ହାଇକୋର୍ଟର ବଡ ନିଷ୍ପତ୍ତି, ବର୍ତ୍ତମାନ ଶାଶୁ ଶ୍ଵଶୁରଙ୍କୁ ଭରଣପୋଷଣ ଦେବ ବୋହୁ !

ଭାରତୀୟ ଆଇନ ଅନୁସାରେ ପୁଅ ବୃଦ୍ଧ ବାପା-ମାଙ୍କର ସବୁ ଖର୍ଚ୍ଚ ବହନ କରିବାର ଆ-ଇ-ନ ରହିଛି। ଏହା ସହିତ ଜଣେ ସ୍ଵାମୀ ଯଦି ତାଙ୍କର ସ୍ତ୍ରୀଙ୍କୁ ଛା-ଡପ-ତ୍ର ଦିଅନ୍ତି ତେବେ ସ୍ତ୍ରୀଙ୍କୁ ଭରଣପୋଷଣ ଦେବାର ଆଇନ ମଧ୍ୟ ରହିଛି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛିକି ଏମିତି କିଛି ମା-ମ-ଲା ରହିଛି ଯେଉଁଥିରେ ବୋହୁକୁ ଭରଣପୋଷଣ ଦେବାକୁ ପଡିବ। ଆ-ଇ-ନ ଅନୁସାରେ ଯଦି ସ୍ଵାମୀଙ୍କର ମୃ-ତ୍ୟୁ ହୋଇଯାଏ ତେବେ ପୁଅର ବୃଦ୍ଧ ମା ବାପାଙ୍କୁ ବୋହୁ ଭରଣପୋଷଣ ଦେବାକୁ ବାଧ୍ୟ ହେବ।

ଏହି ପ୍ରସଙ୍ଗରେ ପଞ୍ଜାବ ଓ ହରିୟାନା ହାଇକୋର୍ଟ ଶୁଣାଇଛନ୍ତି ଏକ ଗୁରୁତ୍ଵ ପୂର୍ଣ୍ଣ ଶୁଣାଣୀ। ଉଭୟ ମାମଲାର ରାଏ ଶୁଣାଇ କହିଛନ୍ତିଯେ ଯଦି ଅର୍ଦ୍ଧ ସାମାରିକ ବାହିନୀରେ ଚାକିରି କରିଥିବା ଯୁବକ ମାନଙ୍କର ଦେ-ହା-ନ୍ତ ହୋଇଯାଏ ଓ ମୃ-ତ ଯୁବକ ମାନଙ୍କ ସ୍ତ୍ରୀଙ୍କୁ ଅନୁକମ୍ପା ମୂଳକ ଚାକିରି ମିଳେ ତେବେ ଏହି କ୍ଷେତ୍ରରେ ସମ୍ପୃକ୍ତ ମହିଳା ମାନଙ୍କୁ ଶାଶୁ ଶ୍ଵଶୁରଙ୍କୁ ଭରଣପୋଷଣ ଦେବାକୁ ପଡିବ। ଦରମାର ୨୫ ପ୍ରତିଶତ ବୋହୁ ଶାଶୁ ଶ୍ଵଶୁରଙ୍କୁ ଦେବାକୁ ପଡିବ।

କେବଳ ଏତିକି ନୁହେଁ ବରଂ ସ୍ତ୍ରୀ ଜଣକ ଦିତୀୟ ବିବାହ କରିଲେ ମଧ୍ୟ ପୂର୍ବ ଶାଶୁ ଶ୍ଵଶୁରଙ୍କ ଦାୟିତ୍ଵ ନେବାକୁ ବାଧ୍ୟ ହେବେ। ଦିତୀୟ ସ୍ଵାମୀଙ୍କ ଠାରୁ ଜନ୍ମ ହୋଇଥିବା ସନ୍ତାନଙ୍କ ଆଡରେ ବୋହୁ ଶାଶୁ ଶ୍ଵଶୁରଙ୍କୁ ଭରପୋଷଣ ଦେବା ପାଇଁ ମନା ମଧ୍ୟ କରିପାରିବେ ନାହି। ଏହା ସହ ଯଦି ମୃ-ତ ସ୍ବାମୀଙ୍କର ଅନ୍ୟ କେହି ଭାଇ ରହିଥାନ୍ତି ଓ ସେମାନଙ୍କ ପାଖରେ ସମ୍ପତ୍ତି ଥାଏ ତେବେ ମୃତ ବ୍ୟକ୍ତିଙ୍କର ସ୍ତ୍ରୀ ଶାଶୁ ଶ୍ଵଶୁରଙ୍କୁ ଭରଣପୋଷଣ ଦେବା ପାଇଁ ବାଧ୍ୟ ହେବେ।

ପଞ୍ଜାବ ଓ ହରିୟାନା ଉଚ୍ଚ ନ୍ୟା-ୟାଳ-ୟର ରାଜବିର ସାରହାବର ସିଆଇଏଫସର ଜଣେ ମହିଳା କନେଷ୍ଟବଳଙ୍କ ଅଭି-ଯୋଗର ଶୁଣାଣୀ କରି ଏପରି କିଛି ରାଏ ଦେଇଛନ୍ତି। ଏହି ମହିଳା କନେଷ୍ଟବଳଙ୍କୁ ନିଜର ବେତନର ୨୫ ପ୍ରତିଶତ ତାଙ୍କର ମୃ-ତ ସ୍ଵାମୀଙ୍କର ବାପା ମାଙ୍କୁ ଦେବାକୁ ସିଆଇଏସଏଫ ତରଫରୁ ନି-ର୍ଦ୍ଦେ-ଶ ଦିଆଯାଇଛି।

ଏଭଳି ନିର୍ଦ୍ଦେ-ଶକୁ ମହିଳା ଜଣକ ହାଇକୋର୍ଟରେ ଚ୍ୟା-ଲେ-ଞ୍ଜ କରିଥିଲେ। କୋର୍ଟ ମଧ୍ୟ ସିଆଇଏସଏଫର ଏହି ରାଏକୁ ବଳବତ୍ତର ରଖିଛନ୍ତି। ତେବେ ଏହି ନିୟ-ମଟି ଲାଗୁ ହେବା ପରେ ପ୍ରତ୍ୟେକ ମୃ-ତ ବ୍ୟକ୍ତିଙ୍କ ସ୍ତ୍ରୀମାନେ ତାଙ୍କର ଶାଶୁ ଶ୍ଵଶୁରଙ୍କୁ ଭରଣପୋଷଣ ଦେବା ପାଇଁ ଆଉ ମନା କରି ପାରିବେ ନାହି ବୋଲି ସ୍ପ-ଷ୍ଟ ହୋଇଛି।

Leave a Reply

Your email address will not be published. Required fields are marked *