ପୁଟିନଙ୍କ ଉପରେ ହୋଇପାରେ ଆକ୍ର-ମଣ ,ତାଙ୍କୁ ମା-ରିବାକୁ ଚେଷ୍ଟା କରୁଛନ୍ତି ତାଙ୍କ ଝିଅ ଓ ସ୍ତ୍ରୀ !

ଋଷ ଓ ୟୁକ୍ରେନ ମଧ୍ୟରେ ଏବେବି ଯୁ-ଦ୍ଧର ଘନଘଟା ଚାଲିଛି। ଋଷ ଆକ୍ରମଣରେ ୟୁକେନର ଅନେକ ସହର ଛାରଖାର ହୋଇଗଲାଣି । ଦୁଇ ଦେଶ ମଧ୍ୟରେ ଯୁ-ଦ୍ଧ ବନ୍ଦ କରିବାକୁ ଆଲୋଚନା ହେଉଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରି ନାହିଁ । ପୁଟିନ କାହାରି କଥା ଶୁଣୁ ନାହାନ୍ତି କି ଜେଲେନସ୍କି ମୁଣ୍ଡ ନୁଆଁଉ ନାହାନ୍ତି । ୟୁକ୍ରେନ ରାଜଧାନୀ କିଭ ଅକ୍ତିଆର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି କିଭ ସୈନ୍ୟ । ଋଷର ଏକାଜିଦ୍ ସେ ୟୁକ୍ରେନ ଦ-ଖ-ଲ କରିବ ।ୟୁକ୍ରେନ ସୈନ୍ୟ ମାନେ ମଧ୍ୟ ଋଷ ସୈନ୍ୟଙ୍କୁ ରୋକିବାକୁ ପ୍ରାଣପଣେ ଚେଷ୍ଟା ଚଳେଇଛନ୍ତି ।

ଏହିଭଳି ସମୟରେ ସାମ୍ନାକୁ ଆସିଛି ଏକ ଆଶ୍ଚ-ଯ୍ୟକ-ର ଘ-ଟଣା। ଶୁଣିବାକୁ ମିଳିଛି କି ପୁଟିନକୁ ମା-ରିବାକୁ ଚାଳିଛି ଷ-ଡ଼ଯ-ନ୍ତ୍ର ।ତେବେ ଏପରି ଷ-ଡ଼ଯ-ନ୍ତ୍ର କରୁଚି କିଏ । ଏହା ନେଇ ଉଠିଛି ପ୍ରଶ୍ନ। ଶୁଣିବାକୁ ମିଳିଛି ବ୍ଲାଡ଼ିମାର ପୁଟିନକୁ ହ-ତ୍ୟା କରିପାରନ୍ତି ତାଙ୍କ ନିଜ ଘର ଲୋକେ । ଯେଉଁଠି ସାମିଲ ରହିବେ ତାଙ୍କ ଝିଅ ଓ ପୁରାତନ ପତ୍ନୀ । ଯାହା ଏବେ ଚାନ୍ଚଲ୍ୟ ସୃଷ୍ଟି କରିଛି ।

https://www.youtube.com/watch?v=jOlUb42JEWg

ଯେବେ ଠାରୁ ଋଷ ଓ ୟୁକ୍ରେନ ଭିତରେ ଯୁ-ଦ୍ଧ ଆରମ୍ଭ ହେଇଛି ସେବେ ଠାରୁ ପୁଟିନକୁ ହ-ତ୍ୟା କରିବାକୁ ଯୋଜନା ଚାଳିଛି ବୋଲି ଗୁଜବ ଉଠିଛି। ଋଷ ୟୁକ୍ରେନକୁ ଏବେ ଧୂଳିସାତ କରିଦେଲା । ଯାହା ଫଳରେ ସେଠାକାର ପରିସ୍ଥିକି ଅସମ୍ଭାଳ ହୋଇ ଯାଇଚି। ଏହି ଖବର ଟି ସେତେବେଳେ ଅଧିକ ପ୍ରଚାର ହେଲା ଯେତେବେଳେ ଜଣା ପଢିଲା କି ୟୁକ୍ରେନର ଲୋକୋ ଋଷରେ ବାସ କରୁଛନ୍ତି ବୋଲି । ଯାହା ପୁଟିନକୁ ହ-ତ୍ୟା କରିବାର କାରଣ ପାଲଟି ଯାଇଛି ଆଉ ତାଙ୍କର ଏହି ହ-ତ୍ୟାରେ ତାଙ୍କର ଅତି ଘନିଷ୍ଠ ସଂପର୍କରେ ଥିବା ବ୍ୟକ୍ତି ସାମିଲ ରହିବେ ବୋଲି ସେ କହିଛନ୍ତି । ଆଉ ଏହାକୁ ନେଇ ଏବେ ସବୁ ଆଡ଼େ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *