ଲୋକ ନିଜର ସଉକକୁ ପୁରା କରିବା ପାଇଁ ଅନେକ ତରିକା ଆପଣାନ୍ତି। କେତେବେଳେ ବୋଡ଼ି ବିଲ୍ଡିଂ କଥା ଉଠିଲେ ପ୍ରଥମେ ପୁଅ ଛୁଆଙ୍କ କଥା ସାମ୍ନାକୁ ଆସେ । ହେଲେ ଏବେ ଝିଅ ପିଲା ବି କାହା ଠାରୁ କମ୍ ନୁହନ୍ତି।ସେମାନେ ବି ନିଜର ଇଛାକୁ ବଡି ବିଲଡିଂ ଦ୍ବାରା ପ୍ରକାଶ କରିଥାନ୍ତି ଆଉ ସେମାନଙ୍କ ମଧ୍ୟରୁ କିଛି ଏମିତି ମହିଳା ଅଛନ୍ତି ଯେଉଁମାନେ ଏହି ସ୍ଥରରେ ଅନେକ କ୍ଷାତି ମଧ୍ୟ ଅର୍ଜନ କରିଛନ୍ତି।ଆସନ୍ତୁ ସେମିତି କିଛି ମହିଳାଙ୍କ ବିଷୟରେ ଜାଣିବା ।
ପ୍ରଥମେ ୟୁରପା ଭାମିକ ଯିଏ କି ନିଜର ବୋଡ଼ିବିଲ୍ଡିଂ ଦ୍ବାରା ଖାଲି ଭାରତ ନୁହେଁ ଭାରତ ବାହାରେ ମଧ୍ୟ ନାମ କମାଇଛନ୍ତି। ସେ କେବଳ 16 ବର୍ଷ ବୟସରେ ତାଙ୍କ ବୋଡିକୁ ବୋଡିବିଲ୍ଡିଂ ପାଇଁ ତିଆରି କରିଦେଇଥିଲେ । ସେ 2016 ମସିହାରେ ବିଶ୍ଵ ବଡି ବିଲ୍ଡିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ହାସଲ କରିଥିଲେ। ଦିତୀୟରେ ସରିତା ଦେବୀ ।ଯିଏ କି ଜଣେ ବହୁତ ଭଲ ଖେଳାଳି ଭାବରେ ପରିଚିତ।
ନିଜର ବିବାହ ପରେ 2010 ମସିହା ରେ ସେ ଏହି ଜଗତ କୁ ରେ ପାଦ ଦେଇଥିଲେ। ଦୁଇ ଟି ପିଲା ହେବା ପରେ ମଧ୍ୟ ସେ ବୋଡ଼ିବିଲଡିଂ ପ୍ରତି ପ୍ରବଳ ଇଛା ତାଙ୍କୁ ଏହି ବାଟରେ ପହଞ୍ଚାଇଛି । ସେ ପ୍ରତି ଦିନ ପ୍ରାୟ 3 ରୁ 4 ଘଣ୍ଟା ଜୀମରେ କରୁଥିଲେ। ୟସ୍ମିଁ ମୋନକ ନିଜ ମିଶ ଇଣ୍ଡିଆର ଟୋପି ପିନ୍ଧିଥିଲେ। ମିସ ଏସିଆ ଚମ୍ପିୟାନ ସିପରେ ପଦକ ଜିତିଥିଲେ। ଏକ ଔଷଧ ଖାଇବାରୁ ପିଲାଦିନେ ସେ ଏକ ରୋଗରେ ପୀଡ଼ିତ ହେଇଥିଲେ ।ଯାହା ଦ୍ଵାରା ତାଙ୍କର ସବୁ ଚୁଟି ଉପୁଡ଼ିବାକୁ ଲାଗିଥିଲା