ପୁଅ ହେବ ନା ଝିଅ : ସେଥିପାଇଁ ଦାୟୀ ପୁରୁଷ ! ଜାଣନ୍ତୁ ଏହି ବିଷୟରେ ସମ୍ପୂର୍ଣ ସୂଚନା

ଗୋଟିଏ ଝିଅର ମାଆ ହେବା ଏକ ପ୍ରକାରର ସ୍ୱପ୍ନ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ, କାରଣ କୁହାଯାଇଥାଏ ଗୋଟିଏ ନାରୀର ନାରୀତ୍ୱ ସେତେବେଳେ ସାର୍ଥକ ହୋଇଥାଏ ଯେତେବେଳେ ସେ ଏକ ପିଲାକୁ ଜନ୍ମ ଦେଇଥାଏ ଏକ ମାଆ ହୋଇଥାଏ। ୯ମାସ ଧରି ପିଲାକୁ ନିଜ ଗ-ର୍ଭରେ ଧାରଣ କରିବା, କେତେ କ-ଷ୍ଟ ସହି ପିଲାକୁ ଜନ୍ମ ଦେବା କୌଣସି ଏକ ଛୋଟ କଥା ନୁହେଁ, କିନ୍ତୁ ଏହି ସବୁ କ-ଷ୍ଟକୁ ଏକ ନାରୀ ନିଜ ପିଲାର ମୁହଁକୁ ଦେଖି ହସି ହସି ସହି ନେଇଥାଏ।

ଅନେକ ନାରୀ ମାନେ ଅଛନ୍ତି ଯେଉଁମାନେ କି ମାଆ ହେବା ପରେ ସେମାନଙ୍କ ଚାଲି ଚଳନି, ବ୍ୟବହାରରେ ପରିବର୍ତ୍ତନ ଆସିଥାଏ କିନ୍ତୁ ଏପରି କିଛି ଲୋକ ମଧ୍ୟ ଅଛନ୍ତି କି ମାଆ ହେବା ପରେ ସେମାନଙ୍କ ଜୀବନ ହିଁ ବଦଳି ଯାଇଥାଏ। ଗୋଟିଏ ମା ପାଇଁ ଏହା କୌଣସି କାରଣ ରଖିନଥାଏ କି ତା ଗ-ର୍ଭରେ ବଢୁଥିବା ପିଲାଟି ପୁଅ ହେବ କି ଝିଅ।

ହେଲେ ଆମ ସମାଜ ରେ କିଛି ଏପରି ପରିବାର ତଥା ଏପରି ଲୋକ ଅଛନ୍ତି ଯେଉଁ ମାନଙ୍କ ଉପରେ ବହୁତ ପ୍ରଭାବ ପଡେ କି ପିଲା ଟି ପୁଅ ହେବ କି ଝିଅ।ସମସ୍ତ ପ୍ରାୟ ପୁଅ ପିଲାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି ସେହି ତୁଳନା ରେ ଝିଅ ପିଲାଙ୍କୁ ପସନ୍ଦ କରନ୍ତି ନାହିଁ ।ଯଦିଓ ପୁଅ ଏବଂ ଝିଅ ମଧ୍ୟରେ ସେମିତି କୌଣସି ତାରତମ୍ୟ କି ପାର୍ଥକ୍ୟ ନାହିଁ ତଥାପି ଲୋକମାନେ ଏହି ବିଶ୍ୱାସ କୁ ନେଇ ବଞ୍ଚୁଛନ୍ତି।

ଲୋକମାନ ଙ୍କ ମନ ଏବଂ ମସ୍ତିଷ୍କ ରୁ ଏହି ଭୁଲ ଧାରଣା କୁ ଦୂର କରିବା ପାଇଁ ସରକାର କେତେ ପ୍ରକାରର ଯୋଜନା କରୁଛନ୍ତି କିନ୍ତୁ କଣ ହେବ ସବୁ ଅସଫଳ ହୋଇଯାଉଛି।ତେବେ ସମସ୍ତ ଭାବନ୍ତି କି ଜଣେ ମହିଳାଙ୍କ ର ଗ-ର୍ଭରେ ଥିବା ପିଲା ଟି ପୁଅ ହେବ କି ଝିଅ ହେବ ତାହା ସେହି ମହିଳାଙ୍କ ଉପରେ ନି-ର୍ଭର କରେ କିନ୍ତୁ ଆମେ ଆପଣ ଙ୍କୁ ଜଣେଇ ଦେଉଛୁ ଯେ ଏହା ଭୁଲ ଅଟେ।

ଗୋଟିଏ ପିଲା ପୁଅ ହେବ କି ଝିଅ ତାହା ସମ୍ପୂର୍ଣ୍ଣ ରୂପରେ ସେହି ପୁରୁଷ ଙ୍କ ଉପରେ ନିର୍ଭର କରିଥାଏ । ବୈଜ୍ଞାନିକ ଙ୍କ ଭାଷା ରେ ମହିଳା ଙ୍କର ସ୍ପ-ର୍ମ ରେ ଦୁଇ ଟି ଯାକ ସମାନ ଥାଏ ଯାହାକୁ ସଂକେତ ରେ XX ବୋଲି କୁହାଯାଏ ଅପର ପକ୍ଷରେ ପୁରୁଷ ଙ୍କର XY ତଥା ଭିନ୍ନତା ଥାଏ।ତେବେ ଯେତେବେଳେ ପିଲା ଟିଏ ମା ଗ-ର୍ଭରେ ସୃଷ୍ଟି ହୋଇଥାଏ ତାହାକୁ ଉଭୟ ମା ଓ ବାପା ର ସ୍ପ-ର୍ମ ରୁ ଗୋଟିଏ ଲେଖାଏଁ ଯୌ-ଗିକ ର ଆବଶ୍ୟକତା ରହିଥାଏ ।

କିନ୍ତୁ ଯେହେତୁ ମା ର ଦୁଇ ଟି ଯାକ ଯୌଗିକ ସମାନ ହୋଇଥାଏ ତେଣୁ ସେ ଯାହା ହେଲେ ବି ସେହି X ହିଁ ଦେବ କିନ୍ତୁ ବାପା ଙ୍କ ପାଖରେ ଯୌଗିକ ର ଭିନ୍ନତା ରହିଥାଏ ସେ ହୁଏତ X ଦେଇପାରନ୍ତି କିମ୍ବା Y ।ଯେତେବେଳେ ମିଶ୍ରଣ ଟି XX ର ହୋଇଥାଏ ସେତେବେଳେ ଝିଅ ହୋଇଥାଏ ଏବଂ ମିଶ୍ରଣ XY ହୋଇଥିଲେ ପୁଅ ହୋଇଥାଏ। ତେଣୁ ଏଥିରେ ମା ର କୌଣସି ଭୁଲ ନାହିଁ କି ପିଲା ତୁ ଝିଅ ହେଉ ବା ପୁଅ ତା ପାଇଁ ମା ଦାୟୀ ନୁହେଁ ସମ୍ପୂର୍ଣ୍ଣ ଭାବରେ ବାପା ଦାୟୀ ଅଟନ୍ତି।

Leave a Reply

Your email address will not be published. Required fields are marked *