ସାମ୍ନାକୁ ଆସିଲା ରହସ୍ୟମୟ ମନ୍ଦିରର ସତ୍ୟତା ! ବୈଜ୍ଞାନିକ ମାନେ ଆଶ୍ଚଯ୍ୟ…

ବେଳେବେଳେ ଏମିତି କିଛି ଘ-ଟଣା ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆମେ ଆସଚ୍ୟ ହୋଇଥାଇ । ଏମିତି କିଛି ଜାଗା ଅଛି ଯାହା ଚମତ୍କାର ଏବଂ ଅନ୍ଧ ବିଶ୍ଵାସରେ ଭରି ରହିଛି । ସବୁ ଯୁଗରେ ଘ-ଟିଥିବା ବିଭିନ୍ନ ଘ-ଟଣା ଏବଂ ଚମତ୍କାରୀ ବିଷୟ ରେଆମେ ଆମ ଗୁରୁଜନମାନଙ୍କ ଠାରୁ ଶୁଣିଥାଉ । କିଛି ଚମତ୍କାରୀ କାହାଣୀ ଆଜି ବି ଆମ ମାନଙ୍କ ମନ ରେ ଘୁରି ବୁଲୁଛି ହେଲେ ଅନେକ ଲୋକ ଏହିସବୁ ଘଟ-ଣାକୁ ବିଶ୍ଵାସ କରୁଥିବା ବେଳେ ଅନେକ ଲୋକ ଏହାକୁ ଅନ୍ଧ ବିଶ୍ଵାସ କହି ଭୁଲି ଯାନ୍ତି ।

ଉତ୍ତର ପ୍ରଦେଶର ଅମ୍ରୋହା ରେ ଶେଦ ସର୍ଫୁଦିନ ସାହା ବିଲାୟତଙ୍କର ଦର୍ଗା ଅବସ୍ଥିତ ଅଟେ। ଦର୍ଗାରେ ବହୁତ ବି-ଷା-କ୍ତ କଙ୍କଡା ବିଛା ରହିଥିବାର ଦେଖିବାକୁ ମିଳିଥାଏ ହେଲେ ଆଶ୍ଚର୍ଯ୍ୟ ର କଥା ହେଉଛି କି ଏତେ ବି-ଷା-କ୍ତ ବିଛା ଥାଇ ମଧ୍ୟ ଆଜି ଯାଏ ସେଠାକୁ ଯାଉଥିବା ଜଣେ ବି ଭକ୍ତକୁ କାମୁ-ଡ଼ନ୍ତୀ ନାହିଁ ।ସେହି ପରି ଅକ୍ୟ ଏକ ସ୍ଥାନ ହେଉଛି ହମ୍ପି । ସେଠାରେ ରେ ଭଗବାନ ବିଷ୍ଣୁଙ୍କର ଏକ ଚମତ୍କାରୀ ମନ୍ଦିର ରହିଛି ଯାହା ପ୍ରାୟ 56 ଖମ୍ବର ଏକ ମନ୍ଦିର ଯାହା ପୁରାତନ ଶିଳ୍ପରେ ନିର୍ମିତ ହୋଇଛି ।

ମନ୍ଦିରର କାରୁକାର୍ଯ୍ୟ ସହ ଏକ ରହସ୍ୟ ମଧ୍ୟ ଅଛି ସେଥିପାଇଁ ଦେଶ ବିଦେଶ ରୁ ଅନେକ ଲୋକ ଏହି ସ୍ଥାନକୁ ଆସିବାକୁ ପସନ୍ଦ କରିଥାନ୍ତି । ପୁରୁଣା କଥା ଅନୁସାରେ ଏହି ଖମ୍ବରେ କେହି ହାତରେ ମାରେ ତା ହେଲେ ସେହି ଖମ୍ବ ଗୁଡିକରୁ 7 ସ୍ଵରର ଧ୍ୱନି ଶୁଣାଯାଏ । ଯାହା ବୈଜ୍ଞାନିକ ମାନେ ଦୁଇଟି ଖମ୍ବ କାଟି ଦେଖିଥିଲେ ହେଲେ ଖମ୍ବ ଫମ୍ପା ଥିବା କଥା ସାମ୍ନାକୁ ଆସିଚି । ସେହି ପରି ମହାରାଷ୍ଟ୍ରର ପୁନେ ରେ କମର ଅଲ୍ଲୀ ଦରବେଜ ନାମକ ଏକ ଦର୍ଗା ରହିଚି। ଏହିଠାରେ ଏକ ଚମତ୍କାରୀ ପଥର ମଧ୍ୟ ରହିଛି ।ଚମତ୍କାରୀ ପଥରକୁ ଏକା ସହ ୧୧ ଜଣ ଲୋକ ଗୋଟେ ଗୋଟେ ଆଙ୍ଗୁଠିରେ ଉଠାଇପାରିବେ ।

Leave a Reply

Your email address will not be published. Required fields are marked *