ସବୁ ନାଟର ଗୋବର୍ଦ୍ଧନ ହେଉଛି ନିରଞ୍ଜନ ବୁଢା ! ଜାଣନ୍ତୁ କ୍ୟାମେରାମ୍ୟାନ ମାନସ ହ-ତ୍ୟାକା-ଣ୍ଡର ପୁରା ଟାଇମଲାଇନ !

ଦିନ ପରେ ଦିନ ବିତୁଛି। ହେଲେ ବହୁଚର୍ଚ୍ଚିତ ମାନସ ସ୍ବାଇଁ ହ-ତ୍ୟା ମାମ-ଲାର ମୁଖ୍ୟ ଅଭି-ଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ପୁ-ଲି-ସ ଗି-ର-ଫ କରିପାରୁନାହିଁ । ଖୁବ୍ ଶୀଘ୍ର ଗି-ର-ଫ ହେବେ, ଆମେ ଖୋଜୁଛୁ, ଏମିତି ଅନେକ ପ୍ରତିଶ୍ରୁତି ପ୍ରତିଦିନ ପୁ-ଲି-ସ ଦେଉଛି । ହେଲେ ଯେଉଁ ପ୍ରଶ୍ନଟି ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରୁଛି, ତାହା ହେଲା- ଏମିତି କାହା ହେପାଜତରେ ଶର୍ମିଷ୍ଠା ଅଛନ୍ତି ଯେ ଓଡ଼ିଶା ପୁ-ଲି-ସ ତାଙ୍କୁ ଖୋଜି ପାଉନି?

ଘଟ-ଣା ପଛରେ କିଛି ଅଦୃ-ଶ୍ୟ ହାତମାନେ ରହିଛନ୍ତି କି, ଯାହାର ଆଶୀର୍ବାଦ ଶର୍ମିଷ୍ଠାଙ୍କୁ ପୁ-ଲି-ସ ଠାରୁ ସୁର-କ୍ଷା ଦେଉଛି? ଶର୍ମିଷ୍ଠା ମିଳିଗଲେ, ବହୁତ ବଡ଼ବଡ଼ିଆଙ୍କ ଚେହେରା ସାମ୍ନାକୁ ଆସିପାରେ । ଏହି ଭ-ୟରେ ତାଙ୍କ ପାଖରେ ପୁ-ଲି-ସ ପହଞ୍ଚିପାରୁନି କି? ଏସବୁକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଲାଣି।ତେବେ ମାନସ ହ-ତ୍ୟା ମାମ-ଲାରେ ଗୋଟିଏ ପରେ ଗୋଟିଏ ରୋଚକ ତଥ୍ୟ ପଦାକୁ ଆସିବାରେ ଲାଗିଛି।

ମାନସ ସ୍ୱାଇଁ ହ-ତ୍ୟା ମାମ-ଲାର ମୁଖ୍ୟ ଅଭି-ଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକିଆଣି ଶର୍ମିଷ୍ଠା ରାଉତ ଙ୍କୁ କ୍ରାଇମବ୍ରାଞ୍ଚ ଗତକାଲି ଗି-ର-ଫ କରିଛି। ତେବେ କଣ ଥିଲା ପୂରା ଘ-ଟଣା ଆସନ୍ତୁ ଜାଣିବା ମାନସ ହତ୍ୟାର ସମ୍ପୂର୍ଣ୍ଣ ଟାଇମ୍ ଲାଇନ୍। ଫେବୃୟାରୀ ୫:- ଭୁବନେଶ୍ବର ଦେଇ ଚାନ୍ଦବାଲି ଯାଇଥିଲା ମାନସ। ଫେବୃୟାରୀ ୬:- ଚାନ୍ଦବାଲି ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମାନସ। ଫେବୃୟାରୀ ୭:- ଭୋର୍ ସମୟରେ ମାନସଙ୍କୁ ଅପ-ହରଣ କରା ଯାଇଥିଲା।

