ବୃଦ୍ଧାଙ୍କୁ ହଇ-ରାଣ କରୁଥିଲା ଘର ମାଲିକ ,ଆଉ ତା ପରେ ପହଞ୍ଚିଗଲେ ଭାରତୀୟ ଯବାନ ଆଉ ତା ପରେ …ଦେଖନ୍ତୁ ଭିଡ଼ିଓ

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

ଆଜିକାଲି ତ ଚାରିଆଡେ ସିସିଟିଭି କ୍ୟାମେରା ଲଗାଯାଇଛି, ଆଉ ସେହି ସବୁ ସିସିଟିଭି କ୍ୟାମେରାରେ ଏପରି କିଛି ଘ-ଟ-ଣା କ-ଏଦ ହୋଇ ରହି ଯାଇଥାଏ ଯାହାକି ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରି ରଖି ଦେଇଥାଏ। ଆମେ ମଧ୍ୟ ଆଜି ଆପଣମାନଙ୍କୁ ସିସିଟିଭି କ୍ୟାମେରାରେ କ-ଏଦ ହୋଇଥିବା ଏକ ଘ-ଟଣା ସମ୍ପର୍କରେ କହିବୁ, ତାହା ଏତେ ବି ଆଶ୍ଚର୍ଯ୍ୟ କରାଇ ଦେବା ଭଳି ଘ-ଟଣା ନୁହେଁ। କିନ୍ତୁ ଏହି ଭିଡିଓ ସମ୍ପର୍କରେ ଶୁଣିବା ପରେ ଆପଣମାନଙ୍କ ମନରେ ଆମ ଦେଶର ଯବାନ୍ ମାନଙ୍କ ପାଇଁ ସମ୍ମାନ ବହୁତ ବଢି ଯିବ।

ଯବାନ୍ ମାନେ ହିଁ ହେଉଛନ୍ତି ଆମର ପ୍ରକୃତ ହିରୋ, କାରଣ ଆମେ ମାନେ ଯଦି ଆଜି ଶାନ୍ତିରେ, ବିନା ଡ-ରରେ ଘରେ ବସି ପାରିଥାଉ କେବଳ ସେହି ଯବାନ୍ ମାନଙ୍କ ପାଇଁ। କାରଣ ସେହି ଯବାନ୍ ମାନେ ଦିନ ରାତି ସୀମାରେ ଆମ ଦେଶକୁ ଯଗି ରହି ଥାଆନ୍ତି। ସବୁବେଳେ ସେମାନେ ନିଜ ଦେଶ ବାସୀଙ୍କ ଜୀବନକୁ ଯଗି ରହିଥାଆନ୍ତି, ନିଜ ଜୀବନକୁ ଖାତିର୍ ନକରି। ହେଲେ ଏକ ସ୍ଥାନରେ ଏକ ସିସିଟିଭି କ୍ୟାମେରାରୁ ଯବାନ୍ ଙ୍କୁ ନେଇ ଏଭଳି ଏକ ଖବର ଦେଖିବାକୁ ମିଳିଛି ଯାହାକି ସମସ୍ତଙ୍କୁ ଏକ ପ୍ରକାରର ଖୁସି କରି ରଖି ଦେଇଛି।

ତେବେ ଜଣେ ବୃଦ୍ଧା ମହିଳା ଜଣେ ଲୋକଙ୍କ ଘର ପିଣ୍ଡା ଉପରେ ସୋଇପଡ଼ିଥିଲେ,ଘର ଦ୍ବାର ନାହିଁ, ଖାଇବାକୁ କିଛି ନାହିଁ।ଶୋଇବା ପାଇଁ ଟିକେ ଆଶ୍ରୟ ନେଇଛନ୍ତି,ଆଉ ସେତିକି ବେଳେ ପହଞ୍ଚି ଯାଆନ୍ତି ଘର ମାଲିକ,ଆଉ କୁହନ୍ତି ଯେ ଶୀଘ୍ର ଉଠିଯା ଏଠୁ ନହେଲେ ତୋତେ ଜୀବନ ରୁ ମା-ରିଦେବି।ଏମିତି କହିବା ସହ ସିଧା ତାଙ୍କ ଶରୀର ଉପରେ ପାଣି ଢ଼ାଳି ଦିଅନ୍ତି। ବୃଦ୍ଧା ଜଣକ ବହୁତ ନେହୁରା ହେଉଥିଲେ,ଆଉ ସେତିକି ବେଳେ ସେହି ବାଟ ଦେଇ ଯାଉଥିଲେ ଜଣେ ଭାରତୀୟ ଯବାନ

ଆଉ ତାଙ୍କ ନଜର ସେହି ବୃଦ୍ଧଙ୍କ ଉପରେ ପଡ଼ିଲା।ସେ ରା-ଗିଯାଇ ସେହି ବ୍ୟକ୍ତି ଙ୍କୁ ଠେଲି ଦେଇଛନ୍ତି ଆଉ ଗା-ଳି ମଧ୍ୟ କରିଚନ୍ତି।ପରେ ସେ ବୃଦ୍ଧା ଙ୍କୁ ହାତ ଧରି ଉଠାଇଛନ୍ତି ଆଉ ଚପଲ ପିନ୍ଧାଇ ଦେଇଛନ୍ତି। ବୃଦ୍ଧା ମହିଳା ଜନକ କା-ନ୍ଦି କା-ନ୍ଦି ଯବାନ ଙ୍କ ପାଦ ଛୁଇଁଛନ୍ତି।ତେବେ ସବୁଠୁ ଲ-ଜ୍ୟା ର କଥା ଯେ ସେଠାରେ ଅନେକ ଲୋକ ଉପସ୍ଥିତ ଥିବାବେଳେ କେହି ସାହାଯ୍ୟ କରିବାକୁ ଆସି ନଥିଲେ । ଏ ଦୃ-ଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *