ଭାଇଙ୍କର ଟ୍ୟାଲେଣ୍ଟକୁ ମାନିବାକୁ ପଡିବ,ସମସ୍ତ ଫିମେଲ ସିଙ୍ଗରଙ୍କ ସ୍ୱରରେ ଗାଉଛନ୍ତି ଗୀତ,ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନରେ ଅନେକ ଖରାପ ଘଟଣା ଘଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭିରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘଟଣା ଆସନ୍ତୁ ଜାଣିବା । ବେଳେ ବେଳେ ସୋସିଆଲ ମିଡ଼ିଆରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖିରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

ସେହିପରି କିଛି ଭିଡିଓ ଦେଖିବାକୁ ମିଳିଛି ସୋସିଆଲ ମିଡ଼ିଆ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଲୋକ ଅନେକ ସେଲେବ୍ରିଟି ଓ ଗାୟକଙ୍କ କଣ୍ଠ ସ୍ୱର ଭଳି ନିଜ କଣ୍ଠ ସ୍ୱର କରିପାରୁଛନ୍ତି । ଏକ ଛୋଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦୋକାନୀ ଜଣକ ପ୍ରଥମେ ବଲିଉଡ ଗାୟିକା ଅଲ୍କାଙ୍କ ନକଲ କରି ଗୀତ ଗାଉଥିବାର ନଜର ଆସୁଛନ୍ତି ।

ଏହା ପରେ ଦୋକାନୀ ଅବିକଳ ଲତାଙ୍କ ପରି ଗୀତ ଗାଉଛନ୍ତି ଯାହା ବହୁତ ମନୋରଞ୍ଜନ ଦୃଶ୍ୟ । ଏକ ଛୋଟ ଦୋକାନରେ ଭିତରେ ବସିଥିବା ଏହି ଦୋକାନୀ ଜଣକ ନଜର ଆସୁଛନ୍ତି । ହେଲେ ତାଙ୍କ ଟ୍ୟାଲେନ୍ଟ ଏପରି ରହିଛି ଯେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ପୁଣି ଦୋକାନୀ ଜଣକ ବଲିଉଡ ଗାୟିକା ଶ୍ରେୟା ଘୋଷାଲଙ୍କ ଭଳି ନକଲ ଗୀତ ବୋଲୁଛନ୍ତି । ଏହା ପରେ ଦୋକାନୀ ବଲିଉଡ ଗାୟିକା ଲତା ମଙ୍ଗେସ୍କରଙ୍କ ନକଲ କରି ଗୀତ ଗାଉଥିବାର ନଜର ଆସୁଛନ୍ତି ।

ଦୋକାନୀ ଜଣକ ଅବିକଳ ଲତା ମଙ୍ଗେସ୍କରଙ୍କ ନକଲ କରୁଛନ୍ତି । ତେବେ ଏପରି ଟ୍ୟାଲେନ୍ଟ ସତରେ ଲୋକ ଙ୍କ ପାଖରେ ଅନେକ କମ୍ । କାରଣ ଜଣେ ପୁରୁଷ ପିଲା ସାଧାରଣତଃ ଭାବେ ଜଣେ ମହିଳା ଙ୍କ କଣ୍ଠ ସ୍ୱରକୁ ନକଲ କରିବା କଷ୍ଟ ହୋଇଯାଏ । ତେବେ ଏହି ଦୋକାନୀ ଜଣଙ୍କ ଭିଡିଓ ବର୍ତମାନ ଅନେକ ପରିମାଣରେ ଭାଇରାଲ ହେଉଛି ।

Leave a Reply

Your email address will not be published. Required fields are marked *