ପୋ-ଲି-ସ୍ ଦାଢି ଟାଣିଲା ତ ଶିଖ୍ ଖ-ଣ୍ଡା ଧରି ହା-ଣିବାକୁ ଗୋଡେଇ ଆସିଲା,ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ବର୍ତ୍ତମାନ୍ ଯୁଗରେ ସମସ୍ତେ ପ୍ରସିଦ୍ଧ ହେବା ଏବଂ ମାଗଣା ପ୍ରଚାର ପାଇବା ପାଇଁ ଯେ କୌଣସି ସ୍ତରକୁ ଯାଆନ୍ତି । କାମ ସାରିବା ପରେ ନିଜର ମନୋରଞ୍ଜନ ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିଥାନ୍ତି । ସୋସିଆଲ ମିଡ଼ିଆରେ ଗୀତ, ନାଚ, ମଜାଳିଆ କଥା ପର୍ଯ୍ୟନ୍ତ ସବୁ ରହିଥାଏ । ଆମେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ନାନା ସ୍ଥାନ ର ନାନା କଥା ଜାଣିବାକୁ ପାଇଥାଉ , ଅନେକ ଘ-ଟ-ଣା ଦୁର୍ଘ-ଟଣା ବିଷୟ ରେ ଆମେ ଖବର ପାଇଥାଉ ।

ତେବେ ଅନେକ ସ୍ଥାନ ରେ ଅନେକ ଖରାପ ଘ-ଟଣା ଘ-ଟିଥାଏ ଯାହା ଫଳରେ ଅନେକ ଲୋକ ଖରାପ କାର୍ଯ୍ୟ ହୋଇଥାଏ । ତେବେ ବେଳେ ବେଳେ ସିସି ଟିଭି ରେ ଅନେକ ଭିଡିଓ ଭାଇରାଲ୍ ହୋଇଥାଏ । ସେହିପରି ଏକ ଘ-ଟଣା ଆସନ୍ତୁ ଜାଣିବା । ବେଳେ ବେଳେ ସୋସିଆଲ ମିଡ଼ିଆ ରେ ଏପରି କିଛି ଭିଡିଓ ମଧ୍ୟ ଆସିଥାଏ , ଯାହା ଦେଖିଲେ ଆପଣଙ୍କ ଆଖି ରୁ ମଧ୍ୟ ପାଣି ବହି ଆସିବ । ବଡ଼ ହୃଦୟ ବିଦାରକ ସେହି ଭିଡିଓ ସବୁ ମଧ୍ୟ ଆମେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଦେଖିବାକୁ ପାଇଥାଉ । ଆଉ ସମୟ ସମୟ ରେ କିଛି ଫନି ବା ମଜାଳିଆ ବିଷୟ ମଧ୍ୟ ଦେଖିବାକୁ ପାଇଥାଉ ଯାହା ଆମକୁ ଅନେକ ହସାଇଥାଇ ।

https://youtube.com/watch?v=gyEJc3AhpOM

ସେହିପରି କିଛି ଭିଡିଓ ଦେଖିବାକୁ ମିଳିଛି ୟୁଟ୍ୟୁବରେ ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେମିତିକି ନିଜ ବାହାଘର କୁ ପ୍ରତ୍ୟେକ ଲୋକ ନିଆରା ଭାବେ ଅନେକ ଧୁମଧାମ ରେ ପାଳନ କରିବାକୁ ଚାହାନ୍ତି । ସେହିପରି ଜଣେ କନିଆ ର ଇଚ୍ଛା ହୋଇଥିଲା ଜେସିବି ଉପରେ ବସି ବିବାହ ପାଲିବାକୁ । କିନ୍ତୁ ଜିସିବି ଡ୍ରାଇଭର ମଦ ପିଇ ଥିବାରୁ କିଛି କ୍ଷଣ ପରେ ହଠାତ୍ ବର କନ୍ୟା ଖସି ପଡ଼ିଲେ ଜେଶିବି ଉପରୁ । ଆଉ ଏକ ସ୍ଥାନ ରେ ପୋ-ଲି-ସ ର ଦା-ଦାଗି-ରି ହେଲା ଜଣେ ପଞ୍ଜାବୀ ଶିଖ ଙ୍କ ସହିତ ।

କିନ୍ତୁ ପୋ-ଲି-ସ ବାବୁ ଜଣକ ସେହି ବ୍ୟକ୍ତି ଙ୍କୁ ନ ଧରି ତାଙ୍କ ଦାଢ଼ି କୁ ଧରି ଟାଣି ଦେଲେ । ଯାହା ଫଳରେ ହଠାତ୍ ରା-ଗିଯାଇ ଖ-ଣ୍ଡା ବାହାର କରି ପୋ-ଲି-ସ ଙ୍କ ଆଡ଼କୁ ଦେଖାଇଥିଲେ ସେହି ବ୍ୟକ୍ତି ଜଣକ । ତେବେ ଆଉ ଏକ ସ୍ଥାନ ରେ ଜଣେ ଦୋକାନୀ ଙ୍କ ସହିତ ଝ-ଗ-ଡ଼ା ହେଲା ଜଣେ କମ୍ ବୟସ୍କ ଛପ୍ରି ଝିଅ ସହିତ । ତେବେ ସେହି ଝିଅ ଟି ଗୋଇଁଠା ମା-ରି ଦୋକାନୀ ଙ୍କ ସବୁ ବିକ୍ରି ପାଇଁ ଥିବା ଖାଦ୍ୟ ପଦାର୍ଥ କୁ ଓଲଟାଇ ପକାଇଲା । ବର୍ତମାନ ସମୟରେ ଅନଲାଇନ୍ ରେ ଦାମୀ ଜିନିଷ କିନୁଥିଲେ ସାବଧାନ ହୋଇଯାଆନ୍ତୁ । କାରଣ ଜଣେ ଅ-ର୍ଡ-ର୍ କରିଥିଲେ ଆଇ ଫୋନ । ବକ୍ସ ଭିତରେ ଆସିଲା ପଥର ଓ ଖବର କାଗଜ ।

Leave a Reply

Your email address will not be published. Required fields are marked *