Taarak Mehtaର ଏହି କ୍ଯୁଟ୍ ସୋନୁ ବର୍ତ୍ତମାନ କରୁଛନ୍ତି ଏତେ ଭ-ୟଙ୍କର କାମ ! ଫୋଟୋ ଦେଖିଲେ ଚକିତ ହୋଇଯିବେ !

‘ତାରକ ମେହେତ୍ତା କା ଓଲଟା ଚାଶମା’ର ପୁରୁଣା ସୋନୁ ଅର୍ଥାତ୍ ଅଭିନେତ୍ରୀ ନିଧି ଭାନୁଶାଲିଙ୍କ ଲୁକ୍ ଏବଂ ଲାଇଫ୍ ଷ୍ଟାଇଲ୍ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପରେ ବଦଳି ଯାଇଛି | ନିଧି ହିଟ୍ ସିଟକାଁମ୍ ରେ ସୋନୁ ଭିଡ଼େର ଭୂମିକା ନିଭେଇ ଥିଲେ | ଅନେକ ବର୍ଷ ପୂର୍ବରୁ ସିରିଏଲ ରୁ ବିଦାୟ ନେବା ପରେ ମଧ୍ୟ ନିଧିଙ୍କ ସୋସିଆଲ ମିଡିଆ ଫଲୋଇଙ୍ଗ, ବହୁତ ବେଶି ଅଟେ | ନିଧି ବର୍ତ୍ତମାନ ୱେବ୍ ସର୍ଫିଂ କରିବା ବେଳେ ଏହିପରି ଫୋଟୋ ସେୟାର କରିଛନ୍ତି ଯାହାକୁ ଦେଖି ଆପଣ ମଧ୍ୟ ପ୍ରଶଂସା ନକରି ରହିପାରିବେ ନାହିଁ |

ନିର୍ଭୟ ହୋଇ ଲହଡି ଉପରେ କଲେ ସବାର :-

ନିଧି ନିଜର ସର୍ଫିଂ କରିବାର ଏକ ବହୁତ ସୁନ୍ଦର ଫୋଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି | ଏହି ଫୋଟୋରେ ସେ ମଲ୍ଟି କଲର ମୋନୋକନି ପିନ୍ଧି ସମୁଦ୍ର ମଝିରେ ସର୍ଫିଂ ବୋର୍ଡରେ ଠିଆ ହୋଇଥିବା ନଜର ଆସିଛନ୍ତି | ତାଙ୍କର ଠିକ ପଛରେ ଏକ ବଡ଼ ଲହଡି ନଜର ଆସୁଛି ଏବଂ ନିଧିଙ୍କ ଏକ୍ସପ୍ରେସନ ଏହା କହୁଥିଲେ ଯେ ସିଏ ସବୁ ଲହଡି ସହ ସିଏ ଲଢ଼ିବାକୁ ଏବଂ ତାହା ଉପରେ ସଵାରୀ କରିବା ପାଇଁ ପ୍ରସ୍ତୁତ ଅଛନ୍ତି | ଏହି ଫୋଟୋ ଦେଖନ୍ତୁ…

View this post on Instagram

A post shared by Nidhi Bhanushali (@_ninosaur)

ବୋର୍ଡରେ ବସି ଦେଲେ ପୋଜ୍ :-

ନିକଟରେ ଏହି ବୋର୍ଡ ସହିତ ନିଧି ତିନୋଟି ଫୋଟୋ ସେୟାର କରିଥିଲେ | ପ୍ରଥମ ଫୋଟୋରେ ସେ ହସୁଥିବା ନଜର ଆସିଥିଲେ, ଦ୍ୱିତୀୟରେ ସେ ପହଁରୁଥିବାର ନଜର ଆସିଥିବା ବେଳେ ତୃତୀୟରେ ସେ ବହୁତ ଦେମେଣ୍ଟିକ ଷ୍ଟାଇଲିରେ ନିଜ ଚୁଟି ସହ ନଜର ଆସିଛନ୍ତି | ଦେଖନ୍ତୁ ଏହି ଫୋଟୋ…

ଦେଖାନ୍ତି ପୁରା ଦେଶର ଦୃଶ୍ୟ :-

ନିଧି ଭାନୁଶାଲିଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ସକ୍ରିୟ ସୋସିଆଲ ମିଡିଆ ବ୍ୟବହାରକାରୀ ଏବଂ ବ୍ୟାକପେକର ଟୁରିଷ୍ଟ ଅଟନ୍ତି | ନିଧି ଭାନୁଶାଲି ପ୍ରାୟତଃ ନିଜ ଫୋଲୁଅର୍ସଙ୍କ ସହିତ ନିଜ ଯାତ୍ରାରୁ ଅନେକ ସମୟରେ ଚମତ୍କାର ଫୋଟୋ ସବୁକୁ ସେୟାର କରନ୍ତି | ତାଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ ଅଛି ଯେଉଁଠାରେ ସେ ତାଙ୍କ ଫୋଲୁଅର୍ସ ମାନଙ୍କୁ ପୁରା ଦେଶର ବିଭିନ୍ନ ସ୍ଥାନକୁ ନେଇଯାଆନ୍ତି |

2008 ମସିହା ପର ଠାରୁ ଲଗାତାର ଅଟନ୍ତି ସୁପରହିଟ୍ :-

ଯେତେବେଳେ ଶୋ’ର କଥା ଆସେ, ତେବେ ‘ତାରାକ ମେହେତ୍ତା କା ଓଲଟା ଚାଶମା’ ର ଏପିସୋଡ଼ କଣିବା ହିସାବରେ ଟେଲିଭିଜନରେ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଦୈନିକ ସାଇଟକମ୍ ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡ ଧରିଛନ୍ତି, ଯାହାର ପ୍ରିମିୟର୍ 2008 ରେ ହୋଇଥିଲା | ଏହି ନାଟକ ତାରକ ମେହେତ୍ତାଙ୍କ ସାପ୍ତାହିକ କାଲମ୍ ‘ଦୁନିୟା ନେ ଉଞ୍ଚା ଚାଶ୍ମା’ ଉପରେ ଆଧାରିତ ଅଟେ | ଏଥିରେ ଦିଲୀପ ଯୋଶୀ, ଦିଶା ବକାନି, ଏବଂ ଅମିତ ଭଟ୍ଟ, ସୁନୟନା ଫୋଜଦାର ଏବଂ ଶୌଲେଶ ଲୋଢାଙ୍କ ସହ ଏହି ଶୋ’ରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି |

Leave a Reply

Your email address will not be published. Required fields are marked *