ମୃ-ତ ବ୍ୟକ୍ତିଙ୍କର ପୋଷାକ ପିନ୍ଧାଯାଏ ନାହିଁ କାହିଁକି ? ଜାଣନ୍ତୁ ଶାସ୍ତ୍ରରେ କଣ ଲେଖା ଅଛି ?

ମଣିଷର ମୃତ୍ୟୁ ହେବା ପରେ ତା’ର ପ୍ରତ୍ୟେକ ଜିନିଷ ଏହି ସଂସାରରେ ଛାଡି ଚାଲି ଯାଇଥାଏ। ସେ ଜୀବନ ସାରା ଯେତେ ସବୁ ଧନ କମାଇଥାଉ ପଛେ ଏବଂ ତା’ର ଯେତେବି କେହି ଆତ୍ମୀୟ ସ୍ଵଜନ ଥିଲେ ମଧ୍ୟ ସେ ଯିବାବେଳେ ସାଙ୍ଗରେ କିଛି ନେଇ ଯାଇନଥାଏ। ତେବେ ମ-ରିଯିବା ପରେ କେହି ତାଙ୍କର ଫଟୋ କିମ୍ବା ତାଙ୍କର କିଛି ଜିନିଷକୁ ନିଜ ପାଖରେ ରଖନ୍ତୁ। କିନ୍ତୁ ଆମ ଧର୍ମ ଶାସ୍ତ୍ର ଅନୁସାରେ ମୃ-ତ ବ୍ୟକ୍ତିଙ୍କ କପଡା କେବେବି ବ୍ୟବହାର କରିବେ ନାହିଁ ବୋଲି ସ୍ପଷ୍ଟ ଭାବରେ କୁହାଯାଇଛି।

ଶାସ୍ତ୍ର ଅନୁସାରେ ମୃ-ତ ପରିଜନଙ୍କ କପଡା ପିନ୍ଧିବାକୁ ମନା କରାଯାଇଛି କାରଣ ଏପରି କରିବା ଦ୍ଵାରା ବ୍ୟକ୍ତି ମାନ-ସିକ ଭାବରେ ଅଧିକ ଦୁର୍ବଳ ହୋଇପଡନ୍ତି ଓ ତାଙ୍କର ମୃ-ତ ବ୍ୟକ୍ତିଙ୍କ ଚିନ୍ତା ସବୁବେଳେ ମନରେ ଆସିଥାଏ। ଏପରି ସ୍ଥିତିରେ ମୃ-ତ ପରିଜନଙ୍କ ପୋଷାକ ପରିଧାନ କରିବା ଦ୍ଵାରା ଜୀବନରେ ଆଗକୁ ବଢିବାରେ ମଧ୍ୟ ଅସୁବିଧା ହୋଇଥାଏ। ସେଥିପାଇଁ ମୃ-ତ ବ୍ୟକ୍ତିଙ୍କ ପୋଷାକ ସବୁବେଳେ ଅସହାୟ ବ୍ୟକ୍ତିମାନଙ୍କୁ ଦାନ କରିଦେବା ଉଚିତ।

ମୃ-ତ୍ୟୁ ପରେ ମୃ-ତ ବ୍ୟକ୍ତିଙ୍କ ଆତ୍ମା ସହଜରେ ତାଙ୍କର ଆତ୍ମୀୟ ସ୍ଵଜନ ଓ ନିଜ ବସ୍ତୁ ଠାରୁ ମୋହମାୟା ଆଦୌ ଛାଡି ପାରନ୍ତି ନାହିଁ। ଏପରି କ୍ଷେତରେ ମୃ-ତ ବ୍ୟକ୍ତିଙ୍କ ବସ୍ତୁକୁ ନିଜ ପାଖରେ ରଖିବା ଦ୍ଵାରା ତାହା ତାଙ୍କର ଆତ୍ମାକୁ ନିଜ ସହିତ ବାନ୍ଧି ରଖିଥାଉ।

