ଆଉ ଗୋଟିଏ ଇଲେକ୍ଟିକ୍ ସ୍କୁଟିରେ ଲାଗିଲା ନି-ଆଁ, ଆପଣଙ୍କ ପାଖରେ ସ୍କୁଟି ଥିଲେ ହୋଇଯାଆନ୍ତୁ ସାବଧାନ !

ଲଗାତର ବଢ଼ି ଚାଲିଛି ତୈଳ ଦର । ପେଟ୍ରୋଲ ଡିଜେଲ ଦର ବଢ଼ୁଥିବା ଦେଖି ଲୋକେ ଏବେ ଇଲେକଟ୍ରିକ୍‌ ବାହାନ ଆଡକୁ ମନ ବଳାଇଳେଣି । ଭାରତୀୟ ବଜାରରେ ଇ-ସ୍କୁଟରକୁ ନେଇ ଜବ-ରଦ-ସ୍ତ କ୍ରେଜ ରହିଛି ଓ ଧୀରେ ଧୀରେ ବଢ଼ିବାରେ ଲାଗିଛି ମଧ୍ୟ । ଏହି ଇଲେକଟ୍ରିକ୍‌ ସ୍କୁଟରକୁ କିଣିବା ପାଇଁ ଲୋକେ ଆଗୁଆ ବୁକିଂ ମଧ୍ୟ କରିବା ଆରମ୍ଭ କରିଦେଲେଣି ।

ତେବେ ଏହି ଇ-ସ୍କୁଟରକୁ ନେଇ ଏବେ ଏକ ଚକିତ କଲା ଭଳି ଭିଡିଓ ସାମ୍ନାକୁ ଆସିଛି । ଯାହା ଏହି ଇ-ସ୍କୁଟରର ସୁର-କ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟ-ଣାଟି ହେଲା ରାସ୍ତା ମଝିରେ ଦେଖୁ ଦେଖୁ ହୁ ହୁ ହୋଇ ଜ-ଳିଗ-ଲା ଇଲେକ୍ଟ୍ରିକ ସ୍କୁଟର । ପ୍ରଥମେ ଧୂଆଁ ଓ ପରେ ଏଥିରେ ଏକ ବିସ୍ଫୋ-ରଣ ହୋଇ ଭ-ୟଙ୍କର ଭାବେ ଜ-ଳି ଯାଇଛି ସ୍କୁଟର । ଏହି ପୂରା ଘଟ-ଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଷିଆଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି ।

ଯାହା ସୂଚନା ରହିଛି କି କିଛି ଦିନ ପୂର୍ବେ ତାମିଲନାଡୁ ରାଜ୍ୟର ଭେଲ୍ଲୋର ସହର ଏବଂ ମହାରାଷ୍ଟ୍ର ର ପୁନେ ଅଞ୍ଚଳରେ ଏଭଳି ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ଜଳିଯିବା ଦୁର୍ଘ-ଟଣା ଘଟିଥିଲା । ତେବେ ବର୍ତମାନ ସମୟରେ ଯେଉଁ ଗୋଟିଏ ବଡ ଦୁଃ-ଖଦ-ନୀୟ ଘ-ଟଣା ସାମ୍ନାକୁ ଆସିଛି ତାହା ହେଉଛି ପୁଣି ତାମିଲନାଡୁର ମାନ୍ନାପରାଇ ରେ ଅଞ୍ଚଳରେ ଅବିକଳ ଦୁର୍ଘ-ଟଣାର ପୁନରାବୃତ୍ତି ଘଟିଛି । ମୁର୍ଗେସନ୍ ନାମକ ଜଣେ ବ୍ୟକ୍ତି ସିଙ୍ଗାପୁର ରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବରେ କାର୍ଯ୍ୟରତ ଅଛନ୍ତି ।

କିଛିଦିନ ତଳେ ଉକ୍ତ ବ୍ୟକ୍ତି ଜଣକ ଘରକୁ ଛୁଟି କଟାଇବାଲାଗି ଆସିଥିଲେ । ପ୍ରାୟ ୫ ମାସ ହେବ ସେ ଓକେିନାୱା କମ୍ପାନୀର ଏକ ଇଲେକ୍ଟ୍ରିକ୍ ସ୍କୁଟର କିଣିଥିଲେ । ଯାହାକି ସେ ସିଙ୍ଗାପୁରରୁ ଆସିବା ପୂର୍ବରୁ ମାର୍ଚ୍ଚ ୨୭ ତାରିଖ ଦିନ ନିଜର ବାଲୁ ନାମକ ଏକ ବନ୍ଧୁଙ୍କ ଦୋକାନ ଆଗରେ ରଖିଦେଇ ଆସିଥିଲେ ।

ପରଦିନ ବାଲୁ ଦୋକାନ ଖୋଲିଲା ବେଳେ ସ୍କୁଟିରେ ନି-ଆଁ ଲାଗି ଧୁ-ଆଁ ଉଠୁଥିବାର ସେ ଦେଖିବାକୁ ପାଇଥିଲେ । ଏହା ପରେ ସ୍ଥାନୀୟ ବାସିନ୍ଦାଙ୍କ ସାହାଯ୍ୟରେ ସେ ନି-ଆଁ ଲିଭାଇବାରେ ସକ୍ଷମ ହୋଇ ପାରିଥିଲେ । ତେବେ ଏହି ଦୁର୍ଘ-ଟଣାରେ କେହି ମଧ୍ୟ ଆ-ହ-ତ ହୋଇଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *