ଏମିତି ମହିଳାମାନଙ୍କ ଠାରୁ ଦୂରେଇ ରୁହନ୍ତୁ,ନହେଲେ କଣ ପରିଣାମ ହେବ ଭିଡ଼ିଓ ଦେଖନ୍ତୁ !

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ଏପରି ଅନେକ ଭିଡିଓ ଅଛି ଯାହା କି ଆଶ୍ଚର୍ଯ୍ୟଜନକ ଏବଂ ମଜାଦାର ହୋଇଥାଏ । ଏଭଳି ସ୍ଥିତିରେ କିଛି ଲୋକଙ୍କର ମୂର୍ଖତାର ଉଦାହରଣ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ମା-ମ-ଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟି ଯାଉଛି । ସୋସିଆଲ ମିଡିଆ ମାଧ୍ୟମରେ ଆପଣ ମାନେ ଦୁନିଆର ସମସ୍ତ ଘ-ଟ-ଣା ଗୁଡିକ ବିଷୟରେ ଜାଣି ପାରିବେ । ଏହି କିଛି ଦିନ ହେବ ସୋସିଆଲ ମିଡିଆରେ କିଛି ମଜାଦାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା ସେହି ସବୁ ମଜାଳିଆ ଭିଡ଼ିଓ ଗୁଡ଼ିକ ସମ୍ପର୍କରେ ।

୧. ପ୍ରଥମଟି ହେଲା ଆପଣ ମାନେ ତୋ ଜାଣିଥିବେ ରାସ୍ତାରେ ମହିଳା ମାନେ ଆଜି କାଲି କିପରି ଭାବରେ ଗାଡ଼ି ଚଳାଉଛନ୍ତି । ସେଇଭଳି ଏକ ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଜଣେ ମହିଳା ମଝି ରାସ୍ତାକୁ ଗାଡ଼ି ନେଇ ପଳାଇ ଆସୁଅଛି । ଯୁବକ ଜଣକ ହଠାତ୍ ବ୍ରେକ ମାରିଦେଇ ମହିଳା ଜଣଙ୍କୁ କିପରି ଭାବରେ ଗାଡ଼ି ଚଲାଉଛ ବୋଲି ପ୍ରଶ୍ନ କରିବାରୁ ମହିଳା ଜଣକ ରା-ଗି ଯାଇ ନିଜର ମଝି ଆଙ୍ଗୁଳି ଦେଖାଉଛନ୍ତି । କେବଳ ସେତିକି ନୁହଁ ଉକ୍ତ ମହିଳା ଜଣକ ଆହୁରି ବିନା ହେଲମେଟରେ ଫୋନରେ କଥା ହେଇ ଗାଡ଼ି ଚଳାଉଥିଲେ । ତେବେ ଏଠାରେ କାହାର ଭୁଲ ରହିଲା ଆପଣମାନେ ନିଜେ ତ-ର୍ଜ-ମା କରନ୍ତୁ ।

୨. ଦ୍ଵିତୀୟ ଘଟ-ଣାଟି ହେଉଛି ରାସ୍ତାରେ ସବୁବେଳେ ଆଗକୁ ପଛକୁ ଧ୍ୟାନ ଦେଇ ଗାଡ଼ି ଚଳାଇବା ଉଚିତ । ନହେଲେ ଟିକିଏ ଅନ୍ୟମନସ୍କ ହେଲେ ସଡ଼କ ଦୁର୍ଘ-ଟଣା ହେବା ନିଶ୍ଚିତ । ସେଇଭଳି ଏକ ଭିଡ଼ିଓରେ ଦେଖିବାକୁ ମିଳିଛି ଏକ କାର ହଠାତ୍ ବ୍ରେକ ମା-ରିବାରୁ ଜଣେ ଚାଳକ ନିଜର ସ୍କୁଟିକୁ ନେଇ ଉକ୍ତ କାର ପଛରେ ରଖିଦେଲେ । ଆଉ ତାପରେ ହଠାତ୍ ଚାରିଚକିଆ ଡ୍ରାଇଭରଟି ଆଗ ପଛ ନଦେଖି ବ୍ୟାକ୍ କରିଦେଲା ତୋ କାରଟି ସ୍କୁଟିରେ ମା-ଡ଼ ହେବାରୁ ଅଳ୍ପକେ ବର୍ତିଗଲା ।

୩. ବହୁତ ସମୟରେ ଦେଖିବାକୁ ମିଳିଛି ଯେ ଆଇନ୍ ର ରକ୍ଷକ ହିଁ ବେଳେ ବେଳେ ନିଜେ ଆ-ଇ-ନର ପାଳନ କରିନଥାନ୍ତି । ତେବେ ଯଦି ସେମାନେ ପାଳନ ନ କରିବେ ତେବେ ସାଧାରଣ ଜନତା ତାଙ୍କ ଠାରୁ କଣ ଶିଖିବେ । ସେମିତି ଏକ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ ତିନି ଜଣ ପୋ-ଲିସ୍ ଏକ ବାଇକ୍ ରେ ଯାଉଛନ୍ତି ହେଲେ କାହାରି ମୁଣ୍ଡରେ ମଧ୍ୟ ହେଲମେଟ ନାହିଁ । ଏଭଳି ସ୍ଥିତିରେ ନିୟମ ଭା-ଙ୍ଗୁଥିବା ଦ-ଣ୍ଡ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ ସେ ପୋ-ଲି-ସ୍ ହୁଅନ୍ତୁ ନା କାହିଁକି ।

୪. ଆଜିକାଲିର ଯୁବତୀ ମାନଙ୍କର ସ୍କୁଟି ଚଳା ଦେଖିଲେ ଆପଣମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ରାସ୍ତାର ନିୟମ ମାନି ଜଣେ ୟୁଟୁବର୍ ଯାଉଥିବା ବେଳେ ତାଙ୍କ ବାଇକ୍ ସାମ୍ନାକୁ ଦୁଇ ଜଣ ଯୁବତୀ ସ୍କୁଟିରେ ଆସିଗଲେ । ଆଉ ସେମାନେ ୟୁଟୁବର୍ ଙ୍କୁ ଯିବାକୁ ରାସ୍ତା ଛାଡ଼ୁନଥିଲେ । ୟୁଟୁବର୍ ଜଣକ ଯୁବତୀଙ୍କୁ ଅଟକାଇବାରୁ ସେ ସବୁ ଦୋ-ଷ ତାଙ୍କ ଉପରେ ହିଁ ଲଦି ଦେଉଛନ୍ତି ।

Leave a Reply

Your email address will not be published. Required fields are marked *