ଆତ୍ମାକୁ ଅଧିକ ସମୟ ପର୍ଯ୍ୟନ୍ତ ଘୁରି ବୁଲିବା ଉଚିତ ନୁହେଁ। ଏହା ଯଥାଶୀଘ୍ର ଅନ୍ୟ ଶରୀରରେ ପ୍ରବେଶ କରି ପୁନର୍ଜନ୍ମ ନେବା ଉଚିତ। ସେଥିପାଇଁ ମୃ-ତ୍ୟୁ ପରେ ଆତ୍ମାର ଶାନ୍ତି ପାଇଁ ଦାନପୁଣ୍ୟ ଆଦି କରାଯାଇଥାଏ। ତେଣୁ ଅସହାୟ ଲୋକମାନଙ୍କୁ ମୃ-ତ ବ୍ୟକ୍ତିଙ୍କ ବସ୍ତୁ ସବୁ ଦାନ କରିଦେବା ଉଚିତ। ମୃ-ତ୍ୟୁ ପରେ ମଧ୍ୟ ଜୀବନ ଅଛି ଏହି ସତ୍ୟକୁ ଆମେ ଆଦୌ ଭୁଲିବା ଉଚିତ ନୁହେଁ। ମୃ-ତ୍ୟୁ ସେହି ଆତ୍ମାର ଏକ ପ୍ରକାର ନୂଆ ଆରମ୍ଭ ଅଟେ।

ସେଥିପାଇଁ ମୃ-ତ-କଙ୍କର କପଡା ବା ଅନ୍ୟ ବସ୍ତୁ ସବୁ ତାଙ୍କର ଆତ୍ମାକୁ ମୁକ୍ତି ପାଇବାରୁ ବାଧା ଦେଇପାରେ। ଏହା ସହିତ ମୃ-ତ ବ୍ୟକ୍ତିଙ୍କ ଜିନିଷ ବ୍ୟବହାର କରିବା ଦ୍ଵାରା ଆପଣଙ୍କୁ ମଧ୍ୟ ଏହା କ୍ଷ-ତି ପହଞ୍ଚାଇ ପାରେ।

ଆପଣଙ୍କ ସ୍ୱାସ୍ଥ୍ୟ ବାରମ୍ବାର ବିଗିଡି ଯାଇପାରେ, କୌଣସି ଦୁର୍ଘ-ଟଣାର ସମୁଖୀନ ହୋଇପାରନ୍ତି କିମ୍ବା ଅ-ଭା-ବ ଅସୁବିଧା ସବୁବେଳେ ଲାଗି ରହିପାରେ। ଆପଣ ଯଦି କୌଣସି ମୃ-ତ ବ୍ୟକ୍ତିଙ୍କର ଜିନିଷ ବ୍ୟବହାର କରୁଛନ୍ତି ଏବଂ ଆପଣଙ୍କ ସହିତ ଏହିସବୁ ବାରମ୍ବାର ଘଟୁଅଛି ତେବେ ଜାଣିରଖନ୍ତୁକି ତାଙ୍କ ଜିନିଷ ରଖିବା ଦ୍ଵାରା ଏହିପରି ହେଉଅଛି। ଯଥାଶୀଘ୍ର ଆପଣ ସେସବୁ ଗରିବ ଲୋକମାନଙ୍କୁ ଦାନ କରି ଦିଅନ୍ତୁ।ଦେଖିବେ ଆପଣଙ୍କର ସମସ୍ତ ସମସ୍ଯା ଆପେ ଆପେ ସମାଧାନ ହୋଇଯିବ ଓ ଏପରି କରିବା ଦ୍ଵାରା ମୃ-ତ ବ୍ୟକ୍ତିଙ୍କର ଆତ୍ମାକୁ ମଧ୍ୟ ମୁକ୍ତି ମିଳିବ।

Leave a Reply

Your email address will not be published. Required fields are marked *