not be published. Required fields are marked *