ଶର୍ମିଷ୍ଠାଙ୍କ ସହ ୫ଜଣ ମାନସଙ୍କୁ କରିଥିଲେ ଅପ-ହରଣ, ଆଉ ଅପ-ହରଣ ପରେ ଭୁବନେଶ୍ୱରର ଦୟାଲ୍ ଆଶ୍ରମକୁ ଅଣା ଯାଇଥିଲା, ଆଉ ସେଠାରେ ମାନସଙ୍କୁ ମା-ଡ ମା-ରି ହ-ତ୍ୟା କରାଯାଇଥିଲା। ଫେବୃୟାରୀ ୮:- ନୟାଗଡର ରଣପୁରରେ ମାନସର ମୃ-ତ ଦେହକୁ ପୋ-ତି ଦିଆ ଯାଇଥିଲା। ମାର୍ଚ୍ଚ ୧୨:- ମାନସଙ୍କ ମୃ-ତଦେହ ନୟାଗଡ ରଣପୁର ଗୋଡି ପୋଖରୀରୁ ମିଳିଥିଲା। ମାର୍ଚ୍ଚ ୧୪:- ମାନସଙ୍କ ପରିବାର ପକ୍ଷରୁ ଦିଆ ଯାଇଥିଲା ଏ-ତ-ଲା। ମାର୍ଚ୍ଚ ୧୮:- ରହ-ସ୍ୟଜ-ନକ ମେମୋରୀ ଚିପ୍ କୁ ନେଇ ପୋ-ଲି-ସର ତ-ଦ-ନ୍ତ ଆରମ୍ଭ ହୋଇଥିଲା।

ମାର୍ଚ୍ଚ ୨୦:- ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେ-ଶ୍ୟରେ ଗୁହାରି କରିଲେ ମାଆ ଯମୁନା ସ୍ୱାଇଁ, ଏକ ମାତ୍ର ରୋଜଗାରିଆ ପୁଅ ଯିବା ପରେ ଆମେ ବଞ୍ଚିବୁ କେମିତି, ଆମେ ଆପଣଙ୍କୁ ଭୋଟ୍ ଦେଇଛୁ ଆପଣ ଆମକୁ ନ୍ୟା-ୟ ଦିଅନ୍ତୁ ବୋଲି କହିଥିଲେ ମାନସଙ୍କ ମାଆ ଯମୁନା ସ୍ୱାଇଁ। ମାର୍ଚ୍ଚ ୨୧:- ହ-ତ୍ୟାକା-ଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣା ପଡିଲା, ଆଉ ଗି-ର-ଫ ମଧ୍ୟ କରାଯାଇଥିଲା, ଏହାପରେ ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ ଧରିଥିଲା ପୋ-ଲି-ସ।

ମାର୍ଚ୍ଚ ୨୩:- ଭୁବନେଶ୍ବର ଏୟାରଫିଲ୍ଡ ଥା-ନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜର୍ ମିଳିଥିଲା ଶର୍ମିଷ୍ଠାଙ୍କ କାର୍, ଯାହାକୁ ନିଜେ ଡ୍ରାଇଭ୍ କହୁଥିଲ ଶର୍ମିଷ୍ଠା, ଆଉ ଏହା ସହ ନିଜେ ଡ୍ରାଇଭ୍ କରି ମାନସଙ୍କ ଶ-ବକୁ ନୟାଗଡ ନେଇ ଯାଇଥିଲା। ମାର୍ଚ୍ଚ ୨୫:- ସାମ୍ନାକୁ ଆସିଥିଲା ଶର୍ମିଷ୍ଠାଙ୍କ ମାଆଙ୍କ ପ୍ରତି-କ୍ରିୟା,କହିଲେ ସେଇ ନିରଞ୍ଜନ ବୁଢ଼ା ସବୁ ନାଟର ଗୋବର୍ଦ୍ଧନ। ମାର୍ଚ୍ଚ ୨୮:- ମାନସ ସ୍ୱାଇଁ ହ-ତ୍ୟା ମାମ-ଲାର ମୁଖ୍ୟ ଅଭି-ଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକିଆଣି ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଓ ପୋ-ଲି-ସର ମିଳିତ ଟିମ୍ ଗି-ର-ଫ କରିଛି।

Leave a Reply

Your email address will not be published. Required fields are marked *