ଆଇଜି ପାର୍କ ନିକଟରେ ଯୁବତୀଙ୍କ ହାଇ ଭୋଲଟେଜ ଡ୍ରାମା, ସ୍ୱିଗି ବଏ ଠାରୁ ଖାଇଲେ ବ୍ର-ହ୍ମଚା-ପୁଡ଼ା,ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘଟଣା ଦୁର୍ଘଟଣା ବିଷୟ ରେ ଆମେ ଖବର ପାଇଥାଉ । ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟ-ଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ ।

ତେବେ ପାର୍କ ପାଖରେ ଯୁବକ ଯୁବତୀଙ୍କ ଛିଡା ହୋଇ କୌଣସି କାରଣ ରୁ ନିଜ ନିଜ ଭିତରେ ଝ-ଗ-ଡ଼ା କରୁଥିବା ନଜର ଆସିଥିଲେ । ଏହା ପରେ ପରେ ରାଜଧାନୀ ର ରାଜରାସ୍ତା ରେ ହା-ତାହା-ତି ହୋଇଛନ୍ତି ଯୁବକ-ଯୁବତୀ । ଭୁବନେଶ୍ୱର ଆଇଜି ପାର୍କ ନିକଟରେ ରାସ୍ତାରେ ଯୁବତୀ ଙ୍କ ହାଇ ଡ୍ରାମା ଦେଖି ପବ୍ଲିକ୍ ତାଜୁବ୍ । ଯୁବକଙ୍କୁ ଗା-ଳି କରି ନି-ର୍ଦ୍ଧୁ-ମ୍ ଛେ-ଚିଲେ ଯୁବତୀ, ପବ୍ଲିକ୍ କଲେ ଭିଡିଓ । ଭିଡିଓ କରିବାକୁ ନେଇ ଯୁବତୀଙ୍କ ସହ ଆଉ ଜଣଙ୍କର ହାତାହାତି ।

ରାସ୍ତା କଡରେ ଝ-ଗ-ଡା ଲାଗିବା ତଥା ଅ-ଶ୍ଳୀ-ଳ ଭାଷାରେ ଗା-ଳିଗୁ-ଲଜ କରିବା ଜନୈକ ପ୍ରେମୀ ଯୁଗଳଙ୍କୁ ମହ-ଙ୍ଗା ପଡିଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଆଇଜି ପାର୍କ ନିକଟରେ ଏହି ପ୍ରେମୀ ଯୁଗଳ ରାସ୍ତା ମଝିରେ ପରସ୍ପର ସହିତ ଝ-ଗ-ଡା କରୁଥିଲେ । ଲୋକ ଜମା ହୋଇଥିଲେ ମଧ୍ୟ ସମସ୍ତେ ନୀରବଦ୍ରଷ୍ଟା ସାଜି ଦେଖୁଥିଲେ । ଏହି ସମୟରେ ଜଣେ ଲୋକ ଏହାକୁ ଭିଡିଓ କରୁଥିଲେ , ଯାହାକୁ ଦେଖି ଯୁବତୀ ଜଣକ ସେହି ଲୋକ ଙ୍କ ସହିତ ପୁଣି ଝ-ଗ-ଡ଼ା କରିଥିଲେ ତଥା ଲୋକ ଙ୍କ ଠୁ ମୋବାଇଲ ଛଡ଼ାଇବା ପାଇଁ ଚେଷ୍ଟା କରିଥିଲେ ।

ତେବେ ସେହି ସମୟ ରେ ସେଠାରେ ଯାଉଥିବା ଜଣେ ସ୍ୱିଗି ଡେଲିଭରୀ ବୟ ହସ୍ତକ୍ଷେପ କରିବା ସହିତ ଉଭୟଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ । ମାତ୍ର ଯୁବତୀ ଜଣଙ୍କ ଡେଲିଭରୀ ବୟଙ୍କ ଉପରକୁ ହାତ ଉଠାଇ ଦେଇଥିଲେ ଓ ଅ-ଶ୍ଳୀ-ଳ ଭାଷା ରେ ଗା-ଳି କରିଥିଲେ । ଯାହା ଫଳରେ ଯୁବତୀଙ୍କୁ ପି-ଟିଲେ ସ୍ୱିଗି ଗଞ୍ଜି ପିନ୍ଧିଥିବା ଯୁବକ । ଏହାପରେ ଉତ୍ୟକ୍ତ ଡେଲିଭରୀ ବୟ ଜଣଙ୍କ କଷି ଦେଇ ଯାଇଥିଲେ । ଚା-ପୁ-ଡା ପରେ ଚା-ପୁ-ଡା ମା-ରି-ବା ସହିତ ଘରେ କଣ ତୁମର ବାପା ଭାଇ ନାହାନ୍ତି ବୋଲି କହିଥିଲେ ଡେଲିଭରୀ ବୟ ।

Leave a Reply

Your email address will not be published. Required fields are marked *