ଢକଢକ କରି ମ-ଦ ପିଇ ମା-ତା-ଲ ହେଲେ ଛାତ୍ରୀମାନେ,ଦେଖନ୍ତୁ ଭିଡ଼ିଓ

ତେବେ ବନ୍ଧୁଗଣ ବର୍ତମାନ ସମୟରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ କିଛି ସ୍କୁଲ ଛାତ୍ରୀ ଚଳନ୍ତା ବସ୍‌ ଭିତରେ ଢକଢକ କରି ମ-ଦ ପିଉଥିବା ବେଳର ଦୃ-ଶ୍ୟ ରହିଛି । ତାମିଲନାଡୁର ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ଘଟିଥିବା ଏହି ଘଟ-ଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓ ଟିକୁ ବସ ଭିତରୁ ହିଁ ମୋବାଇଲ ଯୋଗେ ଶୁ-ଟିଂ କରାଯାଇଛି । ଭିଡିଓରେ କିଛି ଛାତ୍ରୀ ବିୟର ବୋତଲ ଖୋଲି ଏହାକୁ ଜଣଙ୍କ ପରେ ଜଣେ ଢକଢକ କରି ପିଉଥିବା ଦେଖିବାକୁ ମିଳୁଛି । ଏମାନେ ସମସ୍ତେ ଚେଙ୍ଗଲପାଟ୍ଟୁରେ ଥିବା ଗୋଟିଏ ସରକାରୀ ସ୍କୁଲର ଛାତ୍ରୀ ବୋଲି କୁହାଯାଉଛି । ପ୍ରାଥମିକ ଅବସ୍ଥାରେ ଭିଡିଓଟି ଅତି ପୁରୁଣା ବୋଲି କୁହା ଯାଉଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମଙ୍ଗଳବାର ଏପରି ଘ-ଟ-ଣା ଘଟିଥିବା ସ୍ପଷ୍ଟ ହୋଇଛି ।

ସ୍କୁଲ ୟୁନିଫର୍ମରେ ଥିବା ପିଲାମାନେ ବସ୍ ଯୋଗେ ଥିରୁକାଝୁକଦ୍ରମରୁ ଥାଚୁର ଯାଉଥିଲେ । ଏହି ସମୟରେ ହିଁ ସେମାନେ ବି-ୟ-ର ପିଇଥିଲେ । ଘଟ-ଣାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁ-ତର ସହ ନେଇଛି । ଏଥିସହ ପୁ-ଲି-ସ୍‌ ଘଟ-ଣାର ତ-ଦ-ନ୍ତ ଆରମ୍ଭ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତଦନ୍ତ ସରିବା ପରେ ଉପଯୁକ୍ତ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି

ତେବେ ଏହା ପୂର୍ବରୁ ୨୦୧୭ରେ ମଧ୍ୟ ଏମିତି ଏକ ଘ-ଟ-ଣା ଘଟିଥିଲା କର୍ଣ୍ଣାଟକର ତୁମକୁର ଠାରେ । ଜିଲ୍ଲାର ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ଓ ଦୁଇ ଅନ୍ୟ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ପାଣି ବଦଳରେ ମ-ଦ ପିଇବାକୁ ଦେଇ ଦେଇଥିଲେ । କାରଣ ଦୁଇ ଶିକ୍ଷକ ପୂର୍ବରୁ ନି-ଶାରେ ମା-ତା-ଲ ଥିଲେ । ମ-ଦ ପିଇଥିବା ଛାତ୍ରଛାତ୍ରୀମାନେ ଯଥାକ୍ରମେ ୮,୯,୧୦ ଶ୍ରେଣୀର ଥିଲେ । ମା-ମ-ଲା ଥା-ନାରେ ପହଞ୍ଚିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭି-ଯୁକ୍ତଙ୍କୁ ଚାକିରିରୁ ନିଲ-ମ୍ବିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *